• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
30
Thu, Oct
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

    • ଅପରାଧ
      Details
      Feb 12 2022

      ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

    • ଦେଶ / ବିଦେଶ
      Details
      Dec 27 2021

      Caution against Ed-tech companies

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ବଜାଜ ଫାଇନାନ୍ସ ଅନଲାଇନ ଏଫଡିରେ ନିବେଶ କରି ନିଜ ସଂଚୟ ବଢ଼ାନ୍ତୁ

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
19 May 2021

 

 

ଭୁବନେଶ୍ୱର: ନିବେଶ କରିବା ସମୟରେ ବିନା ଲକ୍ଷରେ ବର୍ଷବର୍ଷ ଧରି ବଡ଼ ନିବେଶ କରିବା ପରିବର୍ତେ ଏକ ସଠିକ ନିବେଶ ମାଧ୍ୟମ ଚୟନ କରିବା ଗୁରୁତ୍ୱପୂର୍ଣ୍ଣ । ଯାହାକି ଆପଣଙ୍କର ଆପଦ ବହନ କ୍ଷମତା, ରିଟର୍ଣ୍ଣ ଆଶା ଓ ଲିକ୍ୟୁଡିଟି ଆବଶ୍ୟକତା ସହିତ ଆର୍ଥିକ ଲକ୍ଷକୁ ପୂରଣ କରିପାରିବେ । ଆପଣ ଯଦି ସୁରକ୍ଷା ସହିତ ଆକର୍ଷଣୀୟ ରିଟର୍ଣ୍ଣ ଚାହୁଁଥାନ୍ତି ଏବଂ ନିଜର ଆର୍ଥିକ ଲକ୍ଷକୁ ପୂରଣ କରିବାକୁ ଚାହାଁନ୍ତି ତେବେ ବଜାଜ ଫାଇନାନ୍ସ ଅନ୍‌ଲାଇନ୍ ଏଫଡି ରେ ନିବେଶ କରିବା ଆପଣଙ୍କ ପାଇଁ ଏକ ସ୍ମାର୍ଟ ପସନ୍ଦ ହେବ । 

ବଜାଜ ଫାଇନାନ୍ସ ଏଫଡି ସର୍ବାଧିକ ଏଫଡି ହାର ସହିତ ନିୟମିତ ବ୍ୟବଧାନରେ ପେଆଉଟ ପ୍ରଦାନ କରିଥାଏ । ବଜାଜ ଫିନସର୍ଭରେ ଥିବା ଏଫଡି ଇଂଟ୍ରେଷ୍ଟ କାଲକୁଲେଟର ମାଧ୍ୟମରେ ଆପଣ ସଠିକ ମାଚ୍ୟୁରିଟୀ ସବିଶେଷ ବିଷୟରେ ଜାଣିପାରିବେ ଯାହାକି ନିର୍ଦ୍ଧିଷ୍ଟ ଅବଧି, ପରିମାଣ ଓ ଏଫଡି ପ୍ରକାରକୁ ନେଇ ହିସାବ କରାଯାଇଥାଏ । ଏଥିରେ ଆପଣ ଆକର୍ଷଣୀୟ ଏଫଡି ରେଟ ପାଇପାରିବେ ଯାହାକି ବିଭିନ୍ନ ଅବଧି ପାଇଁ ପ୍ରଯୁଜ୍ୟ ଅଟେ । ଆପଣ ଆପଣଙ୍କ ଆର୍ଥିକ ଲକ୍ଷ ଓ ଳିକ୍ୟୁଡିଟି ଆବଶ୍ୟକତା ଅନୁସାରେ ନିଜର ଅବଧିକୁ ବାଛିପାରିବେ । ଆପଣଙ୍କର ଜମା ଉପରେ ସୁନିଶ୍ଚିତ ରିଟର୍ଣ୍ଣ ପାଇପାରିବେ । ସଂଚୟକୁ ସହଜରେ ବୃଦ୍ଧି କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ବଜାଜ ଫାଇନାନ୍ସ ଅନଲାଇନ ଏଫଡି ଉପଯୁକ୍ତ । ଏହି ଏଫଡିରେ ଆପଣ କଂଟାକ୍ଟଲେସ ଅନଲାଇନ ପ୍ରକ୍ରିୟାରେ ଘରେ ଆରାମରେ ରହି ନିବେଶ କରିପାରିବେ । ଆପଣ ମଧ୍ୟ ଏଫଡି ଇଂଟ୍ରେଷ୍ଟ ରେଟସ୍ କାଲକୁଲେଟର ବ୍ୟବହାର କରିପାରିବେ ଯାହାକି ବଜାଜ ଫିନସର୍ଭ ୱେବସାଇଟରେ ଆପଣଙ୍କର ନିବେଶର ପ୍ଲାନିଂ ପାଇଁ ଉପଲବ୍ଧ ରହିଛି ।

ଏହି ଏଫଡି ସହାୟତାରେ ଆପଣ ମାସିକ, ତ୍ରୟୋମାସିକ, ଅର୍ଦ୍ଧବାର୍ଷିକ ବା ବାର୍ଷିକ ସୁଧ ଲାଭର ନମନୀୟତା ହାସଲ କରିପାରିବେ । ଏହି ବ୍ୟବସ୍ଥା ବିଶେଷ କରି ବରିଷ୍ଠ ନାଗରିକଙ୍କ ପାଇଁ ଉପଯୋଗୀ ଯେଉଁମାନେ ସଂଚୟରୁ ମାସିକ ଆୟର ଆଶା ରଖିଥାନ୍ତି । ଏହା ଏକ ଉଦ୍ୟୋଗରେ ପ୍ରଥମ ମାସିକ ସଂଚୟ ପ୍ଲାନ ଯାହାଦ୍ୱାରା ଆପଣ ସର୍ବନିମ୍ନ ମାସିକ ସଂଚୟ ଟ.୫୦୦୦ ସହିତ ଆପଣଙ୍କର ସଂଚୟକୁ ବୃଦ୍ଧି କରିପାରିବେ । ଆପଣ ମାସିକ ଭିତିରେ କିମ୍ବା ସମସ୍ତ ରିଟର୍ଣ୍ଣକୁ ଗୋଟିଏ ଦିନରେ ପାଇବାକୁ ବାଛିପାରିବେ । ବଜାଜ ଫାଇନାନ୍ସ ଅନଲାଇନ ଏଫଡିରେ ନିବେଶ କରିବା ସମୟରେ, ଆପଣ ସୁନିଶ୍ଚିତ ରିଟର୍ଣ୍ଣର ଆଶ୍ୱାସନା ପାଇଥାନ୍ତି କାରଣ ଏହି ଏଫଡିରେ ରହିଛି କ୍ରିଜିଲର ଏଫଏଏଏ ଓ ଆଇସିଆରଏ ର ଏମଏଏଏ ର ସର୍ବାଧିକ ରେଟିଂ । ଯଦି ଆପଣ ଦୀର୍ଘକାଳୀନ ଲକ୍ଷ ରଖିଥାନ୍ତି ତେବେ ଆପଣ ନିଜର ଜମାକୁ ନବୀକରଣ କରିପାରିବେ ଓ ଅତିରିକ୍ତ ୦.୧୦% ହାରର ଲାଭ ଉଠାଇ ପାରିବେ ।

