• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
28
Sat, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Nov 28 2026

      କଟକ ଗୋଷ୍ଠୀ ସଂଘର୍ଷ; ୧୫ରୁ ଅଧିକ ଅଟକ

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

Reliance Jewels unveils majestic Thanjavur collection

Details
Odia Ray Admin
ଦେଶ / ବିଦେଶ
07 April 2023

Bhubaneswar (07/04/2023): Reliance Jewels, one of the most trusted jewellery brands of India, has launched an exquisite jewellery collection, Thanjavur, to mark the occasion of Akshay Tritiya. The collection draws inspiration from the artistic traditions of Thanjavur temples, the royal darbar halls of its palaces, the adorable Bommai dolls, and the majestic Poompuhar ships. It was launched at a special event in Shangri-La, Bangalore, which was attended by customers, media, and leading members of the fashion fraternity. Thanjavur offers an array of exquisite jewellery pieces that suit every occasion, from weddings to festive events. It includes stunning necklace sets, chokers, layered necklaces, bangles, bracelets, earrings, rings, waistbelts, maang tikkas, and ear chains; each crafted to exude elegance and sophistication. With its inspiration rooted in the glorious heritage of Thanjavur, the collection is a perfect blend of traditional art and contemporary designs, making it the perfect choice for the modern, fashion-conscious woman. A runway show illustrating the extensive range of gold and diamond jewellery pieces offered by Thanjavur was held at the launch event. The highlight of the event was Bollywood actress Jahnvi Kapoor walking the ramp wearing the showstopper piece – a diamond-studded necklace and earring collection inspired by temple mix designs, crafted in rose gold. The intricate workmanship and attention to detail in the design perfectly captured the essence of Thanjavur heritage. Click here to watch the Thanjavur Collection film: https://youtu.be/TnF3DPBOsN8> Speaking on the occasion, Sunil Nayak, CEO of Reliance Jewels, said, "We are proud to present our Thanjavur collection this Akshaya Tritiya across India. It captures the essence of the rich heritage of Thanjavur in Tamil Nadu. Our thematic jewellery collections are an ode to the diverse culture of our country, and we are happy to continue our legacy with the launch of season 7.0. Our customers have always appreciated our thematic collections, and we are confident that they will love this one too." Expressing her delight at the event, Jahnvi Kapoor said, "It was an absolute pleasure to be a part of the Thanjavur Collection launch by Reliance Jewels. The jewellery pieces are stunning and truly capture the essence of the Thanjavur's rich heritage. Tamil Nadu and its rich culture will always have a special place in my heart as it’s a part of my family roots and I am truly fascinated and extremely happy to be wearing this magnificent necklace set which was crafted with great attention to detail and exceptional workmanship, bringing out the glorious heritage of Thanjavur in multiple folds. It was a privilege to be associated with such a fantastic event that celebrates the diversity and beauty of Indian art and craftsmanship." The Thanjavur collection is available at all Reliance Jewels outlets across India. Reliance Jewels is offering up to 25% off on gold jewellery making and diamond jewellery invoices from 1-24 April 2023. Explore the Thanjavur collection Online on Reliance Jewels website: https://bit.ly/3znW2Iy

powered by social2s

କମିଲା କମର୍ସିଆଲ LPG ଦର

Details
Odia Ray Admin
ଦେଶ / ବିଦେଶ
01 April 2023

ନୂଆଦିଲ୍ଲୀ: ୧୯ କେଜି କମର୍ସିଆଲ ଏଲ୍‌ପିଜି ସିଲିଣ୍ଡର ଦର କମିଲା । ସିଲିଣ୍ଡର ପିଛା ଦର ୯୧ ଟଙ୍କା ୫୦ ପଇସା କମିଥିବା ସୂଚନା । ଦିଲ୍ଲୀରେ କମର୍ସିଆଲ ସିଲିଣ୍ଡର ଦର ଏବେ ୨୦୨୮ ଟଙ୍କା ରହିଛି । ଅନ୍ୟପଟେ ଘରୋଇ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇ ନଥିବା ସୂଚନା ।ଗତ ମାର୍ଚ୍ଚ ୧ ତାରିଖରେ, ୧୪.୨ କିଲୋ ଘରୋଇ ଏଲ୍‌ପିଜି ସିଲିଣ୍ଡର ଦର ୫୦ ଟଙ୍କା ବୃଦ୍ଧି ପାଇଥିବା ବେଳେ ୧୯ କିଲୋ କମର୍ସିଆଲ ସିଲିଣ୍ଡର ଦର ୩୫୦ ଟଙ୍କା ୫୦ ପଇସା ବଢ଼ିଥିଲା । ଦିଲ୍ଲୀରେ ୧୯ କିଲୋ କମର୍ସିଆଲ୍‌ ସିଲିଣ୍ଡର ୨,୧୧୯ ଟଙ୍କା ୫୦ ପଇସା ଥିବାବେଳେ ଘରୋଇ LPG ସିଲିଣ୍ଡର ଦର ବୃଦ୍ଧି ପାଇ ୧,୧୦୩ ଟଙ୍କା ହୋଇଥିଲା ।

