• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
27
Fri, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

    • ଅପରାଧ
      Details
      Feb 12 2022

      ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ୱିନର୍ସ କ୍ଲବ ପକ୍ଷରୁ ଭୁବନେଶ୍ୱରରେ ଭଲୀବଲ ଟୁର୍ଣ୍ଣାମେଣ୍ଟ

Details
Odia Ray Admin
ମନୋରଞ୍ଜନ / କ୍ରୀଡା
19 December 2020

 

 

ଭୁବନେଶ୍ୱର: ଆଜି ତା ୧୮.୧୨.୨୦ ୱିନର୍ସ କ୍ଲବ ସହିଦନଗର ପରିସରରେ ଏକ ଭଲୀବଲ ଟୁର୍ଣ୍ଣାମେଣ୍ଟ  ୪ ଟି ଟିମ୍ ନୀଳ, ସବୁଜ, ମେରୁନ ଓ ଆକାଶୀ  ର ଭିତରେ ହୋଇଥିଲା।

 

ମ୍ୟାଚ୍ ଗୁଡ଼ିକ ମଧ୍ୟ ରୋମାଞ୍ଚକର ହୋଇଥିଲା।

 

ଆଜିର କାର୍ଯ୍ୟକ୍ରମ ରେ ନାରାୟଣ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମ୍ୟାଚ୍ ଆରମ୍ଭ କରିଥିଲେ।

 

ଉମାନାଥ ମିଶ୍ର, ଲଲିତ ମୋହନ ପଣ୍ଡା, ମନୋଜ ରାଉଳ, ସରୋଜ ପାତ୍ର, ମଳୟ ରଞ୍ଜନ ମହାପାତ୍ର, ସନ୍ତୋଷ ରାଓ, ସୁନିଲ ତାଡ଼, ସୋନୁ ସାହୁ, ଶ୍ରୀନିବାସ ରାଓ, ରାହୁଲ ପଲେଇ ଓ କ୍ଲବ ର ବହୁ ସଦସ୍ୟ ଯୋଗଦେବା ସହିତ ମ୍ୟାଚ ଗୁଡିକୁ ପରିଚାଳନା କରିଥିଲେ। 

 

ଆସନ୍ତା କାଲି ସେମି ଫାଇନାଲ ଓ ଫାଇନାଲ ମ୍ୟାଚ୍ ଖେଳାଯିବ।

 

powered by social2s

ଶହିଦ ନଗର ଦୁର୍ଗା ପୂଜା ସମିତି ପକ୍ଷରୁ ଚାଲିଥିବା ବ୍ୟାଡମିନଟନ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Details
Odia Ray Admin
ମନୋରଞ୍ଜନ / କ୍ରୀଡା
14 December 2020

 

 
ଭୁବନେଶ୍ୱର: ଆଜି ଶହୀଦ ନଗର ଦୁର୍ଗା ପୂଜା ସମିତି ତରଫରୁ ଶହିଦ ନଗର ପୂଜାର ପଡିଆ ଠାରେ ଦୁଇ ଦିନ ଧରି ଚାଲିଥିବା ବ୍ୟାଡମିନଟନ ଟୁର୍ଣ୍ଣାମେଣ୍ଟରେ ଖେଳ ଶେଷ ପର୍ଯ୍ୟାୟ ଅନୁଷ୍ଠିତ ହୋଇ ଯାଇଛି।
 
ଆଜିର ଖେଳରେ ସରୋଜ ପାତ୍ର ଓ କେଶବ ପ୍ରଧାନ ଚମ୍ପିୟାନ ହୋଇଥିଲେ।
 
ମୋହନ ସେଠୀ ଓ ସୁନିଲ ସାହୁ ରୁନରସ ଅପ ହୋଇଥିଲେ।
 
ଆଜି ର କାର୍ଯ୍ୟକ୍ରମ ରେ ସମ୍ପାଦକ ଶ୍ରୀ ନାରାୟଣ ମହାପାତ୍ର,ଉପ ସଭାପତି ଉମନଥ ମିଶ୍ର, ମନ୍ଦିର କମିଟି ର ସମ୍ପାଦକ ଲଲିତ ମୋହନ ପଣ୍ଡା, ଅଚ୍ୟୁତ ପ୍ରସାଦ ବେହେରା, ସହ କୋଷାଧ୍ୟକ୍ଷ ଗୋପାଳ କୃଷ୍ଣ ମହାନ୍ତି, ଯୁଗ୍ମ ସମ୍ପାଦକ ମଳୟ ରଞ୍ଜନ ମହାପାତ୍ର, ଦେବାଶିଷ ଦାସ, ଶ୍ରୀନିବାସ ରାଓ, ଆତିସ ପଣ୍ଡା, ରୋହନ ମହାପାତ୍ର, ଆଦର୍ଶ ପଟନାୟକ, ମନୋଜ ରାଉଳ, ଶରତ କୁମାର ବେହେରା, ସିଦ୍ଧେଶ୍ୱର ମହାରଣା ଓ ରାହୁଲ ପଲେଇ ପ୍ରମୁଖ ଯୋଗଦାନ କରି ପରିଚାଳନା କରିଥିଲେ।
powered by social2s

ଜିଓ ଆଇପିଓ ରଚିଲା ରେକର୍ଡ, ଆଙ୍କର୍ ନିବେଶକଙ୍କ ରେକର୍ଡ ୨.୫ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ଡିମାଣ୍ଡ

