![]()
ଭୁବନେଶ୍ୱର: ଦୀର୍ଘ ଦିନ ପରେ ପୁଣି ଓଡିଶାରେ ଆରମ୍ଭ ହେଲା କାଳିଆ ଯୋଜନା।
ଚାଷୀଙ୍କ ଖାତାକୁ କାଳିଆ ଯୋଜନାର କିସ୍ତି ପୈଠ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଏଥିରେ ୫୩ ଲକ୍ଷ ଚାଷୀଙ୍କ ଖାତାକୁ ଗଲା ୧୨୭୨ କୋଟି ଟଙ୍କା।
ଡିବିଟି ବ୍ୟବସ୍ଥାରେ ଚାଷୀଙ୍କ ଆକାଉଣ୍ଟରେ ଟଙ୍କା ପଇଠ କରାଯାଇଛି।
ପ୍ରତେକ ଚାଷୀଙ୍କ ଖାତାକୁ ଗଲା ୨ ହଜାର ଟଙ୍କା।
powered by social2s