 

 

powered by social2s

ବଜାଜ ଫାଇନାନ୍ସ ଏଫଡିରେ ନିବେଶ କରି ପାଆନ୍ତୁ ୭.୨୫% ପର୍ଯ୍ୟନ୍ତର ଆକର୍ଷଣୀୟ ସୁଧହାର

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
14 April 2021
 
ଭୁବନେଶ୍ୱର: ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ନେତୃତ୍ୱାଧିନ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଗଠିତ ମନେଟାରୀ ପଲିସି କମିଟି ପକ୍ଷରୁ ଚଳିତ ଏପ୍ରିଲ ୭ ତାରିଖରେ ରେପୋ ରେଟକୁ ଅପରିବର୍ତିତ ରଖିବାର ନିଷ୍ପତି ନିଆଯାଇଛି । ସରକାରୀ ସିକ୍ୟୋରିଟୀ ମାର୍କେଟ ଓ ଆର୍ଥିକ ପ୍ରଣାଳୀରେ ଲିକ୍ୟୁଡିଟି ବୃଦ୍ଧି କରିବା ପାଇଁ ମଧ୍ୟ ଅନେକ ପଦକ୍ଷେପର ଘୋଷଣା କରାଯାଇଛି । ରେପୋ ରେଟ ହ୍ରାସ ଓ ବଜାରରେ ଲିକ୍ୟୁଡିଟି ହ୍ରାସ ହେବା ଦ୍ୱାରା ମାର୍କେଟ, ବ୍ୟାଙ୍କ ଓ ଅଣବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀଗୁଡ଼ିକ ସେମାନଙ୍କର ଋଣ ପ୍ରଦାନ ଓ ଫିକ୍ସ ଡିପୋଜିଟ ହାରକୁ ହ୍ରାସ କରିଥାନ୍ତି । ତେବେ ଏକ ଆକର୍ଷଣୀୟ ଫିକ୍ସ ଡିପୋଜିଟ (ଏଫଡି) ମାଧ୍ୟମରେ ନିଜ ସଂଚୟକୁ ବୃଦ୍ଧି କରିବାକୁ ଚାହୁଁଥିବା ନିବେଶକମାନଙ୍କ ପାଇଁ ଏହା ହେଉଛି ଏକ ଉପଯୁକ୍ତ ସମୟ ଏବଂ ଏଥିପାଇଁ ସେମାନେ ବଜାଜ ଫାଇନାନ୍ସ ଅନ୍‌ଲାଇନ୍ ଏଫଡିରେ ନିବେଶ କରିପାରିବେ ଏବଂ ୭.୨୫% ପର୍ଯ୍ୟନ୍ତର ଆକର୍ଷଣୀୟ ସୁଧ ହାର ପାଇପାରିବେ ।
ଅଣ ବରିଷ୍ଠ ନାଗରୀକମାନେ ଅଫ୍‌ଲାଇନ ମାଧ୍ୟମରେ ବଜାଜ ଫାଇନାନ୍ସ ଏଫଡିରେ ନିବେଶ କରି ୭% ପର୍ଯ୍ୟନ୍ତ ସୁଧ ପାଇପାରିବେ, ଯେବେକି ଅନ୍‌ଲାଇନ ଏଫଡିରେ ନିବେଶ କରି ସେମାନେ ୭.୧୦% ପର୍ଯ୍ୟନ୍ତ ରିଟର୍ଣ୍ଣ ପାଇପାରିବେ । ବରିଷ୍ଠ ନାଗରିକଙ୍କ ପାଇଁ ଏହି ସୁଧ ହାର ୭.୨୫% ରହିଛି, ଯଦ୍ୱାରା ସେମାନଙ୍କର ସଂଚୟର ଦ୍ରୁତ ଅଭିବୃଦ୍ଧି ହୋଇଥାଏ । ବଜାଜ ଫାଇନାନ୍ସ ଏଫଡିକୁ କ୍ରିଜିଲ ଦ୍ୱାରା ଏଫଏଏ ରେଟିଂ ଓ ଆଇସିଆରଏ ଦ୍ୱାରା ଏମଏଏ ରେଟିଂ ପ୍ରଦାନ କରାଯାଇଛି, ଯାହାକି ସର୍ବାଧିକ ସୁରକ୍ଷା ପ୍ରଦାନ କରୁଛି । ଏଥିରେ ଡିଫଲ୍ଟର ଆଶଙ୍କା ମଧ୍ୟ ସର୍ବନିମ୍ନ ରହିଛି । ବଜାଜ ଫାଇନାନ୍ସ ଏଣ୍ଡ-ଟୁ-ଏଣ୍ଡ ଅନ୍‌ଲାଇନ୍ ପେପରଲେସ ପ୍ରକିୟା ସୁବିଧା ପ୍ରଦାନ କରେ, ଯାହାଦ୍ୱାରା ନିବେଶକମାନେ ଘରେ ରହି ମଧ୍ୟ ନିବେଶ କରିପାରିବେ । ଜଣେ ଏଥିପାଇଁ ସହଜ ଏଫଡି ଇଂଟରେଷ୍ଟ କାଲକୁଲେଟର ଦେଖିପାରିବେ ଓ ନମନୀୟ ଅବଧି ଏବଂ ପଇଠ ବିକଳ୍ପକୁ ବାଛି ପାରିବେ ତଥା ନିଜର ପୁଞ୍ଜି ବୃଦ୍ଧି କରିପାରିବେ ।
ବର୍ତମାନ ବଜାର ପରିସ୍ଥିତି ଅନୁଯାୟୀ ଫିକ୍ସଡ ଆୟ ଯୋଜନାକୁ ଚୟନ କରାଯିବା ଆବଶ୍ୟକ । ଏହାଦ୍ୱାରା ନିଜର ସଂଚୟକୁ ସୁରକ୍ଷିତ କରାଯାଇପାରିବ । ନିବେଶକ ଲାଡରିଂ ଜମାର ସୁବିଧା ନେଇପାରିବେ, ଯେଉଁଥିରେ ସମସ୍ତ ପାଣ୍ଠିକୁ ଏକାଥରରେ ଜମା କରିବାର ଆବଶ୍ୟକତା ନାହିଁ । ଅନ୍ୟ ପକ୍ଷରେ ଯଦି ଜରୁରୀକାଳୀନ ପାଣ୍ଠିର ଆବଶ୍ୟକ ହୁଏ ତେବେ ଜଣେ ଏଫଡି ବିପକ୍ଷରେ ଋଣ ଗ୍ରହଣ କରିପାରିବେ ।
 