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
20 October 2026

ମୁମ୍ବାଇ: ଜିଓ ପ୍ଲାଟଫର୍ମସର ଆଇପିଓରେ ବଡ଼ ଧରଣର ନିବେଶ ପାଇଁ ଆଗେଇ ଆସିଛନ୍ତି ଦେଶ ଓ ବିଶ୍ୱର ପ୍ରମୁଖ ସଂସ୍ଥାଗତ ନିବେଶକ। ୮,୧୧୦ କୋଟି ଟଙ୍କାର ଆଙ୍କର୍ ବୁକ୍ ପାଇଁ ୨.୫ ଲକ୍ଷ କୋଟି ଟଙ୍କାରୁ ଅଧିକ ସଂସ୍ଥାଗତ ଡିମାଣ୍ଡ ବା ଆବେଦନ ଆସିଛି। ଅର୍ଥାତ୍, ଆଙ୍କର୍ ନିବେଶକଙ୍କ ପାଇଁ ଉପଲବ୍ଧ ସେୟାର ତୁଳନାରେ ଚାହିଦା ୩୦ ଗୁଣରୁ ମଧ୍ୟ ଅଧିକ ରହିଛି। ଭାରତୀୟ ଆଇପିଓ ଇତିହାସରେ ପ୍ରଥମ ଥର ପାଇଁ କୌଣସି ଇସ୍ୟୁ ପାଇଁ ସଂସ୍ଥାଗତ ନିବେଶକଙ୍କ ଡିମାଣ୍ଡ ଅଢେଇ ଲକ୍ଷ କୋଟି ଟଙ୍କାର ସୀମା ଅତିକ୍ରମ କରିଛି। ଏହି ରେକର୍ଡ ଡିମାଣ୍ଡର ଅନ୍ୟ ଏକ ବିଶେଷ ଦିଗ ହେଉଛି ଜିଓ ଉପରେ ଆସ୍ଥା ପ୍ରକଟ କରିଥିବା ସଂସ୍ଥାଗତ ନିବେଶକଙ୍କ ତାଲିକା। ଏଥିରେ ସେହି ସଂସ୍ଥାଗୁଡ଼ିକ ସାମିଲ ଅଛନ୍ତି, ଯେଉଁମାନଙ୍କ ନିକଟରେ ସାଧାରଣ ନିବେଶକମାନେ ନିଜ ସଞ୍ଚୟ ଓ ନିବେଶର ଏକ ବଡ଼ ଅଂଶ ରଖିଥାନ୍ତି। ଏଲଆଇସି ସହିତ ଏସବିଆଇ ମ୍ୟୁଚୁଆଲ୍ ଫଣ୍ଡ୍, ଏଚଡିଏଫ୍‌ସି ମ୍ୟୁଚୁଆଲ୍ ଫଣ୍ଡ୍, ଆଇସିଆଇସିଆଇ ପୃଡେନ୍ସିଆଲ୍ ମ୍ୟୁଚୁଆଲ୍ ଫଣ୍ଡ୍, କୋଟକ୍ ମ୍ୟୁଚୁଆଲ୍ ଫଣ୍ଡ୍ ଏବଂ ନିପ୍ପନ୍ ମ୍ୟୁଚୁଆଲ୍ ଫଣ୍ଡ୍ ଭଳି ଦେଶର ପ୍ରମୁଖ ନିବେଶ ସଂସ୍ଥା ଆଙ୍କର୍ ବୁକ୍‌ରେ ସାମିଲ ହୋଇଛନ୍ତି। ଅନ୍ୟପକ୍ଷରେ, ବ୍ଲାକରକ୍, କ୍ୟାପିଟାଲ୍ ଗ୍ରୁପ, ଫିଡେଲିଟି, ଶ୍ରୋଡର୍ସ, ଜେପି ମୋର୍ଗାନ୍ ଆସେଟ୍ ମ୍ୟାନେଜମେଣ୍ଟ ଏବଂ ଆଲିଆଞ୍ଜ୍ ଭଳି ବିଶ୍ୱସ୍ତରୀୟ ପ୍ରମୁଖ ନିବେଶକ ମଧ୍ୟ ଏଥିରେ ଭାଗ ନେଇଛନ୍ତି। କେବଳ ମ୍ୟୁଚୁଆଲ୍ ଫଣ୍ଡ୍ ନୁହେଁ, ଦୀର୍ଘକାଳୀନ ନିବେଶକମାନେ ମଧ୍ୟ ଜିଓ ସହ ଦୃଢ଼ ଭାବେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଜିଆଇସି, ଏଡିଆଇଏ, କ୍ୟୁଆଇଏ ଏବଂ ନର୍ଗେସ୍ ଭଳି ସାର୍ବଭୌମ ନିବେଶ ପାଣ୍ଠି ସହିତ କାଲିଫର୍ଣ୍ଣିଆ ଷ୍ଟେଟ୍ ଟିଚର୍ସ ରିଟାୟରମେଣ୍ଟ, ଫ୍ଲୋରିଡା ରିଟାୟରମେଣ୍ଟ ସିଷ୍ଟମ୍, ଏସବିଆଇ ପେନସନ୍, ଏଚଡିଏଫସି ପେନସନ୍, ଆଇସିଆଇସିଆଇ ପେନସନ୍ ଏବଂ ୟୁଟିଆଇ ପେନସନ୍ ଭଳି ପେନସନ୍ ପାଣ୍ଠି ମଧ୍ୟ ଆଙ୍କର୍ ନିବେଶକଙ୍କ ତାଲିକାରେ ରହିଛନ୍ତି। ଆଙ୍କର୍ ବୁକ୍‌ରେ ୨୦୦ରୁ ଅଧିକ ନିବେଶକ ସଂସ୍ଥା ଓ ଫଣ୍ଡ୍ ସ୍କିମ୍ ଭାଗ ନେଇଛନ୍ତି। ଡ୍ରାଗୋନିୟର୍, ଜାନସ୍ ହେଣ୍ଡରସନ୍ ଏବଂ ନାଇଣ୍ଟି ୱାନ୍ ଭଳି ବିଶ୍ୱସ୍ତରୀୟ ପ୍ରଯୁକ୍ତି କ୍ଷେତ୍ରର ବିଶେଷଜ୍ଞ ନିବେଶକମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ସେହିପରି ଏନାମ୍, ପ୍ରେମଜି ଏବଂ ଏଚସିଏଲ୍ ଭଳି ଭାରତୀୟ ଫ୍ୟାମିଲି ଅଫିସ୍ ମଧ୍ୟ ଜିଓ ଆଇପିଓର ଆଙ୍କର୍ ନିବେଶକ ହୋଇଛନ୍ତି। ଆବଣ୍ଟନ ଦୃଷ୍ଟିରୁ ଏଲଆଇସିକୁ ସର୍ବାଧିକ ୫୦୦ କୋଟି ଟଙ୍କାର ଅଂଶଧନ ଆବଣ୍ଟନ କରାଯାଇଛି। ବ୍ଲାକରକ୍, କ୍ୟାପିଟାଲ୍ ଇଣ୍ଟରନ୍ୟାସନାଲ୍, ଫିଡେଲିଟି ମ୍ୟାନେଜମେଣ୍ଟ ଆଣ୍ଡ ରିସର୍ଚ୍ଚ, ଜିଆଇସି, ଏଚଡିଏଫସି ମ୍ୟୁଚୁଆଲ୍ ଫଣ୍ଡ୍, ଆଇସିଆଇସିଆଇ ପୃଡେନ୍ସିଆଲ୍ ମ୍ୟୁଚୁଆଲ୍ ଫଣ୍ଡ୍ ଏବଂ ଏସବିଆଇ ମ୍ୟୁଚୁଆଲ୍ ଫଣ୍ଡ୍‌କୁ ପ୍ରାୟ ୪୨୫ କୋଟି ଟଙ୍କା ଲେଖାଏଁ ଅଂଶଧନ ଆବଣ୍ଟନ କରାଯାଇଛି। ମୋଟ ଆଙ୍କର୍ ବୁକ୍ ର ମୂଲ୍ୟ ୮,୧୧୦ କୋଟି ଟଙ୍କା ରହିଛି। ସୂଚନାଯୋଗ୍ୟ ଯେ ଦେଶର ଏଯାବତ ସର୍ବବୃହତ କୁହାଯାଉଥିବା ଜିଓ ପ୍ଲାଟଫର୍ମସର ଆଇପିଓ ସବସ୍କ୍ରିପସନ ସାଧାରଣ ନିବେଶକଙ୍କ ପାଇଁ ଅକ୍ଟୋବର ୨୧ରୁ ଅକ୍ଟୋବର ୨୩ ତାରିଖ ଯାଏଁ ଖୋଲିବାକୁ ଯାଉଛି।

