![]()
ନୟାଗଡ଼: ରଥ ନିର୍ମାଣ ପାଇଁ ଦଶପଲ୍ଲା ବନାଞ୍ଚଳରୁ ପ୍ରଥମ ପର୍ଯ୍ୟାୟ ରଥକାଠ ଆଜି ପୁରୀରେ ପହଂଚିଛି।
ଅସନ ଓ ଧଉରାର ୨୨ ଖଣ୍ଡ କାଠ ଦୁଇଟି ଟ୍ରକ ପୁରୀ ପହଁଚିଥିବା ସୂଚନା।
ଚଳିତ ବର୍ଷ ୩ ରଥ ନିର୍ମାଣ ପାଇଁ ମୋଟ ୭୯୬ ଖଣ୍ଡ କାଠର ଆବଶ୍ୟକତା ଅଛି।
powered by social2s