powered by social2s

पर्यावरण और जलवायु स्थिरता कार्य समूह की दूसरी बैठक गांधीनगर में शुरू, जल प्रबंधन और जलवायु स्थिरता पर दिया जोर

Details
Odia Ray Admin
ଦେଶ / ବିଦେଶ
30 March 2023

गांधीनगर: दूसरी पर्यावरण और जलवायु स्थिरता कार्य समूह (ECSWG) की बैठक सोमवार से गुजरात की राजधानी गांधीनगर के महात्मा मंदिर में शुरू हुई। बैठक में G20 सदस्य देशों के 130 प्रतिनिधि, 11 आमंत्रित देशों और 14 अंतरराष्ट्रीय संगठनों ने हिस्सा लिया। यह बैठक G-20 के सदस्‍य देशों की ओर से जल संसाधन प्रबंधन की श्रेष्‍ठ पद्धतियों पर प्रस्‍तुतिकरण के साथ शुरू हुई। ECSWG बैठक 27-29 मार्च तक आयोजित की जाएगी। इससे पहले रविवार को अहमदाबाद हवाईअड्डे पर G-20 के प्रतिनिधियों का पारंपरिक रूप से स्वागत किया गया। बैठक के दौरान नमामि गंगे, जलवायु के अनुकूल अवसंरचना, सहभागितापूर्ण भूजल प्रबंधन, जल जीवन मिशन और स्वच्छ भारत मिशन जैसी प्रमुख पहलों पर विशेष प्रस्तुतियां भी दी गईं। बैठक में भूमि क्षरण को रोकने, पारिस्थितिकी तंत्र की बहाली में तेजी लाने और जैव विविधता को समृद्ध करने, संसाधन दक्षता और चक्रीय अर्थव्यवस्था को प्रोत्साहित करने और जलवायु के अनुकूल ब्लू इकोनॉमी को बढ़ावा देने जैसे विषयगत क्षेत्रों पर विचार विमर्श किया गया। इस दौरान इटली और चीन जैसे G20 सदस्य देशों ने जल प्रबंधन पर अपनी सर्वोत्तम कार्यों को साझा किया, जिसमें इटली ने सूखा प्रबंधन और चीन ने भूजल प्रबंधन पर अपनी विशेषज्ञता साझा की। ECSWG की बैठक के दौरान G20 प्रतिनिधियों ने गुजरात की अनूठी संस्कृति, यहां के हथकरघा, हस्तशिल्प, कलाकृतियों और वस्त्रों को देखने का अवसर मिला। दूसरी पर्यावरण और जलवायु स्थिरता कार्य समूह की दूसरी बैठक सतत और लचीले भविष्य के प्रति G-20 देशों, आमंत्रित देशों और अंतरराष्ट्रीय संगठनों के प्रयासों को बढ़ावा देने की दिशा में एक महत्वपूर्ण कदम है। इससे पहले ECSWG की पहली बैठक 9 से 11 फरवरी तक बेंगलुरु में हुई थी। गांधीनगर में दूसरी ECSWG बैठक के बाद तीसरी बैठक मुंबई में 21-23 मई तक जबकि चौथी बैठक चेन्नई में 26-30 मई को आयोजित की जाएगी।

powered by social2s

उदयपुर में हुई दूसरी G20 सस्टेनेबल फाइनेंस वर्किंग ग्रुप की बैठक, जलवायु परिवर्तन के लिए वित्तीय संसाधन जुटाने पर हुई चर्चा