powered by social2s

ଇଣ୍ଡୋମାକ୍ ଭୁବନେଶ୍ୱର ୨୦୨୫ ଅୟୋଜିତ

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
07 November 2025

 

 

ଭୁବନେଶ୍ବର: ପୂର୍ବ ଭାରତର ପ୍ରମୁଖ ଇଣ୍ଡଷ୍ଟ୍ରିଆଲ ମେଶିନେରୀ ଓ ଇଞ୍ଜିନିୟରିଂ ଏକ୍ସପୋ ଓଡିଶାର ଉତ୍ପାଦନ କ୍ଷେତ୍ରକୁ ରୂପାନ୍ତର କରିବା ପାଇଁ ପ୍ରସ୍ତୁତ ଭୁବନେଶ୍ୱର : ଭୁବନେଶ୍ୱରର ବରମୁଣ୍ଡା ପଡିଆଠାରେ ନଭେମ୍ବର ୭ରୁ ୯ ତାରିଖ, ୨୦୨୫ ପର୍ଯ୍ୟନ୍ତ ଏକ ତିନି ଦିନିଆ ମେଗା ଇଣ୍ଡଷ୍ଟ୍ରିଆଲ ଇଭେଂଟ ଇଣ୍ଡୋମାକ୍ ଭୁବନେଶ୍ୱର ୨୦୨୫ ଆୟୋଜିତ ହୋଇଛି । ଏହି ପ୍ରଦର୍ଶନୀକୁ ଓଡିଶା ସ୍ମଲ ସ୍କେଲ ଇଣ୍ଡଷ୍ଟ୍ରିଜ ଆସୋସିଏଶନ (ଓଏସଏସଆଇଏ) ସହ ସହଭାଗିତାରେ ଇଣ୍ଡୋମାକ୍ ବିଜ୍‌ନେସ୍ ସଲ୍ୟୁଶନ୍ସ ଦ୍ୱାରା ଆୟୋଜନ କରାଯାଇଛି । ଏହି ବି୨ବି ଇଣ୍ଡଷ୍ଟ୍ରିଆଲ ମେଶିନେରୀ ଓ ଇଞ୍ଜିନିୟରିଂ ଏକ୍ସପୋ ଭାରତର ଉତ୍ପାଦନ ଓ ନିର୍ମାଣ କ୍ଷେତ୍ର ପାଇଁ ଏକ ଉଲ୍ଲେଖନୀୟ ଏକତ୍ରିକରଣ ହେବା ପାଇଁ ପ୍ରତିଶ୍ରୁତି ଦେଉଛି । ଏହି ପ୍ରଦର୍ଶନୀରେ ଦେଶବ୍ୟାପୀ ୧୫୦ରୁ ଅଧିକ ପ୍ରତିଷ୍ଠିତ କମ୍ପାନୀ ଅଂଶଗ୍ରହଣ କରିଛନ୍ତି ଯିଏକି ଏକାଧିକ ଶିଳ୍ପ କ୍ଷେତ୍ରର ପ୍ରତିନିଧିତ୍ୱ କରୁଛନ୍ତି । ଭୁବନେଶ୍ୱର, କଟକ, ରାଉରକେଲା, ଝାରସୁଗୁଡା, ଅନୁଗୁଳ ଏବଂ ପୂର୍ବ ଭାରତ ଭଳି ପ୍ରମୁଖ ଶିଳ୍ପ କେନ୍ଦ୍ରଗୁଡିକରୁ ୧୫୦୦୦ରୁ ଅଧିକ ବ୍ୟବସାୟିକ ପରିଦର୍ଶକ ଏହି ପ୍ରଦର୍ଶନୀରେ ଯୋଗ ଦେବେ ବୋଲି ଆଶା କରାଯାଉଥିବା ବେଳେ, ଏହି କାର୍ଯ୍ୟକ୍ରମ ଅଂଚଳରେ ସାର୍ଥକ ବ୍ୟବସାୟିକ ସଂଯୋଗ ବିକଶିତ କରିବା ଏବଂ ଶିଳ୍ପ ଅଭିବୃଦ୍ଧିକୁ ଆଗକୁ ବଢାଇବା ପାଇଁ ଲକ୍ଷ୍ୟ ରଖିଛି । ଏସମ୍ପର୍କରେ ଇଣ୍ଡୋମାକ୍ ବି୨ବି ଇଣ୍ଡଷ୍ଟ୍ରିଆଲ ଆଣ୍ଡ ମେଶିନେରୀ ଏକ୍ସପୋ ୨୦୨୫ର ନିର୍ଦ୍ଦେଶକ ମନିଷ ସିହ୍ନା କହିଛନ୍ତି, “ଡିଲର ଓ ଡିଷ୍ଟ୍ରିବ୍ୟୁଟରଙ୍କ ସମେତ ରାଜ୍ୟର ଶିଳ୍ପଗୁଡିକ ଏହି ଦୁଇ ଦିନିଆ ଇଭେଂଟରୁ ବହୁମାତ୍ରାରେ ଉପକୃତ ହେବେ । ପ୍ରଦର୍ଶନୀରେ ୧୧୦ରୁ ଅଧିକ ଅଂଶଗ୍ରହଣକାରୀଙ୍କ ଦ୍ୱାରା ବିଭିନ୍ନ ଆଧୁନିକ ଟେକ୍ନୋଲୋଜି ଓ ଯନ୍ତ୍ରପାତି ପ୍ରଦର୍ଶନ କରାଯିବ ।” ସେହିପରି ଓଡିଶା ସ୍ମଲ ସ୍କେଲ ଇଣ୍ଡଷ୍ଟ୍ରିଜ ଆସୋସିଏଶନ (ଓଏସଏସଆଇଏ)ର ଅଧ୍ୟକ୍ଷ ସମରଜିତ ମହାନ୍ତି କହିଛନ୍ତି, “ ଓଡିଶାରେ ଏହା ହେଉଛି ପ୍ରଥମ ଏକ୍ସପୋ ଯେଉଁଠାରେ ଇଞ୍ଜିନିୟରିଂ ଓ ମେଶିନେରୀ ସାମଗ୍ରୀଗୁଡିକୁ ପ୍ରଦର୍ଶିତ କରାଯାଉଛି । ଏହା ଆମର ଏମଏସଏମଇଗୁଡିକ ପାଇଁ ଲାଭଦାୟକ ହେବ । ଆମେ ଏହି ଇଭେଂଟର ଆୟୋଜନ କରିବା ପାଇଁ ଇଣ୍ଡୋମାକ୍ ସହ ସହଯୋଗିତା କରି ଗର୍ବିତ ଅନୁଭବ କରୁଛୁ ।” ଇଣ୍ଡୋମାକ୍‌ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୁଧୀର ଭୋଲେ, ଶ୍ରୀଯୁକ୍ତ ମନିଷ ସିହ୍ନା, ଶ୍ରୀଯୁକ୍ତ ସଚିନ ଶର୍ମା ଓ ଶ୍ରୀଯୁକ୍ତ ସୁମିତ ପୋରୱାଲ ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସମାରୋହରେ ଉପସ୍ଥିତ ଥିଲେ । ଇଣ୍ଡୋମାକ୍ ଭୁବନେଶ୍ୱର ୨୦୨୫ ହେଉଛି ନୂତନ ଯନ୍ତ୍ରପାତି, ଇଞ୍ଜିନିୟରିଂ ପ୍ରଡକ୍ଟ, ଅଟୋମେଶନ ଟେକ୍ନୋଲୋଜି ଓ ମାନୁଫ୍ୟାକ୍‌ଚରିଂ ସଲ୍ୟୁଶନଗୁଡିକୁ ପ୍ରଦର୍ଶିତ କରୁଥିବା ଏକ ପ୍ରିମିୟମ ଇଣ୍ଡଷ୍ଟ୍ରିଆଲ ପ୍ଲାଟଫର୍ମ । ଏହି ଇଭେଂଟ ଏକ ଗତିଶୀଳ ପରିବେଶ ପ୍ରଦାନ କରୁଛି ଯେଉଁଠାରେ ଉତ୍ପାଦନକାରୀ, ଯୋଗାଣକାରୀ, ବ୍ୟବସାୟୀ ଓ ଶିଳ୍ପର କ୍ରେତାମାନେ ନୂଆ ବ୍ୟବସାୟିକ ସୁଯୋଗ ଓ ସହଭାଗିତାଗୁଡିକୁ ଅନ୍ୱେଷଣ କରିବା ପାଇଁ ଗୋଟିଏ ଛାତ ତଳେ ଏକତ୍ରିତ ହୋଇଛନ୍ତି । ପରିଦର୍ଶକମାନେ ଏଠାରେ ଲାଇଭ ମେଶିନେରୀ ପ୍ରଦର୍ଶନ, ନୂଆ ଉତ୍ପାଦ ଲଂଚ ଓ ଏକ୍ସକ୍ଲୁସିଭ ବି୨ବି ନେଟ୍‌ୱର୍କିଂ ସେଶନଗୁଡିକର ଅନୁଭୂତି ପାଇପାରିବେ ଯାହା ଭାରତର ଶିଳ୍ପ ଓ ଉତ୍ପାଦନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଭବିଷ୍ୟତକୁ ହାଇଲାଇଟ କରୁଛି । ଏହି ଏକ୍ସପୋରେ ଅଶୋକ ଲେଲ୍ୟାଣ୍ଡ, ତାପାରିଆ ଟୁଲ୍‌ସ ଲିମିଟେଡ, ମେହତା ହାଇଟେକ ଇଣ୍ଡଷ୍ଟ୍ରିଜ ଲିମିଟେଡ, ମିସର କଟିଙ୍ଗ ସିଷ୍ଟମସ ଇଣ୍ଡିଆ ପ୍ରା.ଲିଃ, ପଲିମାକ ଟୁଲ୍‌ସ ପ୍ରା.ଲିଃ, ସାଲଜର ଇଲେକ୍‌ଟ୍ରୋନିକ୍ସ ଲିଃ, ଏଫଏସ କମ୍ପ୍ରେସର୍‌ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ, ସହଜାନନ୍ଦ ଲେଜର ଟେକ୍ନୋଲୋଜି ଲିମିଟେଡ, ପାୱାର ୱାନ ମାଇକ୍ରୋ ସିଷ୍ଟମ୍‌ସ ପ୍ରା.ଲିଃ, ମଡ୍ୟୁଲାର କ୍ରେନ ମାନୁଫ୍ୟାକ୍‌ଚରିଂ କମ୍ପାନୀ, ଏସ୍ କାୱାସାକି କ୍ରେନ ଇଣ୍ଡିଆ ଲିଃ, ସର୍ଜଟେକ୍ ଏନର୍ଜି ପ୍ରା.ଲିଃ, ଇକୋଏୟାର ଏଂଟରପ୍ରାଇଜେସ, ରାଡିଟେକ ହାଇଡ୍ରୋମାଟିକ୍ସ ପ୍ରା.ଲିଃ, ପିୱାଗ ଇଣ୍ଡିଆ ପ୍ରା.ଲିଃ, ଷ୍ଟାଟଫିଲ୍ଡ ଇଣ୍ଡିଆ ପ୍ରା.ଲିଃ, ଟାଲି ସଲ୍ୟୁଶନ୍ସ ପ୍ରା.ଲିଃ, ଓଜସ୍ୱୀ ମେଶିନ୍ସ ପ୍ରା.ଲିଃ, ଏୟାରୱେଲ ସିଷ୍ଟମସ, ଶୃଜନ ଇଣ୍ଡଷ୍ଟ୍ରିଜ ଏଲଏଲପି, ପ୍ଲାନେଟ ପାୱାର ଟୁଲସ, ଡିଇଇ ବିଇଇ ଏଂଟରପ୍ରାଇଜେସ, ଟପ କ୍ରେନ ସିଷ୍ଟମସ ପ୍ରା.ଲିଃ, ବି ଆର ଇଲେକ୍‌ଟ୍ରିକାଲ୍ସ, ହରିପ୍ରିୟା ଇନ୍‌ଷ୍ଟ୍ରୁମେଂଟସ, ଶ୍ରଦ୍ଧା ଫିଲ୍ଟର ଟେକ୍ନୋଲୋଜି, ପ୍ରଗତି ଇଣ୍ଡଷ୍ଟ୍ରିଜ, ଏସ.ବି. ଇଲେକ୍‌ଟ୍ରୋଟେକ୍‌, ହିବେନ ଟେକ୍ନୋଭେଶନ ପ୍ରା.ଲିଃ, ରେଲିୟନ ସଫ୍ଟେକ ଲିମିଟେଡ ଭଳି କମ୍ପାନୀ ଅଂଶଗ୍ରହଣ କରିଛନ୍ତି । ଏହି କମ୍ପାନୀଗୁଡିକ ମେଶିନ ଟୁଲ୍‌ସ, ଅଟୋମେଶନ, ରୋବୋଟିକ୍ସ, ହାଇଡ୍ରୌଲିକ୍ସ, ନ୍ୟୁମାଟିକ୍ସ, ଇଲେକ୍‌ଟ୍ରିକାଲ୍ସ, ୱେଲ୍ଡିଙ୍ଗ, ଇଣ୍ଡଷ୍ଟ୍ରିଆଲ ଇକ୍ୱିପମେଂଟ ଓ ମ୍ୟାଟେରିଆଲ ହ୍ୟାଣ୍ଡଲିଙ୍ଗ ସିଷ୍ଟମ୍‌ସ କ୍ଷେତ୍ରରେ ଅତ୍ୟାଧୁନିକ ଉଦ୍ଭାବନଗୁଡିକୁ ପ୍ରଦର୍ଶିତ କରିବେ ।