 
 
 
 
powered by social2s

ଆଜିଠୁ ଭୁବନେଶ୍ୱରରେ ଆରମ୍ଭ ହେବ ଇଣ୍ଡିଆ ଇଣ୍ଟରନ୍ୟାସନାଲ ମେଗା ଟ୍ରେଡ଼ ଫେୟାର

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
19 February 2021

 

 

ଭୁବନେଶ୍ୱର: ପ୍ରତିବର୍ଷ ଭଳି କ୍ରେଡାଇ, ଉତ୍କଳ ଚେମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି, ବେଙ୍ଗଲ ଚେମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି,ଓ ଜି.ଏସ.ମାର୍କେଟିଙ୍ଗ ଆସୋସିଏସନ ର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ଜନତା ମୈଦାନ ଠାରେ ହୋମ ଆଣ୍ଡ ଡେକୋର ଏବଂ ୧୭ ତମ ଇଣ୍ଡିଆ ଇଣ୍ଟରନ୍ୟାସନାଲ ମେଗା ଟ୍ରେଡ଼ ଫେୟାର ଆୟୋଜନ କରା ଯାଇଛି।ଚଳିତ ବର୍ଷ ଏହି ମେଗା ଟ୍ରେଡ଼ ଫେୟାର କୁ UCCI ସହଯୋଗୀତାରେ ଆୟୋଜନ କରାଯାଇଛି ଏବଂ ଏଥିରେ ସହଯୋଗିତା କରୁଥିବା ଦେଶ ମାନେ ହେଲେ ବାଂଲାଦେଶ, ଆଫଗାନିସ୍ତାନ,ଓ ଇରାନ।ମୁଖ୍ୟତଃ ଓଡିଶା ଏହାର ଆୟୋଜକ ହୋଇଥିବା ବେଳେ ବିହାର ଆୟୋଜନରେ ସହଯୋଗ କରୁଛି।କ୍ରେଡାଇ ଭୁବନେଶ୍ୱର ପ୍ରାୟୋଜିତ ହୋମ ଆଣ୍ଡ ଡେକୋର ପ୍ରଦର୍ଶନୀରେ ବିଭିନ୍ନ ରିଅଲ ଇଷ୍ଟେଟ ଡେଭଲପର୍ସ ମାନେ ସେମାନଙ୍କର ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶନ କରିବା ସହ ବ୍ୟାଙ୍କ ସମୂହ ଏହି ପ୍ରଦର୍ଶନୀରେ ଭାଗ ନେବେ।ଚଳିତ ବର୍ଷ ଏହି ବୃହତ ମେଳା ରେ ସମୁଦାୟ ୯ ଟି ଦେଶର ୨୫୦ଟି ଷ୍ଟଲ ରହିବ।ଅଂଶ ଗ୍ରହଣ କରିଥିବା ଦେଶ ମାନେ ହେଲେ ଆଫଗାନିସ୍ତାନ,ବାଂଗଲାଦେଶ, ଦୁବାଇ,ଇରାନ,ମାଲେସିଆ,ଲେବାନନ,ଟୁନିସିଆ, ଥାଇଲାଣ୍ଡ ଓ ଭାରତ।ଏଠାରେ ଉଲ୍ଲେଖଯୋଗ୍ୟ ଯେ,ଭାରତର ୧୯ ଟି ରାଜ୍ୟ ଏହି ବୃହତ ମେଳାରେ ଅଂଶ ଗ୍ରହଣ କରୁଛନ୍ତି।ଏହି ରାଜ୍ୟ ଗୁଡିକ ହେଲା,ବିହାର, ଝାଡ଼ଖଣ୍ଡ,ତାମିଲନାଡୁ, ତେଲେଙ୍ଗାନା ,ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ,ଉତ୍ତରପ୍ରଦେଶ ,ରାଜସ୍ତାନ, ଦିଲ୍ଲୀ, ମହାରାଷ୍ଟ୍ର ,ଉତ୍ତରାଖଣ୍ଡ ,କର୍ଣ୍ଣାଟକ ,ପଞ୍ଜାବ ,ହରିୟାଣା ,ଆସାମ ,ଗୁଜୁରାଟ, ଆନ୍ଧ୍ରପ୍ରଦେଶ, ଜାମ୍ମୁକାଶ୍ମୀର ଓ ଓଡିଶା। ଏହି ବୃହତ ମେଳା ଟି ଆସନ୍ତା ୧୯ ଫେବୃୟାରୀ ରୁ ଆରମ୍ଭ ହୋଇ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଚାଲିବ।

 

ମେଳାର ପ୍ରବେଶ ଶୁଳ୍କ ୩୦ ଟଙ୍କା ରହିଥିବା ବେଳେ ମେଳାରେ ସାଧାରଣ ଘରକରଣା ଉପକରଣ ଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ସ୍ତରର ବିଭିନ୍ନ ପ୍ରକାର ଉପକରଣ ଉପଲବ୍ଧ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଅୟୋଜକ ମନେ ସୂଚନା ଦେଇଛନ୍ତି।

 

 

powered by social2s

ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

Details
Odia Ray Admin
Events
09 December 2020

 

ସମ୍ବଲପୁର (୦୯/୧୨) : ଇକୋ ରିଟ୍ରିଟ ର ଦ୍ୱିତୀୟ ସଂସ୍କରଣ ଓଡିଶାର ପାଞ୍ଚଟି ସ୍ଥାନରେ ଆରମ୍ଭ |

 

ହୀରାକୁଦ ଠାରେ ଉଦଘାଟିତ ହୋଇଯାଇଛି ଇକୋ ରିଟ୍ରିଟ  - ୨୦୨୦ ।  ହୀରାକୁଦକୁ ରାଜ୍ୟ ତଥା ରାଜ୍ୟ ବାହାର ପର୍ଯ୍ୟଟକମାନଙ୍କୁ ଆକୄଷ୍ଠ କରିବା ପାଇଁ ପ୍ରଥମଥର ପାଇଁ ଏହା ଆୟୋଜିତ ହେଉଛି । ଏହି ଇକୋ ରିଟ୍ରିଟ ହିରାକୁଦରେ ଆସନ୍ତା ପେବୄୟାରୀ ୨୮ ତାରିଖ ଯାଏ ଚାଲିବ । 