Details
Odia Ray Admin
ଦେଶ / ବିଦେଶ
23 March 2023

उदयपुर: भारत की G20 अध्यक्षता के तहत दूसरी सस्टेनेबल फाइनेंस वर्किंग ग्रुप (SFWG) की बैठक आज राजस्थान के उदयपुर में शुरू हुई। तीन दिवसीय बैठक के दौरान वैश्विक विकास और स्थिरता सुनिश्चित करने में मदद करने के लिए स्थायी वित्त जुटाने के लिए प्रासंगिक नीतियों और बेहतर पद्धतियों की पहचान पर ध्यान केंद्रित की गई। इस समूह की बैठक मंब पहली बार जलवायु परिवर्तन से संबंधित मुद्दों से आगे प्रकृति से संबंधित डेटा और रिपोर्टिंग तथा उसके सामाजिक प्रभाव पर चर्चा की गई। बैठक के दौरान जलवायु परिवर्तन के लिए वित्तीय संसाधन जुटाने के लिए तंत्र को लेकर विस्तार से चर्चा की गई। साथ ही जलवायु बजट टैगिंग, जन भागीदारी कार्यक्रम और पर्यावरण के लिए क्षमता निर्माण जैसे विषयों पर भी मंथन किया गया। तीन दिवसीय बैठक के दौरान विभिन्न देशों के 90 से अधिक प्रतिनिधि हिस्सा ले रहे हैं। यह बैठक 23 मार्च तक चलेगी। बैठक से इतर आज कार्यशाला का भी आयोजन किया गया जहां सतत निवेश का समर्थन करने के लिए पहली कार्यशाला गैर-मूल्य निर्धारण नीति पर आधारित थी। दूसरी कार्यशाला बुधवार यानी 22 मार्च को आयोजित की जाएगी जो सतत विकास लक्ष्यों के लिए वित्त को सक्षम करने पर आधारित होगी। दूसरे G20 सस्टेनेबल फाइनेंस वर्किंग ग्रुप की प्रस्तावना के रूप में भारत की G20 अध्यक्षता के बारे में जागरूकता पैदा करने के लिए विभिन्न 'जन भागीदारी' कार्यक्रम 18 से 23 मार्च के बीच उदयपुर में आयोजित किए जा रहे हैं। इन आयोजनों में MSME उद्यमियों के लिए टाउनहॉल मीटिंग, एसडीजी के वित्तपोषण की खाई को पाटने पर संगोष्ठी, IIM उदयपुर में माइक्रोफाइनेंस की भूमिका, 'ग्रीन फाइनेंस-ए वे फॉरवर्ड' पर सम्मेलन, डिजिटल बैंकिंग शिक्षा कार्यक्रम, साइबर स्वच्छता और साइबर सुरक्षा पर सत्र, G20 फाइनेंसियल लिटरेसी वॉकथॉन, वित्तीय साक्षरता शिविर, जयपुर द्वारा मेला और जागरूकता कार्यक्रम आदि शामिल है। एक दिन पहले उदयपुर पहुंचे सभी अतिथियों का मेवाड़ी शैली में भव्य स्वागत किया गया। बैठक में आए सभी विदेशी मेहमानों का 24 मार्च को कुंभगलढ़ फोर्ट ले जाने का कार्यक्रम निर्धारित है। एसएफडब्ल्यूजी की पहली बैठक इस साल 2 और 3 फरवरी को गुवाहाटी में हुई थी। तीसरी बैठक महाबलीपुरम और चौथी वाराणसी में होगी।