powered by social2s

୩୧ତମ ପିକକ୍ ଶିଶୁମମଳା ଉଦଯାପିତ

Details
Odia Ray Admin
ମନୋରଞ୍ଜନ / କ୍ରୀଡା
21 November 2020

 ଡିଜିଟାଲମଞ୍ଚ ରେସାତଦିନ ଧେି ଚାଲିଥିବା ୩୧ତମ ପିକକ୍ ଶିଶୁରମଳା େ ଆଜିଥିଲା ଅନ୍ତିମ ଦିବସ । ଶିଶୁ ମାନଙ୍କେ ଅନ୍ତନିନିତ ପ୍ରତିଭାେ ବିକାଶ ନିମରନ୍ତ ପିକକ୍ଶିଶୁରମଳା େ ଏହି ମଞ୍ଚ ଏକ ଉତ୍ତମ ମାଧ୍ୟମେୂରପ କାର୍ଯ୍ୟ କେିଥିଲା । ସାତଦିନ ବୟାପୀ ଚାଲିଥିବା ଶିଶୁରମଳାରେ ଓଡିଶାତଥା ଓଡିଶା ବାହାେେ ବିଭିନ୍ନ ୋଜୟେ ବହୁ ପ୍ରତିଭାବାନ ପିଲାମାରନ ନିଜେ ପ୍ରତିଭାେ ପେିଚୟ ରଦଇଥିରଲ ।