 

ଆଜି ଦିନ ପ୍ରାୟ ସାଢେ ୧୧ଟାରେ ରାଜ୍ୟ ପର୍ଯ୍ୟଟନ ନିଗମର (OTDC) ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ସ୍ଥାନୀୟ ଜନପ୍ରତିନିଧିମାନଙ୍କ ଉପସ୍ଥିତରେ ଫିତାକାଟି ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଢାଖୋଲ ବିଧାୟକ ରୋହିତ ପୁଜାରୀ, କୁଚିଣ୍ଡା ବିଧାୟକ କିଶୋର ନାଏକ, ରେଙ୍ଗାଲୀ ବିଧାୟକ ନାଉରି ନାଏକ, ଆରଡିସି ନିରଞ୍ଜନ ସାହୁଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ପ୍ରାରମ୍ଭିକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଭିଡ଼ିଓ ବାର୍ତ୍ତା ଦେଇ ହୀରାକୁଦ ଇକୋ ରିଟ୍ରିଟର ସଫଳତା କାମନା କରିବା ସହ ହୀରାକୁଦ ଇକୋ ରିଟ୍ରିଟ ପଶ୍ଚିମ ଓଡ଼ିଶାରେ ପର୍ଯ୍ୟଟକଙ୍କୁ ଆକୄଷ୍ଠ କରିବାରେ ବଡ ଭୂମିକା ରହିବ ବୋଲି କହିଥିଲେ ।

 

powered by social2s

ବଜାଜ ଫାଇନାନ୍ସ ସହିତ ଆପଣଙ୍କର ସଞ୍ଚୟ ସୁରକ୍ଷିତ ରହିବାର ୫ଟି କାରଣ

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
07 March 2021
 

ଭୁବନେଶ୍ୱର : “ଏକ ଟଙ୍କା ସଞ୍ଚୟର ଅର୍ଥ ଏକ ଟଙ୍କା ଆୟ ” । ସେ ବରିଷ୍ଠ ନାଗରିକ ହୁଅନ୍ତୁ ବା ପ୍ରଥମ ଚାକିରୀ ଆରମ୍ଭ କରୁଥିବା କଲେଜ ଛାତ୍ର ହୁଅନ୍ତୁ ପ୍ରାୟତଃ ସମସ୍ତେ ଉପରୋକ୍ତ କଥାକୁ କେବେ ନା କେବେ ତାଙ୍କର ଜୀବନରେ ଶୁଣିଥିବେ । ଜୀବନର ବିଭିନ୍ନ ନିବେଶ ଲକ୍ଷ୍ୟ ସତ୍ତ୍ୱେ, ଅଧିକାଂଶ ବ୍ୟକ୍ତି ତାଙ୍କର ସଞ୍ଚୟ ଉପରେ ଆକର୍ଷଣୀୟ ରିଟର୍ଣ୍ଣ ଓ ସୁରକ୍ଷା ଚାହିଁଥାନ୍ତି । ଏହା ହିଁ ବଜାଜ ଫାଇନାନ୍ସ ଫିକ୍ସଡ ଡିପୋଜିଟ ପ୍ରଦାନ କରିଥାଏ ଯେଉଁଥିରେ ଆକର୍ଷଣୀ ସୁଧା ହାର ସହିତ ଜମାର ସୁରକ୍ଷା ମଧ୍ୟ ରହିଛି । 

ବଜାଜ ଫାଇନାନ୍ସ ଏଫଡି ସହିତ ୭.୨୫ % ପର୍ଯ୍ୟନ୍ତ ଆଶ୍ୱସ୍ତି ରିଟର୍ଣ୍ଣ ପାଆନ୍ତୁ 

ନିକଟରେ ଆରବିଆଇ ଦ୍ୱାରା ବଜାରରେ ଲିକ୍ୟୁଡିଟିକୁ ବୃଦ୍ଧି କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି, ରେପୋ ରେଟକୁ ଗତ ବର୍ଷ ଅନେକ ଥର ହ୍ରାସ କରାଯାଇଛି । ଏହା ଦ୍ୱାରା ଅଧିକାଂଶ ଫାଇନାନ୍ସକାରୀମାନଙ୍କ ଦ୍ୱାରା ଏଫଡି ସୁଧ ହାରରେ ହ୍ରାସ ହୋଇଛି । ଏହି କାରଣରୁ ବର୍ତ୍ତମାନ ଏଫଡି ହାର ମାତ୍ର ୪ରୁ ୬ ପ୍ରତିଶତ ରହିଛି । ବର୍ତ୍ତମାନ ବଜାର ଅବସ୍ଥାକୁ ତୁଳନା କଲେ ବଜାଜ ଫାଇନାନ୍ସ ଏଫଡି ସର୍ବାଧିକ (ଏଫଡି ସୁଧ ହାର ) ୭.୨୫ ପ୍ରତିଶତ ପର୍ଯ୍ୟନ୍ତ ପ୍ରଦାନ କରୁଛି ଯାହାକି ବଜାରରେ ପ୍ରାୟତଃ ସର୍ବାଧିକ ଅଟେ ।

ଅଣ ବରିଷ୍ଠ ନାଗରିକମାନେ ୭ ପ୍ରତିଶତ ସୁଧ ହାରରେ ଲାଭ ଉଠାଇ ପାରିବେ ଯେଉଁଥିରେ ବଜାଜ ଫିନସର୍ଭ ୱେବସାଇଟ ଜରିଆରେ ଅନଲାଇନରେ ନିବେଶ କ୍ଷେତ୍ରରେ ୦.୧୦ପ୍ରତିଶତର ଅତିରିକ୍ତ ସୁବିଧା ରହିଛି । ବରିଷ୍ଠ ନାଗରିକମାନେ ନିବେଶର ମାଧ୍ୟମ ନିର୍ବିଶେଷରେ ୭.୨୫ ପ୍ରତିଶତର ଆଶ୍ୱସ୍ତ ରିଟର୍ଣ୍ଣ ସହିତ ତାଙ୍କର ସଞ୍ଚୟକୁ ବୃଦ୍ଧି କରିପାରିବେ ।