powered by social2s

ନୀତା ମୁକେଶ ଅମ୍ବାନି କଲ୍‌ଚରାଲ୍ ସେଂଟର୍‌ର ଭବ୍ୟ ଶୁଭାରମ୍ଭ

Details
Odia Ray Admin
ଦେଶ / ବିଦେଶ
31 March 2023

ମୁମ୍ବାଇ: ଦେଶବିଦେଶର କଳାକାର, ଧର୍ମ ଗୁରୁ, କ୍ରୀଡ଼ା ଓ ବ୍ୟବସାୟ ଜଗତର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ଶୁକ୍ରବାର ନୀତା ମୁକେଶ ଅମ୍ବାନି କଲଚରାଲ୍ ସେଂଟରର ଭବ୍ୟ ଶୁଭାରମ୍ଭ ହୋଇଛି । ଏହି ଅବସରରେ ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଅମ୍ବାନି ଓ ନିର୍ଦେଶିକା ଝିଅ ଇଶା ଅମ୍ବାନି ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ନୀତା ଅମ୍ବାନି କହିଛନ୍ତି ଯେ, “କଲଚାଲ୍ ସେଂଟରକୁ ମିଳିଥିବା ସମର୍ଥନକୁ ନେଇ ଆମେ ଅତ୍ୟନ୍ତ ଆନନ୍ଦିତ । ଏହା ଦୁନିଆର ଶ୍ରେଷ୍ଠ କଲଚରାଲ୍ ସେଂଟର ମଧ୍ୟରୁ ଅନ୍ୟତମ । ଏଠାରେ ସମସ୍ତ କଳା ଓ କଳାକାରଙ୍କୁ ସ୍ୱାଗତ କରୁଛୁ । ଏଠାରେ ଛୋଟ ସହର ଏବଂ ଦୂରଦୂରାନ୍ତ ଅଂଚଳର ଯୁବକଯୁବତୀମାନଙ୍କୁ ସେମାନଙ୍କ କଳା ପ୍ରଦର୍ଶନ କରିବାର ସୁଯୋଗ ମିଳିବ । ମୁଁ ଆଶା କରୁଛି ଯେ ଦୁନିଆର ଶ୍ରେଷ୍ଠ ସୋ’ ଏହିଠାରେ ଆୟୋଜିତ ହେବ ।’’ ମୁକେଶ ଅମ୍ବାନି କହିଛନ୍ତି ଯେ ମୁମ୍ବାଇ ସମେତ ସାରା ଦେଶ ପାଇଁ ଏହି କଲଚରାଲ୍ ସେଂଟର ସବୁଠୁ ବଡ଼ କେନ୍ଦ୍ର ଉାବେ ଉଭା ହେବ । ଏଠାରେ ବଡ଼ ସୋ’ ଆୟୋଜନ କରାଯାଇପାରିବ । ମୁଁ ଆଶା କରୁଛି ଯେ ଭାରତୀୟ କଳାକାରମାନେ ନିଜ କଳାତ୍ମକ ଭାବ ସହ ମୌଳିକ ବା ଅରିଜିନାଲ୍ ସୋ’ ପ୍ରସ୍ତୁତ କରିପାରିବେ । ଏହି ଅବସରରେ ଭାରତରତ୍ନ ସଚିନ ତେନ୍ଦୁଲକର, ଅଲିମ୍ପିକ ପଦକ ବିଜେତା ଅଭିନବ ବିନ୍ଦ୍ରା, ଲନ୍ ଟେନିସ୍ ତାରକା ସାନିଆ ମିର୍ଜା, କ୍ରୀଡ଼ାବିତ ଦୀପା ମଲ୍ଲିକ କଲଚରାଲ୍ ସେଂଟରରେ ଉପସ୍ଥିତ ରହି କଳାକାରମାନଙ୍କୁ ଉତ୍ସାହିତ କରିଥିଲେ । ସୁପରଷ୍ଟାର ରଜନୀକାନ୍ତ, ଅମିରଖାନ୍‌, ରଣବୀର ସିଂହ, ଦୀପିକା ପାଦୁକୋନ୍‌, ପ୍ରିୟଙ୍କା ଚୋପ୍ରା, ବରୁଣ ଧାୱନ, ସୋନମ କପୁର, ଅନୁପମ ଖେର, ଜାଭେଦ ଅଖତର, ଶବାନା ଆଜମି, ସୁନିଲ ସେଟ୍ଟି, ସାହିଦ କପୁର, ବିଦ୍ୟା ବାଲନ, ଆଲିୟା ଭଟ୍ଟ, ଦୀୟା ମିର୍ଜା, ଶ୍ରଦ୍ଧା କପୁର, ଶ୍ରେୟା ଘୋଷାଲ, ରାଜୁ ହିରାନି, ତୁଷାର କପୁରଙ୍କ ଭଳି ଚର୍ଚ୍ଚିତ ବଲିଉଡ୍ ତାରକାମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଗାୟକ କୈଳାସ ଖେର ଓ ମାମେ ଖାନ ନିଜ ଯାଦୁକରୀ କଣ୍ଠରେ ସମସ୍ତଙ୍କୁ ବିମୋହିତ କରିଥିଲେ । ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ମଡେଲ୍ ଏମା ଚେମ୍ବର୍ଲେନ, ଜିଜି ହଦିଦଙ୍କ ଉପସ୍ଥିତି ମଧ୍ୟ କାର୍ଯ୍ୟକ୍ରମକୁ ଆହୁରି ମନୋହର କରିଥିଲା । ଦେବେନ୍ଦ୍ର ଫଡ୍‌ନଭିସ୍‌, ଉଦ୍ଧବ ଠାକ୍‌ରେ, ଆଦିତ୍ୟ ଠାକ୍‌ରେ, ସ୍ମୃତି ଇରାନୀଙ୍କ ଭଳି ରାଜନେତା ମଧ୍ୟ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ସଦଗୁରୁ ଜଗି ବାସୁଦେବ, ସ୍ୱାମୀ ନାରାୟଣ ସମ୍ପ୍ରଦାୟର ରାଧାନାଥ ସ୍ୱାମୀ, ରମେଶ ଭାଇ ଓଝା, ସ୍ୱାମୀ ଗୌର ଗୋପାଳ ଦାସଙ୍କ ଭଳି ଆଧ୍ୟାତ୍ମିକ ଗୁରୁଙ୍କ ଉପସ୍ଥିତିକ ଦର୍ଶକଙ୍କୁ ବିଭୋର କରିଥିଲା ।

