କଟକ: କଟକ ବିଜୁପଟ୍ଟନାୟକ ଛକ ନିକଟସ୍ଥ ସନ୍ ହସପିଟାଲକୁ ବନ୍ଦ କରିବାକୁ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି ନିର୍ଦ୍ଦେଶ ଦେଇଛନ୍ତି।ହସପିଟାଲ ନିୟମ ଉଲ୍ଲଂଘନ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନେଲା ଜିଲ୍ଲା ପ୍ରଶାସନ।ବେଆଇନ ଭାବେ ୫ମ ମହଲରେ ଚାଲିଥିଲା ଅଫିସ ଓ କ୍ୟାଣ୍ଟିନ।ସୂଚନାଯୋଗ୍ୟ ଗତ ୧ ତାରିଖରେ ହସପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା।
powered by social2s

