ଫେବ୍ରୁଆରୀ ୨୬ ରେ ଭାରତ ବାଣିଜ୍ୟ ବନ୍ଦ ଡାକରା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଫେବ୍ରୁଆରୀ ୨୬ ରେ ଭାରତ ବାଣିଜ୍ୟ ବନ୍ଦ ଡାକରା ଦେଇଛି ସର୍ବଭାରତୀୟ ବ୍ୟବସାୟିକ ସଂଗଠନ- Confederation of All India Traders (CAIT).

 

GST ରେ ବାରମ୍ବାର ପରିବର୍ତନ କୁ ବିରୋଧ କରି ବନ୍ଦ ଡାକରା ଦେଇଛି ସଂଗଠନ।

 

ଚାରି ବର୍ଷରେ ୯୩୭ ରୁ ଅଧିକ ଥର GST ନିୟମ ବଦଳିଥିବା ଅଭିଯୋଗ କରି ଆନ୍ଦୋଳନ କରିବ CAIT.

 

ଆନ୍ଦୋଳନ କୁ ସମର୍ଥନ କରୁଛି ସର୍ବଭାରତୀୟ ପରିବହନ କଲ୍ୟାଣ ସଂଘ।

 

powered by social2s