powered by social2s

ମନ୍‌ କି ବାତ୍‌ ରେ ଓଡ଼ିଆ ବୈଜ୍ଞାନିକଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

Details
Odia Ray Admin
ଦେଶ / ବିଦେଶ
26 March 2023

ଆଜି ୯୯ତମ ‘ମନ୍‌ କୀ ବାତ୍‌’ କାର୍ଯ୍ୟକ୍ରମ ମାଧ୍ଯମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶରେ ଅଙ୍ଗଦାନ ବିଷୟରେ ଜନସଚେତନତା ବୃଦ୍ଧି ପାଉଥିବାରୁ ପ୍ରଧାନମନ୍ତ୍ରୀ କହିଛନ୍ତି, "ଆଧୁନିକ ଡାକ୍ତରୀ ବିଜ୍ଞାନରେ ଜଣକୁ ଜୀବନ ଦାନ କରିବାରେ ଅଙ୍ଗଦାନ ଅତି ଗୁରୁତ୍ବପୂର୍ଣ୍ଣ ମାଧ୍ୟମ ହୋଇପାରିଛି। ମୃତ୍ୟୁ ପରେ ଜଣେ ବ୍ୟକ୍ତି ତାଙ୍କର ଶବଦାନ କରିବାଦ୍ବାରା ୮/୯ଜଣ ଲୋକ ନୂତନ ଜୀବନ ପାଇଯାଆନ୍ତି। ଅଙ୍ଗଗ୍ରହୀତାମାନେ ଅଙ୍ଗଦାତାଙ୍କୁ ଈଶ୍ବର ମଣନ୍ତି। ୨୦୧୩ରେ ଦେଶରେ ୫୦୦୦ରୁ କମ୍‌ ଅଙ୍ଗଦାନ କରାଯାଇଥିଲା। କିନ୍ତୁ, ୨୦୨୨ରେ ଏହା ୧୫,୦୦୦କୁ ବୃଦ୍ଧି ପାଇଛି। ଆତ୍ମସନ୍ତୋଷର କଥା ଏହିକି ଯେ, ଦେଶରେ ଅଙ୍ଗଦାନ ପ୍ରତି ଜନସଚେତନତା ବୃଦ୍ଧି ପାଉଛି। ମୋଦି ମଧ୍ଯ କହିଛନ୍ତି, ଭାରତର ନାରୀ ଶକ୍ତି ସର୍ବାଗ୍ରେ ନେତୃତ୍ବ ଗ୍ରହଣ କରୁଛି। ନାଗାଲାଣ୍ଡ୍‌ରେ ୭୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ନିର୍ବାଚନରେ ବିଜୟୀ ହୋଇ ୨ଜଣ ମହିଳା ବିଧାୟିକା ବିଧାନସଭାରେ ପହଞ୍ଚି ପାରିଛନ୍ତି। ଜାତିସଂଘର ଶାନ୍ତିରକ୍ଷା ସେନାରେ ମଧ୍ୟ ଭାରତ କେବଳ ମହିଳା ପ୍ଲାଟୁନ୍‌ ମୁତୟନ କରିଛି। ମହିଳାମାନେ ସବୁ କ୍ଷେତ୍ରରେ ସାମର୍ଥ୍ୟ ପ୍ରତିପାଦନ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।ଆଜି ଏକ ନୂତନ ଦୃଷ୍ଟିକୋଣରୁ ଆବିର୍ଭାବ ହେଉଥିବା ଭାରତର ଭବିଷ୍ୟତ କ୍ଷେତ୍ରରେ ମହିଳା ଶକ୍ତିର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ପ୍ରଯୋଜକ ଗୁନୀତ୍‌ ମୋଙ୍ଗା ଏବଂ ନିର୍ଦେଶିକା କାର୍ତିକୀ ଗନ୍‌ସାଲ୍‌ବେସ୍‌ ପ୍ରାମାଣିକ ଚଳଚ୍ଚିତ୍ର ‘ଦି ଏଲିଫ୍ୟାଣ୍ଟ୍‌ ୱିସ୍‌ସ୍ପର୍‌ସ୍‌’ ପାଇଁ ‘ଓସ୍କାର୍‌’ ଜିଣି ଦେଶକୁ ଗୌରବାନ୍ବିତ କରିଛନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ ଭାରତର ୧୯ ବର୍ଷରୁ କମ୍‌ ମହିଳା କ୍ରିକେଟ୍‌ ଟିମ୍‌ ‘ଟି-୨୦ ବିଶ୍ବକପ୍‌’ ବିଜୟୀ ହୋଇ ଇତିହାସ ସୃଷ୍ଟି କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତିଙ୍କୁ ମଧ୍ଯ ପ୍ରଶଂସା କଲେ ମୋଦି। ‘ଭାବା ଆଟୋମିକ୍‌ ରିସର୍ଚ ସେଣ୍ଟର୍‌’ର ମହିଳା ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତି ‘କେମିଷ୍ଟ୍ରି’ ଏବଂ ‘କେମିକାଲ୍‌ ଇଞ୍ଜିନିୟରିଙ୍ଗ୍‌’ କ୍ଷେତ୍ରରେ ‘ଆଇୟୁପିଏସି’ର ବିଶେଷ ପୁରସ୍କାର ପାଇଛନ୍ତି। ସୌରଶକ୍ତି କ୍ଷେତ୍ରରେ ଭାରତର ଅଗ୍ରଗତିର ମଧ୍ଯ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ‘ସବ୍‌କା ପ୍ରୟାସ୍’ର ଉଚ୍ଛ୍ବାସ ଆଜି ଭାରତର ସୌରଶକ୍ତି ଅଭିଯାନକୁ ଅଗ୍ରସର କରାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏପ୍ରିଲ୍‌ ୩୦ ତାରିଖରେ ପ୍ରସାରିତ ହେବାକୁ ଥିବା ‘ମନ୍‌ କୀ ବାତ୍‌’ର ୧୦୦ତମ ସଂସ୍କରଣ ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତଙ୍କୁ ମତାମତ ଓ ଚିନ୍ତନ ଦେବାକୁ କହିଛନ୍ତି। କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ କୋଭିଡ୍‌ ସଂକ୍ରମଣ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶର ଅଳ୍ପ କେତେକ ପ୍ରାନ୍ତରେ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଉଛି। ଦେଶବାସୀଙ୍କୁ ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦେଇ ସାବଧାନ ରହିବା ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