powered by social2s

୨୦୨୫-୨୭ ପାଇଁ କ୍ରେଡାଇ ଭୁବନେଶ୍ୱର ପକ୍ଷରୁ ନୂଆ ପରିଚାଳନା କମିଟି ଗଠିତ

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
09 November 2025

ଭୁବନେଶ୍ୱର: ୧୦୦ରୁ ଅଧିକ ଅଗ୍ରଣୀ ଡେଭ୍‌ଲପରଙ୍କ ପ୍ରତିନିଧିତ୍ୱ କରୁଥିବା କନ୍‌ଫେଡେରେଶନ ଅଫ୍ ରିଅଲ ଇଷ୍ଟେଟ ଡେଭ୍‌ଲପର୍ସ ଆସୋସିଏଶନ୍ସ ଅଫ୍ ଇଣ୍ଡିଆ (କ୍ରେଡାଇ)ର ଭୁବନେଶ୍ୱର ଚାପ୍ଟର ପକ୍ଷରୁ ୨୦୨୫-୨୭ ଅବଧି ପାଇଁ ଏହାର ନବନିର୍ବାଚିତ ପରିଚାଳନା କମିଟିର ଘୋଷଣା କରାଯାଇଛି । ରିଟର୍ଣ୍ଣିଂ ଅଫିସର ମଧୁ ମହାନ୍ତି ଓ ମହମ୍ମଦ ମୋକିମଙ୍କ ତତ୍ୱାବଧାନରେ ଏହି ନିର୍ବାଚନ ପ୍ରକ୍ରିୟା ଗତ ନଭେମ୍ବର ୮ ତାରିଖ ୨୦୨୫ରେ ସଫଳତା ସହ ପରିଚାଳିତ ହୋଇଛି । ଏକ ସ୍ୱଚ୍ଛ ଚୟନ ପ୍ରକ୍ରିୟା ପରେ ନିର୍ବାଚିତ ହୋଇଥିବା ନୂତନ ସଦସ୍ୟମାନେ ହେଲେ ଅଧ୍ୟକ୍ଷ ଶେଖ୍ ମୈରାଜୁଲ ହକ୍‌, ଉପାଧ୍ୟକ୍ଷ ଶ୍ରୀଯୁକ୍ତ ମନୋଜ କୁମାର ସାହୁ, ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଶରତ କୁମାର ସାହୁ, ସଚିବ ଶ୍ରୀଯୁକ୍ତ କଳିଙ୍ଗ କେଶରୀ ରଥ, ଯୁଗ୍ମ ସଚିବ ଶ୍ରୀଯୁକ୍ତ ନାଭାଲ ମହାଜନ, ଯୁଗ୍ମ ସଚିବ ଶ୍ରୀଯୁକ୍ତ ସୌଭାଗ୍ୟ ସୁନ୍ଦର ରାଉତରାୟ, ଟ୍ରେଜରର୍ ଶ୍ରୀଯୁକ୍ତ ମନମୋହନ ଅଗ୍ରୱାଲ, କାର୍ଯ୍ୟନିର୍ବାହୀ ସଦସ୍ୟ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ପାଢୀ, କାର୍ଯ୍ୟନିର୍ବାହୀ ସଦସ୍ୟ ଶ୍ରୀଯୁକ୍ତ ମାନସ କୁମାର ବେହେରା, କାର୍ଯ୍ୟନିର୍ବାହୀ ସଦସ୍ୟ ଶ୍ରୀଯୁକ୍ତ ଆଦିତ୍ୟ ଦାସ ଏବଂ କାର୍ଯ୍ୟନିର୍ବାହୀ ସଦସ୍ୟ ଶ୍ରୀଯୁକ୍ତ ଅଭୟ କୁମାର ପଣ୍ଡା ଇତ୍ୟାଦି । ନିର୍ବାଚନର ଫଳାଫଳ ଘୋଷଣଶ ଅବସରରେ କ୍ରେଡାଇର ଜାତୀୟ ଉପାଧ୍ୟକ୍ଷ ଏବଂ କ୍ରେଡାଇ ଓଡିଶା ଅଧ୍ୟକ୍ଷ ଶ୍ରୀ ସ୍‌ବଦେଶ କୁମାର ରାଉତରାୟ ଏବଂ କ୍ରେଡାଇ ଓଡିଶା ସଚିବ ଶ୍ରୀ ଅନୀଲ କୁମାର ଅଗ୍ରୱାଲ ଉପସ୍ଥିତ ଥିଲେ, ଯିଏ ନବନିର୍ବାଚିତ ସଦସ୍ୟମାନଙ୍କୁ ହାର୍ଦ୍ଦିତ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ । ନବନିର୍ବାଚିତ ଅଧ୍ୟକ୍ଷ ଶେଖ୍ ମୈରାଜୁଲ ହକ୍‌ଙ୍କ ନେତୃତ୍ୱ ଅଧିନରେ ନୂଆ ପରିଚାଳନନା କମିଟି ଭୁବନେଶ୍ୱରରେ ରିଅଲ ଇଷ୍ଟେଟ କ୍ଷେତ୍ର ପାଇଁ ଏକ ପ୍ରଗତିଶୀଳ ଦୃଷ୍ଟିକୋଣର ରୂପରେଖା ପ୍ରସ୍ତୁତ କରିଛି । ଏହି କମିଟି ନୀତି ପରିଚାଳନାକୁ ସୁଦୃଢ କରିବ, ନୈତିକ ବ୍ୟବସାୟିକ ଅଭ୍ୟାସଗୁଡିକୁ ପ୍ରୋତ୍ସାହିତ କରିବା ଏବଂ ସ୍ଥାୟୀ ବିକାଶ ପଦକ୍ଷେପଗୁଡିକୁ ସଫଳ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ରହିଛି । ସ୍ୱଚ୍ଛତା, ଉତରଦାୟିତ୍ୱ ଓ ଉପଭୋକ୍ତା ବିଶ୍ୱାସ ଉପରେ ନୂତନ ଗୁରୁତ୍ୱ ସହିତ କ୍ରେଡାଇ ଭୁବନେଶ୍ୱର ଗୃହକ୍ରେତାଙ୍କ ମଧ୍ୟରେ ବିଶ୍ୱାସ ବୃଦ୍ଧି କରିବା ଏବଂ ଅଂଚଳରେ ଡେଭ୍‌ଲପର ସମୁଦାୟର ନିର୍ଭରଯୋଗ୍ୟତାକୁ ସୁଦୃଢ କରିବା ପାଇଁ ଲକ୍ଷ୍ୟ ରଖିଛି । କ୍ରେଡାଇ ଭୁବନେଶ୍ୱର ସେମାନଙ୍କର ସକ୍ରିୟ ଅଂଶଗ୍ରହଣ ଏବଂ ନିର୍ବାଚଳ ପ୍ରକ୍ରିୟା ସମୟରେ ନିଜର ଉତ୍ସାହପୂର୍ଣ୍ଣ ସହଯୋଗ ପାଇଁ ସମସ୍ତ ସଦସ୍ୟମାନଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଛି ।

powered by social2s

ଦୀପାବଳିର ଉତ୍ସବ ଜିଓ ଭାରତ ଫୋନ ସହିତ ସୁଲଭ ମୂଲ୍ୟ ମାତ୍ର ୬୯୯ ଟଙ୍କାରୁ ଆରମ୍ଭ, ସୁଲଭ ରିଚାର୍ଜ ଓ ଅସୀମିତ ମନୋରଞ୍ଜନ

