ବାହାଘର ଭୋଜି ଖାଇ ୨୦୦ ରୁ ଅଧିକ ଲୋକ ଅସୁସ୍ଥ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ସାହାଣ ଗାଁରେ ବାହାଘର ଭୋଜି ଖାଇ ୨୦୦ ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି। ସମସ୍ତ ଅସୁସ୍ଥ ଙ୍କୁ କଣାସ ମେଡିକାଲ ଓ ଅନ୍ୟ ସ୍ୱାସ୍ଥକେନ୍ଦ୍ର ରେ ଭର୍ତ୍ତି କରାଯାଇଛି। ଗତ କାଲି ମଧ୍ୟାହ୍ନ ସମୟରେ ସାହାଣ ଗାଁ ରେ ଏକ ବାହାଘର ଭୋଜି ଆୟୋଜନ କରାଯାଇଥିଲା।  ଭୋଜି ଖାଇବା କିଛି ସମୟ ପରେ ସେମାନଙ୍କ ଦେହ ଅସୁସ୍ଥ ହେବାକୁ ଲାଗିଲା।କ୍ରମଶଃ ଏହା ର ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଥିଲା।

 

powered by social2s