powered by social2s

ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଭୂକମ୍ପ

Details
Odia Ray Admin
ଦେଶ / ବିଦେଶ
21 March 2023

ନୂଆଦିଲ୍ଲୀ: ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଛି। ଦିଲ୍ଲୀ ଏନ୍ସିଆର, ପଞ୍ଜାବ, ଜମ୍ମୁ-କାଶ୍ମୀର, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଚଣ୍ଡୀଗଡ଼ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ଜଣାପଡ଼ିଛି। ପାକିସ୍ତାନ ଓ ଆଫଗାନିସ୍ଥାନ ରେ ମଧ୍ୟ ଭୂମୀକମ୍ପ ହୋଇଥିବା ସୂଚନା ମିଳିଛି। ରିକ୍ଟର ସ୍କେଲ୍ ରେ ୬.୬ ରହିଛି ଭୂକମ୍ପ ର ତୀବ୍ରତା। କେନ୍ଦ୍ରସ୍ଥଳ ରହିଛି ଆଫଗାନିସ୍ଥାନ ର କଲଫଗାନ୍ ।

powered by social2s

More Articles ...

  1. ଭାରତ ଗସ୍ତରେ ଜାପାନ ପ୍ରଧାନମନ୍ତ୍ରୀ
  2. ଭାରତରେ H3N2 ଇନଫ୍ଲୁଏଞ୍ଜାରେ ୨ ମୃତ
  3. "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"
Page 1927 of 2256
  • Start
  • Prev
  • 1922
  • 1923
  • 1924
  • 1925
  • 1926
  • 1927
  • 1928
  • 1929
  • 1930
  • 1931
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.