ଏହି ଆକର୍ଷଣୀୟ ଏଫଡି ହାର ସହିତ ଆପଣ ଆପଣଙ୍କର ଜୀବନର ଆର୍ଥିକ ଲକ୍ଷ୍ୟକୁ ପୂରଣ କରିପାରିବେ, ତଥା ନିଜକୁ ସୁରକ୍ଷିତ ରଖିପାରିବେ । ଏଠାରେ ୫ଟି କାରଣ ପ୍ରଦାନ କରାଯାଇଛି ଯାହାକି ବର୍ତ୍ତମାନ ସମୟରେ ବଜାଜ ଫାଇନାନ୍ସ ଅନଲାଇନ ଏଫଡିକୁ ଏକ ନିରାପଦ ନିବେଶ ବିକଳ୍ପ ଭାବରେ ଉପସ୍ଥାପିତ କରିଥାଏ । 

୧. ସର୍ବାଧିକ ନିରାପତ୍ତା ରେଟିଂ : ବଜାଜ ଫାଇନାନ୍ସ ଏଫଡିର ସର୍ବାଧିକ ନିରାପତ୍ତା ରେଟିଂ ଏଫଏଏଏ କ୍ରିଜିଲ ଦ୍ୱାରା ଏମଏଏଏ ରେଟିଂ ଆଇସିଆରଏ ଦ୍ୱାରା ପ୍ରଦାନ କରାଯାଇଛି ଯାହା ସୁନିଶ୍ଚିତ କରିଥାଏ ଯେ, ଆପଣଙ୍କର ସଞ୍ଚୟ ନରାପଦ ଭାବରେ ବୃଦ୍ଧି ହୋଇଥାଏ ।

୨. ଗ୍ରାହକଙ୍କ ବିଶ୍ୱାସ : ୨,୫୦,୦୦୦ରୁ ଅଧିକ ଏଫଡି ଗ୍ରାହକଙ୍କର ବିଶ୍ୱାସ ଏହା ପ୍ରମାଣ କରିଥାଏ ଯେ ଆପଣଙ୍କର ଜମା ବଜାଜ ଫାଇନାନ୍ସ ଏଫଡି ସହିତ ସର୍ବଦା ସୁରକ୍ଷିତ ରହିଛି ।

୩. ଆକର୍ଷଣୀୟ ଡିପୋଜିଟ ବୁକ : ବଜାଜ ଫାଇନାନ୍ସର ଟଙ୍କା ୨୩, ୦୦୦ କୋଟିର ଆକର୍ଷଣୀୟ ଜମା ବହି ରହିଛି ପୁନଶ୍ଚ ଗ୍ରାହକଙ୍କ ବିଶ୍ୱାସକୁ ଦର୍ଶାଇଥାଏ ।

୪. ୦ ଅଣଦାବୀକୃତ ଜମା : ଏକମାତ୍ର ଏନବିଏଫସି ଯାହାଙ୍କର  ୦ ଅଣଦାବୀକୃତ ଜମା ରହିଛି, ବଜାଜ ଫାଇନାନ୍ସ ଡିଫଲଟ-ମୁକ୍ତ ଅନୁଭବ ପ୍ରଦାନ କରିବା ସହିତ ସମୟ ଅନୁସାରେ ପେମେଣ୍ଟ କରିଥାଏ । 

୫. କମ୍ପାନୀର ଦୃଢ ପରିଚୟ : କୌଣସି ଏଫଡିରେ ନିବେଶ କରିବା ପୂର୍ବରୁ, ପ୍ରଥମେ କମ୍ପାନୀର ମାନକକୁ ଆକଳନ କରିବା ଆବଶ୍ୟକ ଓ ଏହାର କାର୍ଯ୍ୟକାରୀତା ବିଷୟରେ ବୁଝିନେବା ଉଚିତ ।

 

ଜାନୁଆରୀ ୨୦୨୧ରେ ପ୍ରକାଶିତ ତ୍ରୟମାସିକ ଫଳାଫଳ ଏହା ଦର୍ଶାଇଥାଏ ଯେ, ଏହାର ନେଟ ଲାଭରେ ବର୍ଷ ପରେ ବର୍ଷ ୧୫ ପ୍ରତିଶତର ସମନ୍ୱିତ ବୃଦ୍ଧି ଦେଖା ଦେଇଛି । ଉତ୍କୃଷ୍ଠ ଲାଭ, ବିକାଶ, ସମ୍ପତ୍ତିର ମାନ ଓ କ୍ୟାପିଟାଲ ଆଡିକ୍ୱେସି ଅନୁପାତ ସହିତ ଆପଣ ଆପଣଙ୍କର ଜମାର ସର୍ବାଧିକ ସୁରକ୍ଷାକୁ ସୁନିଶ୍ଚିତ କରିପାରିବେ ଯେତେବେଳେ ଆପଣ ଏହାକୁ ବଜାଜ ଫାଇନାନ୍ସ ଏଫଡି ସହିତ କରୁଛନ୍ତି ।

 

ଆପଣଙ୍କ ଜମା ଉପରେ ସର୍ବାଧିକ ସୁରକ୍ଷା ସହିତ, ବଜାଜ ଫାଇନାନ୍ସ ମଧ୍ୟ ଆପଣଙ୍କୁ ଆପଣଙ୍କର ଘରେ ରହି ବଜାଜ ଫାଇନାନ୍ସ ଅନଲାଇନ ଏଫଡି ମାଧ୍ୟମରେ ନିବେଶ କରିବାର ସୁଯୋଗ ପ୍ରଦାନ କରୁଛି । ଆପଣ ୧୨ ମାସରୁ ୬୦ ମାସ ପର୍ଯ୍ୟନ୍ତ ଅବଧିକୁ ବାଛି ପାରିବେ ଓ ନିବେଶ କରିବା ପୂର୍ବରୁ ଆପଣଙ୍କର ରିଟର୍ଣ୍ଣ ବିଷୟରେ ଏଫଡି ରିଟର୍ଣ୍ଣ କାଲକୁଲେଟର ଜରିଆରେ ମଧ୍ୟ ଜାଣିପାରିବେ ।

ଏହା ସହିତ ଯେଉଁମାନେ ମାସିକ ଭାବରେ ସଞ୍ଚୟକୁ ବୃଦ୍ଧି କରିବାକୁ ଚାହୁଁଛନ୍ତି, ବଜାଜ ଫାଇନାନ୍ସ ସିଷ୍ଟେମାଟିକ ଡିପୋଜିଟ ପ୍ଲାନର ବିକଳ୍ପ ମଧ୍ୟ ପ୍ରଦାନ କରୁଛି । ଏହା ଉଦ୍ୟୋଗରେ ପ୍ରଥମ ସଞ୍ଚୟ ପ୍ଲାନ ଯାହାକି ଆପଣଙ୍କର ସଞ୍ଚୟକୁ ବ୍ୟାପକ ଭାବରେ ବୃଦ୍ଧି କରିଥାଏ ଯାହାକି ମାସିକ ଟ ୫୦୦୦ର ଜମାରୁ ଆରମ୍ଭ ।

