ପୁରୀ: କୋଭିଡ଼ କଟକଣା ଯୋଗୁଁ ବିନା ଭକ୍ତରେ ଚନ୍ଦ୍ରଭାଗା ବୁଡ଼ ଉତ୍ସବ କରାଯିବ। ଶୋଭାଯାତ୍ରାରେ କେବଳ ୫୦୦ ଲୋକଙ୍କୁ ଅନୁମତି ମିଳିବ। ଶୋଭାଯାତ୍ରାରେ ଥିବା ଶ୍ରଦ୍ଧାଳୁ ଠାକୁର ଙ୍କ ସହ ବୁଡ଼ ପକାଇପାରିବେ। ଜିଲ୍ଲା ପ୍ରଶାସନ ସହ ଏକ ବୈଠକ ପରେ ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ସୂଚନା ଦେଇଛନ୍ତି। ଉତ୍ସବ ସମୟରେ କୋଭିଡ଼ ଗାଇଡ଼ଲାଇନ କୁ କଡାକଡି ଭାବେ ପାଳନ କରାଯିବ।
powered by social2s

