ଚଳିତ ବର୍ଷ ହେବ ନାହିଁ ଖଣ୍ଡଗିରି ମେଳା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ଭୁବନେଶ୍ୱର: COVID-19 ମହାମାରୀ ହେତୁ ଚଳିତ ବର୍ଷ ହେବ ନାହିଁ ଖଣ୍ଡଗିରି ମେଳା |

 

ଏହି ପ୍ରସଙ୍ଗରେ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) ଦ୍ୱାରା ମେଲା ସମୟରେ ସାମାଜିକ ଦୂରତା ବଜାୟ ରଖିବା ସମ୍ଭବ ନୁହେଁ ବୋଲି ନିଷ୍ପତ୍ତି ନିଆଯାଇଛି।

 

ନିଷ୍ପତ୍ତି ଅନୁଯାୟୀ, ଯାତ୍ରା ପାଣ୍ଡାଲ ଏବଂ ଷ୍ଟଲ ପାଇଁ ଅନୁମତି ଦିଆଯିବ ନାହିଁ। କେବଳ ପରମ୍ପରା ବଜାୟ ରହିବ |

powered by social2s