ମାର୍କେଟ ଭୋଲାଟିଲିଟିରେ ବୃଦ୍ଧି ହେବା ସହିତ ବିଭିନ୍ନ ଆର୍ଥିକ ଲକ୍ଷ୍ୟ ପାଇଁ ଅର୍ଥ ସୃଷ୍ଟି କରିବା ଉଦ୍ଦେଶ୍ୟରେ, ବଜାଜ ଫାଇନାନ୍ସ ଅନଲାଇନ ଏଫଡି ହେଉଛି ଏକ ଉତ୍କୃଷ୍ଟ ନିବେଶ ମାଧ୍ୟମ । ବଜାଜ ଫାଇନାନ୍ସ ଅନଲାଇନ ଏଫଡି ସହିତ ଏକ ସ୍ମାର୍ଟ ପସନ୍ଦ କରନ୍ତୁ ଓ ଆପଣଙ୍କର ସଞ୍ଚୟକୁ ନିରାପଦ ଭାବରେ ବୃଦ୍ଧି କରନ୍ତୁ ।

   

 

 

 

powered by social2s

ଶ୍ରୀ ଜଗନ୍ନାଥଙ୍କ ପ୍ରଚାର ଓ ପ୍ରସାର ବିଷୟରେ ଆଲୋଚନାଚକ୍ର

Details
Odia Ray Admin
ଧର୍ମ ଆଧ୍ୟତ୍ମିକା
07 December 2020
ଭୁବନେଶ୍ୱର(୦୭/୧୨/୨୦୨୦): ବ୍ୟାସକବି ଫକୀରମୋହନ ଭବନ ନୟାପଲ୍ଲୀ ଭୁବନେଶ୍ୱର ଠାରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ଶ୍ରୀ ଜଗନ୍ନାଥ ଚେତନା କେନ୍ଦ୍ରର ଭାଇ ମାନଙ୍କ ସହିତ କିଛି ମୁହୂର୍ତ୍ତ ଶ୍ରୀ ଜଗନ୍ନାଥ ପ୍ରଚାର ଓ ପ୍ରସାର ବିଷୟରେ ଆଲୋଚନା କରାଯାଇ ଥିଲା। 
 
ଏହି ବୈଠକ ରେ ପ୍ରଥମେ ପ୍ରତିଷ୍ଠାତା ଶ୍ରୀ ଗୋପୀନାଥ ମହାନ୍ତି ଙ୍କୁ ସମ୍ବର୍ଦ୍ଧିତ କରାଯାଇ ୧୮ ଟି ଚେତନା କେନ୍ଦ୍ର ର ପ୍ରତିନିଧି ମାନଙ୍କୁ ସଭାପତି ପ୍ରଭାତ କୁମାର ନନ୍ଦ  ସମ୍ବର୍ଦ୍ଧିତ କରିଥିଲେ ଓ ଅନୁଷ୍ଠାନ କୁ ଚଳାଇବାକୁ ସହଯୋଗ କାମନା କରି ମହାପ୍ରଭୁ ଜଗନ୍ନାଥ ଙ୍କ କାର୍ଯୟକ୍ରମଗୁଡ଼ିକ ମିଳିମିଶି କରିବାକୁ ପରାମର୍ଶ ଦେଇଥିଲେ,ବିଗତ ଦିନରେ ଘଟି ଯାଇଥିବା ସମସ୍ତ ଘଟଣା ବିଷୟରେ ସମ୍ପାଦକ ନାରାୟଣ ମହାପାତ୍ର ସମସ୍ତ ଙ୍କୁ ଅବଗତ କରାଇଥିଲେ। 
 
ପୁର୍ବତନ ପ୍ରତିଷ୍ଠାତା ସଭାପତି ଶ୍ରୀ ଜଗନ୍ନାଥ ଙ୍କ ପ୍ରତି ସମର୍ପିତ ହୋଇ କାମ କରିବାକୁ ପରାମର୍ଶ ଦେଇଥିଲେ। 
 
ତତ୍ ପରେ ପରିଷଦର ସଦସ୍ୟ ମାନେ ଭଜନ ପରିବେଷଣ କରିଥିଲେ, ଆଜିର କାର୍ଯ୍ୟକ୍ରମ କୁ ପ୍ରଶାନ୍ତ ବେହେରା, ଦାମୋଦର ସେନାପତି, ପ୍ରତିମା ପଣ୍ଡା, ମଧୁସ୍ମିତା ଦାସ, ଅନାମିକା ସ୍ୱାଇଁ, ତନୁଶ୍ରୀ ଜେନା,ମଞ୍ଜୁଶ୍ରୀ ଜେନା, ଦିଲ୍ଲୀପ ମହାନ୍ତି, ଯୁଗ୍ମ ସମ୍ପାଦକ ଅଜୟ ହରିଚନ୍ଦନ, କୋଷାଧ୍ୟକ୍ଷ ଅଖିଳ କୁମାର ସାହୁ, ଉପସଭାପତି ଶ୍ରୀ ରବି ନାରାୟଣ ମହାପାତ୍ର, ଉପଦେଷ୍ଟା ରବିନାରାୟଣ ମିଶ୍ର, ବାଳକୃଷ୍ଣ ପଣ୍ଡା, ପ୍ରାଣକୃଷ୍ଣ ପଟନାୟକ, ଗିରିଜା ଶଙ୍କର ମହାପାତ୍ର,ମନୋରଞ୍ଜନ ମହାନ୍ତି, ମଳୟ ଜେନା, ଏ କାମେଶ୍ୱର ରାଓ, କୃଷ୍ଣ ଚନ୍ଦ୍ର ମହାପାତ୍ର, ଲଲିତ ମୋହନ ପଣ୍ଡା, ଅଚ୍ୟୁତ ପ୍ରସାଦ ବେହେରା, ଶ୍ରୀନିବାସ ରାଓ, ହେମନ୍ତ ମଲିଅ। ରାହୁଲ ପଲେଇ ପ୍ରକାଶ ନାୟକ ପ୍ରମୁଖ ପରିଚାଳନା କରିଥିଲେ, ପ୍ରବଚାକ ଶ୍ରୀ ଯୁକ୍ତ ଦାଶରଥି ସାମନ୍ତରାୟ ଙ୍କୁ ସଭାପତି ସମ୍ବର୍ଦ୍ଧିତ କରିଥିଲେ, ପ୍ରଵଚକ ଶ୍ରୀ ଦାଶରଥି ସାମନ୍ତରାୟ ମହାପ୍ରଭୁ, ବଳଭଦ୍ର ସୁଭଦ୍ରା, ଜଗନ୍ନାଥ ଙ୍କ ବିଷୟରେ ରୋଚକ ପୂର୍ଣ୍ଣ ତଥ୍ୟ ସମସ୍ତଙ୍କୁ ଅତି ସରଳ ଭାଷାରେ  କହି ଥିଲେ ଏହା ସମସ୍ତଙ୍କ ର ମନକୁ ଛୁଇଁ ଥିଲା, ଆଜିର କାର୍ଯ୍ୟକ୍ରମ କୁ ଚେତନା କେନ୍ଦ୍ର ର ଭାଇ ଓ ଗୁରୁଜନ ମାନେ ଆସି ଯୋଗ ଦେଇ ସଫଳ କରିଥିବାରୁ ସମ୍ପାଦକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। 
ମହାପ୍ରଭୁଙ୍କ ଆଳତି ରେ ସମସ୍ତେ ମିଳିମିଶି ସହଯୋଗ କରିଥିଲେ। ଶେଷରେ ମହାପ୍ରଭୁ ଜଗନ୍ନାଥ ଙ୍କ ମନ୍ଦିର ପୁରୀ ରୁ ଆସିଥିବା ମହାପ୍ରସାଦ ସମସ୍ତେ ସେବନ କରିଥିଲେ।
 