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
05 October 2025

ଭୁବନେଶ୍ୱର: ରିଲାଏନ୍ସ ଜିଓ ଏହାର "୨ଜି-ମୁକ୍ତ ଭାରତ" ଅଭିଯାନର ଅଂଶ ଭାବରେ ଓଡ଼ିଶାରେ ଗ୍ରାହକମାନଙ୍କୁ ୨ଜି ରୁ ୪ଜି କୁ ଅପଗ୍ରେଡ୍ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛି। ଏହି ଦୀପାବଳିରେ, ଜିଓ ଭାରତ ମୋବାଇଲ୍ ଫୋନ୍ ମାତ୍ର ୬୯୯ ଟଙ୍କାରୁ ଆରମ୍ଭ ହୋଇ ବେଶ ସୁଲଭ ମୂଲ୍ୟରେ ଉପଲବ୍ଧ ହେଉଛି। କମ୍ପାନୀ ରାଜ୍ୟର ୯୦ ଲକ୍ଷରୁ ଅଧିକ ଗ୍ରାହକଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି ଯେଉଁମାନେ ଏପର୍ଯ୍ୟନ୍ତ ୨ଜି ନେଟୱାର୍କ ବ୍ୟବହାର କରୁଛନ୍ତି। ଜିଓ କେବଳ ଅତ୍ୟାଧୁନିକ ୪ଜି ପ୍ରଯୁକ୍ତି ବ୍ୟବହାର କରି ଡିଜିଟାଲ୍ ଇଣ୍ଡିଆର ରୋଡମ୍ୟାପ୍ କୁ ଆଗକୁ ବଢ଼ାଉଛି। ଓଡିଶାରେ ଜିଓ ଭାରତ ଫୋନ ଦ୍ରୁତ ଗତିରେ ଲୋକପ୍ରିୟତା ହାସଲ କରୁଛି କାରଣ ଏହାର ମାସିକ ରିଚାର୍ଜ ସବୁଠାରୁ ଶସ୍ତା ରହିଛି। ଗ୍ରାହକମାନଙ୍କୁ ୨୮-ଦିନର ବୈଧତା ରହିଥିବା ପ୍ଲାନ ପାଇଁ କେବଳ ୧୨୩ ଟଙ୍କା ଦେବାକୁ ପଡିବ। ଏହି ସୁଲଭ ପ୍ଲାନରେ ଦୈନିକ ଅଧ ଜିବି ଲେଖାଏଁ ୧୪ ଜିବି ଡାଟା ଏବଂ ଅସୀମିତ କଲିଂ ଅନ୍ତର୍ଭୁକ୍ତ ରହିଛି। ଅନ୍ୟପକ୍ଷରେ, ଅନ୍ୟ ଟେଲିକମ୍ କମ୍ପାନୀଗୁଡ଼ିକର ସମାନ ଅବଧି ପ୍ଲାନ ସର୍ବନିମ୍ନ ୧୯୯ ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ସେଥିରେ ମାତ୍ର ୨ଜିବି ଡାଟା ମିଳିଥାଏ। ଏହିଭଳି ଦେଖିଲେ ଜିଓ ଭାରତ ରିଚାର୍ଜ ମୂଲ୍ୟ ଅନ୍ୟ ଅପରେଟରମାନଙ୍କ ତୁଳନାରେ ୩୮ ପ୍ରତିଶତ ଶସ୍ତା ରହିଛି ଯାହା ଦ୍ଵାରା ଗ୍ରାହକମାନେ ପ୍ରତିମାସ ଅନ୍ୟୁନ ୭୬ ଟଙ୍କା ସଞ୍ଚୟ କରିପାରିବେ। ଜିଓ ଭାରତ ବାର୍ଷିକ ପ୍ଲାନ ମଧ୍ୟ ଉପଲବ୍ଧ ରହିଛି, ଯାହା ପାଇଁ ଗ୍ରାହକମାନଙ୍କୁ କେବଳ ୧୨୩୪ ଟଙ୍କା ଦେବାକୁ ପଡିବ। ଜିଓ ଭାରତ ଫୋନ୍ ସୁଲଭ ଇଣ୍ଟରନେଟ୍ ସୁବିଧା ପ୍ରଦାନ କରିବା ସହିତ ମନୋରଞ୍ଜନ ଏବଂ ଦୈନନ୍ଦିନ ଆବଶ୍ୟକତାଗୁଡିକୁ ମଧ୍ୟ ପୂରଣ କରିଥାଏ। ଗ୍ରାହକମାନଙ୍କୁ ଜିଓ ହଟଷ୍ଟାର ସବସ୍କ୍ରିପସନ୍, ଜିଓ ସାଭନ୍‌ରେ ଆଠ କୋଟିରୁ ଅଧିକ ଗୀତର ଉପଲବ୍ଧତା ଏବଂ ଜିଓ ଟିଭିରେ ୬୦୦ରୁ ଅଧିକ ଚ୍ୟାନେଲ ଦେଖିବାର ସୁବିଧା ମିଳିଥାଏ। ଏହା ସହିତ, ଜିଓ ଭାରତ ଫୋନରେ ଜିଓ ପେ ଜରିଆରେ ଗ୍ରାହକମାନେ ୟୁପିଆଇ (UPI) ଟଙ୍କା ଦେଣନେଣ କରିପାରିବେ। ବ୍ୟବସାୟ ଏବଂ ଦୋକାନୀମାନଙ୍କ ସୁବିଧା ପାଇଁ ଜିଓ ପକ୍ଷରୁ ମାଗଣା ଜିଓ ସାଉଣ୍ଡ ପେ ସୁବିଧା ମଧ୍ୟ ଉପଲବ୍ଧ କରାଯାଉଛି।

powered by social2s

More Articles ...

  1. Five top e-commerce platforms in India for your every need
  2. 7 Must Have Apps to Help You Break Free and Redefine Your Daily Routine
  3. ଜିଓ ଫାଇବର ଓ ଜିଓ ଏୟାରଫାଇବର ସହ ଓଡ଼ିଶାରେ କୋଣ ଅନୁକୋଣରେ ଜିଓର ହାଇସ୍ପିଡ଼ ବ୍ରଡ଼ବ୍ୟାଣ୍ଡ ଡିଜିଟାଲ କ୍ରାନ୍ତି
Page 2056 of 2255
  • Start
  • Prev
  • 2051
  • 2052
  • 2053
  • 2054
  • 2055
  • 2056
  • 2057
  • 2058
  • 2059
  • 2060
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.