ମହିଳା ଓ ତାଙ୍କ ପୁଅ ଓଡିଶା ବିଧାନସଭା ବାହାରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି l
ଭୁବନେଶ୍ୱର (୨୮/୧୧/୨ଠ୨ଠ): ଶନିବାର ଦିନ ଓଡିଶା ବିଧାନସଭା ବାହାରେ ଜଣେ ମହିଳା ଏବଂ ତାଙ୍କ ପୁଅ ସେମାନଙ୍କ ଶରୀରରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।
ଭୁବନେଶ୍ୱର (୨୮/୧୧/୨ଠ୨ଠ): ଶନିବାର ଦିନ ଓଡିଶା ବିଧାନସଭା ବାହାରେ ଜଣେ ମହିଳା ଏବଂ ତାଙ୍କ ପୁଅ ସେମାନଙ୍କ ଶରୀରରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।
ଖଲ୍ଲିକୋଟ,୨୭/୧୧:ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କଇରାଶି ପଞ୍ଚାୟତରେ “ମୋ ଗାଁ ରେ ତହସିଲ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଭୁବନେଶ୍ୱର (୨୭/୧୧/୨ଠ୨ଠ): ଶୁକ୍ରବାର ଦିନ ବିଧାନସଭା ଆଗରେ ୩ ଜଣ ଚାଷୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି l
ଭୁବନେଶ୍ୱର: ଓଡିଶା ବିଧାନସଭାରେ ୨ଠ୨ଠ -୨୧ ଆର୍ଥିକ ବର୍ଷ ପାଇଁ ଓଡିଶା ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ୧୧,୨ଠଠ କୋଟି ଟଙ୍କାର ସପ୍ଲିମେଣ୍ଟାରୀ ବଜେଟ୍ ଉପସ୍ଥାପନ କରିଛନ୍ତି।
ପିପୁଲସ କଲ୍ଚରାଲ ସେଣ୍ଟର (ପିକକ) , ଇଣ୍ଡୋ ଜର୍ମାନ ଫୋକାଲ ପଏଣ୍ଟ, ଭୁବନେଶ୍ୱର ମହାନଗରନିଗମ, ଓଡିଶା ନିର୍ମାଣ ବୋର୍ଡ, ଆର.ଡି ଇଏସଆଇସି ଓ ଆର ପିଏଫସି ର ସହାୟତା ରେ ଠିକାଦାର ମାନଙ୍କ ପାଇଁ କୋଭିଡ଼ ପ୍ରତିରୋଧକମୂଳକ ବ୍ୟବସ୍ତା ଓ ସରକାରଙ୍କର ବିଭିନ୍ନ କଲ୍ୟାଣମୂଳକ ଯୋଜନା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଆଜି ରେଡ଼କ୍ରସ ଭବନ ଠାରେ ଆୟୋଜିତ ହୋଇଥିଲା I
ଭୁବନେଶ୍ୱର (25/11/2020): ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୁନ୍ଦରଗଡ ଜିଲ୍ଲାରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦାଖଲ କରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସଚିବ ରାଜେଶ ଭୂସାନଙ୍କୁ ଏକ ଚିଠି ଲେଖିଛନ୍ତି।
ନୂଆଦିଲ୍ଲୀ: ଦିଲ୍ଲୀ ସଂସଦ ଭବନ ପରିସରରେ ଜନଜାତିର ମହାନ ସ୍ୱାଧୀନତା ସଂଗ୍ରାମୀ ଭଗବାନ୍ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀ ଅବସରରେ ତାଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ୍, ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏବଂ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ପ୍ରମୁଖ ଏକତ୍ରିତ ହୋଇ ଫଟୋଚିତ୍ର ଓ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ଅର୍ପଣ କରିଛନ୍ତି।