 
powered by social2s

Demystifying the Compliances under India’s newly enacted Privacy Law: The Digital Personal Data Protection Act, 2023

Details
Odia Ray Admin
Blog
28 February 2024

 

By Rohit Chakraborty..

 

 -Why is Data Protection the need of the hour?

  

It isn’t uncommon for an unsuspecting Indian to receive a phone call from “their bank” where they are asked to disclose sensitive financial information such as ATM PIN, Transaction OTPs or Credit Card CVVs. More often than not, the credibility of these “employees” are pretty convincing as they provide the victim with very particular personal details first, only to have them divulge sensitive personal data by the end of the call.

In a separate yet more frightening scenario, a law-abiding and tax-paying citizen might someday randomly discover that there are several bank accounts in their name which they had no knowledge of.

So how are the victims being targeted in these situations? The answer isn’t “crime” as much as it is “lack of regulation.”

Certainly, most of us have heard about the data breaches that occurred at Air India, BigBasket, Domino’s India and of course, the infamous AADHAR Data Leak case. Personal data of several million Indians were compromised and sold in each of these cases. However, these breaches are not the only source that fuels such cybercriminal activities. Due to the lack of a Data Protection framework so far, India has been a breeding ground for unscrupulous companies involved in illegal and unethical data sharing. The absence of a comprehensive data protection regulation and its enforcement thereto has incentivized quite a lot of companies to sell or share customer personal data without consent, oftentimes with bad actors.

To cure these evils existing in the Indian cyberspace, a robust data protection regulation was long overdue. With the objective to regulate data sharing in the cyberspace, India recently enacted its first formulated law on protection of personal data. In the digital era where personal data is slowly becoming equivalent to currency, the new law comes with an aim to strike a balance between individual privacy rights and the need for legitimate use of personal data.

So how does this law affect the average Indian business or organization?

Several compliances have been introduced through this legislation which shall apply on all businesses within India dealing with digitized personal data or non-digitized personal data that has been digitized subsequently. The compliance requirements outlined in this act may be broadly classified under 6 major headings. Depending upon the type of entity, the following may or shall apply.

1.Privacy Notice

2.Consent Management Framework

3.Responsibilities of a Data Fiduciary

4.Of Children’s Personal Data

5.Data Principal Rights

6.Significant Data Fiduciary

 

However, before moving ahead with the compliances, it is pertinent to understand the simplified definitions of a few key terminologies used within the act.

Data Fiduciary: A person or group of persons deciding the purpose and means of collecting and processing certain personal data. It is termed as “Data Controller” under the GDPR and most other privacy laws.

Data Principal: An individual to whom the personal data relates. It is equivalent to “Data Subject” as under the GDPR.

Significant Data Fiduciary: Businesses or organizations processing huge amounts of personal data.  The exact definition is yet to be notified.

Now that we have a grasp over the important definitions, we may proceed to explain the several compliances laid down within this Act. The checklist provided hereunder briefly illustrates the compliances in a nutshell.

Compliances Explained

Privacy Notice

A Privacy Notice (or Privacy Policy) is an intimation to be provided by the Data Fiduciary to the Data Principal, prior to collection of any Personal Data. As per Section 5(1) of the Act, it is mandatory for a Data Fiduciary to serve a Privacy Notice which must include:

  a.The categories of Personal Data being processed and the purpose for such processing

  b.The Rights guaranteed to Data Principals under the Act

  c.Manner in which a complaint can be made to the Data Protection Board of India

In the case of personal data already collected prior to the enactment of this Act (historical data), the law mandates refreshment of consent. In other words, upon commencement of the act, the Data Fiduciary shall, as soon as reasonable practicable, serve a Privacy Notice to all Data Principals pertaining to the personal data already collected. [Section 5(2)]

Furthermore, the Data Principal shall have the option to choose their preferred language for the notice between English and any of the 22 languages mentioned under the Eighth Schedule of the Constitution of India. [Section 5(3)]

The Privacy Notice so served shall transparently explain the processing activities taken up by the Data Fiduciary in clear and pellucid terms. As mandated under Section 6(1) of the Act, the acceptance of this notice shall only be considered legally valid when there is an affirmative action by the Data Principal in furtherance of such acceptance. This means pre-marked checkboxes and notices without an option to reject shall not be considered valid. Additionally, the Privacy Notice shall also provide the name and contact details of the Data Protection Officer, or any other representative in charge of Data Protection.

Consent Management Framework

A novel feature that has been introduced by the Indian legislation which had never been witnessed before within any other Privacy Law in the world is the requirement of a Consent Management Framework. The Act, under Section 6(7), mandates the appointment of a “Consent Manager” who shall be registered with the Data Protection Board, and is assigned the duty to overlook the consent management system within the organization.

Responsibilities of a Data Fiduciary

Certain technical and organizational responsibilities have been expected of all Data Fiduciaries within the legislation, as outlined hereunder:

Agreements with Processors: Data Processing Agreements (or Contracts) are to be executed with all Data Processors. [Section 8(2)]

Technical and Organizational Safeguards: The Act particularly mandates the implementation of reasonable technical and organisational measures, as per industry             standards. [Section 8(4)]

Security Safeguards: Data Fiduciaries are expected to employ reasonable security safeguards with the objective to prevent Data Breaches. [Section 8(5)]

Data Breach Response: In the case of a Data Breach, a notification (or Incident Report) is to be provided to the Data Protection Board within a reasonable timeframe. [Section 8(6)]

Storage & Purpose Limitation: The Act mandates the removal of data once the purpose for processing has already been fulfilled and there is no purpose for further storage. Usage of data beyond the purpose for which it was initially collected is commonly known as “function creep” and the same is unlawful under the DPDP Act, as well as, almost every other privacy legislation in the world. [Section 8(7)]

Data Minimization: The Data Fiduciary is allowed to collect only as much data as it needs to perform particular processing activities in a lawful manner. Sitting on excess     and superfluous data is an offence under the Act.

Appointment of DPO/Representative: The Data Fiduciary shall either appoint a Data Protection Officer (DPO) or a Representative to overlook the Data Protection practices of the organization. The information of such person shall be clearly communicated. [Section 8(9)]

Establishment of Grievance Redressal Mechanism: The Act further mandates the establishment of a Grievance Redressal Mechanism within the Data Fiduciary’s digital ecosystem in order to handle grievances from Data Principals. [Section 8(10)]

Cross-Border Data Flows: The Indian legislation has taken up a “blacklisting approach” for the purpose of Trans-Border Data Flows, as opposed to the “whitelisting approach” employed by the GDPR and other notable Privacy Laws. Thus, if a Data Fiduciary is sharing personal data with entities abroad, they shall be permitted to export such data to all jurisdictions, except the ones that have been blacklisted by the Indian Government.

Of Children’s Personal Data

The Act requires Data Fiduciaries engaged in the processing of children’s personal data to adhere to a few compliances. The age of consent for the purpose of this Act is yet to be notified by the Government. In order to process the Personal Data belonging to children or persons with disability, a Data Fiduciary, under Section 9(1) of the Act, is required to obtain verifiable consent of the parent or lawful guardian respectively, prior to engaging in such processing. One of the methods to comply to this clause may be the introduction of an age-verification system coupled with a system to obtain and verify parental consent. The Act prohibits the processing of personal data which is likely to cause harmful or detrimental effects to a child’s well-being. [Section 9(2)] Tracking of children and targeted advertisements directed towards children are also prohibited under Section 9(3) of this Act.

Data Principal Rights

The law upholds the digital rights of Data Principals and guarantees four major rights to all Data Principals within the territory of India. Accordingly, the Data Fiduciaries are expected by the law to respect these rights and comply as and when required. Neglecting the rights of Data Principals shall result into non-compliance and is a serious form of offence under the Act. The four major rights are explained in brief.

RIGHT TO ACCESS [SECTION 11]:

The Data Principals have been bestowed with the right to access their personal information held by a particular Data Fiduciary. The Data Principal shall be entitled to a summary of the information relating to them, the names and details of Data Processors with whom their information has been shared, and a description of the data shared. Additionally, the Government may further prescribe any other information that a Data Principal may be entitled to. The Data Fiduciary is expected to maintain a Data Map alongside a record of all processing activities (RoPA) to ascertain ease of locating personal data and comply with requests made under this section.

RIGHT TO CORRECTION AND ERASURE [SECTION 12]: Under this section, the Data Principals are guaranteed with the right to:

Correct inaccurate or misleading data

Complete incomplete data

Update personal data

Erasure of data (Right to be Forgotten)

RIGHT OF GRIEVANCE REDRESSAL [SECTION 13]: In order to ensure effective enforcement of this right, the Act has mandated the establishment of a Grievance Redressal Mechanism for each Data Fiduciary. A request can thereby be made either to the Consent Manager or to the Data Fiduciary through the Grievance Redressal System. It is to be noted that this section must be exhausted by a Data Principal prior to approaching the Data Protection Board. If and only if the resolution provided by the Data Fiduciary through its Grievance Redressal Model is insufficient or unacceptable, the Data Principal may make a complaint directly before the Data Protection Board of India.

RIGHT TO NOMINATE [SECTION 14]: The Data Principal can nominate another person to exercise their rights in the case of their death or incapacity (unsoundness of mind or infirmity of the body).

  Significant Data Fiduciary

The Government may from time to time declare some Data Fiduciaries as Significant Data Fiduciaries (SDF) through notification, under the ambit of this Section 10(1). While deciding whether a Data Fiduciary falls under this category or not, the following criteria shall be considered:

a.The volume and sensitivity of personal data being processed;

b.The risk associated to the rights of Data Principals due to such processing;

c.The potential impact on the sovereignty and integrity of India;

d.The risk to electoral democracy;

e.The security of the State;

f.Public Order

ADDITIONAL COMPLIANCES FOR SIGNIFICANT DATA FIDUCIARIES:

Mandatory appointment of Data Protection Officer: Significant Data Fiduciaries are mandatorily required to appoint a Data Protection Officer.

The DPO shall:

Be based in India;

Represent the organization before the Data Protection Board;

Be answerable to the Board of Directors or similar governing body of the Data Fiduciary;

Act as a point of contract for Grievance Redressal Mechanism

Appointment of Independent Data Auditor: The Significant Data Fiduciary must additionally appoint an independent data auditor to perform regular audits of the organizations’ data protection practices and operation security.

Other compliances: Certain other compliances, as listed below, are also mandated by the Act under Section 10(2):

The SDF is required to conduct periodic Data Protection Impact Assessments (DPIA).

In additional to the DPIAs, the SDF shall carry out periodic Data Audits.

Further measures may be notified by the Government in due course.

Get Compliant Today! The Data Protection Regime in India is changing rapidly. Even though most of the compliances have already been established through the Act itself, we can still easily expect the Government to notify further regulatory compliances through rules and by-laws. Almost every business which has an online presence today is processing some amount of data on a regular basis. Thus, regardless of their size and stature, they will be subjected to the compliances mentioned herein.

 

ABOUT THE AUTHOR: Rohit Chakraborty is a Partner at Advoke Law. An alumnus of the prestigious National Law Institute University, Bhopal, Rohit specializes in the areas of Data Protection, Intellectual Property Rights, eCommerce Laws and Consumer Protection. With an experience of more than 3 years in the tech-law space, he has rendered his services to numerous Start-Ups and SMEs across multiple jurisdictions worldwide.

powered by social2s

More Articles ...

  1. Gangnam Style Music Video 'Broke' YouTube View Limit
  2. Fifth Harmony Emancipate Their Inner Mimi In New Christmas Video
  3. Jennifer Lawrence Is Chasing Taylor Swift Up The iTunes Charts
Page 1760 of 1907
  • Start
  • Prev
  • 1755
  • 1756
  • 1757
  • 1758
  • 1759
  • 1760
  • 1761
  • 1762
  • 1763
  • 1764
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.