• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
26
Thu, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

    • ଅପରାଧ
      Details
      Feb 12 2022

      ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ପିଡବ୍ଲ୍ୟୁସି ପକ୍ଷରୁ ନିବେଶକ ରୋଡ୍ଶୋ ଆୟୋଜିତ

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
01 May 2023

ଭୁବନେଶ୍ୱର: ପିଡବ୍ଲ୍ୟୁସି ପକ୍ଷରୁ ଗତ ଏପ୍ରିଲ ୨୮ ତାରିଖ ୨୦୨୩ରେ ଭୁବନେଶ୍ୱରରେ ଧାତୁ ଓ ଖଣିଜ ପଦାର୍ଥ କ୍ଷେତ୍ରର ବିକାଶ ଉପରେ ଏକ ନିବେଶକ ରୋଡ୍ଶୋ’ର ଆୟୋଜନ କରାଯାଇଥିଲା । ଓଡିଶା ସରକାରଙ୍କ ଖଣି ଓ ଇସ୍ପାତ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ମଲ୍ଲିକ ଏହି ରୋଡ୍ଶୋ’ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାରତର ଧାତୁ ଓ ଖଣିଜ ପଦାର୍ଥ ଶିଳ୍ପର ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବୋଧିତ କରିଥିଲେ । ସେହିପରି ପିଡବ୍ଲ୍ୟୁସି ସହଯୋଗୀ ସମ୍ବିତୋଷ ମହାପାତ୍ର ସ୍ୱାଗତ ଅଭିଭାଷଣ ଦେବା ସହ ରାଜ୍ୟରେ ଧାତୁ ଓ ଖଣିଜ ପଦାର୍ଥ କ୍ଷେତ୍ରର ଗୁରୁତ୍ୱକୁ ହାଇଲାଇଟ୍ କରିଥିଲେ । ପିଡବ୍ଲ୍ୟୁସି ଭୁବନେଶ୍ୱରର ପରିଚାଳନା ସହଯୋଗୀ ଅମୁଲ୍ୟ ପଟ୍ଟନାୟକ ରାଜ୍ୟର ଧାତୁ ଓ ଖଣିଜ ପଦାର୍ଥ କ୍ଷେତ୍ର ପାଇଁ ଅନୁକୂଳ ପରିବେଶ ଓ ଇକୋସିଷ୍ଟମ ସୃଷ୍ଟି କରିବା ଲାଗି ଓଡିଶା ସରକାରଙ୍କ ପଦକ୍ଷେପଗୁଡିକୁ ପ୍ରଶଂସା କରିଥିଲେ । ଏହି ଅବସରରେ ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ, ଶ୍ରୀଯୁକ୍ତ ପ୍ରଫୁଲ୍ଲ ମଲ୍ଲିକ୍ ଧାତୁ, ଖଣି ଓ ଖଣିଜ ପଦାର୍ଥ କ୍ଷେତ୍ରର ହିତାଧିକାରୀମାନଙ୍କ ସହ ଆୟୋଜନ କରିଥିବା ସମ୍ମିଳନୀ ପାଇଁ ପିଡବ୍ଲ୍ୟୁସିର ପଦକ୍ଷେପକୁ ପ୍ରଶଂସା କରିଥିଲେ । ସେ କହିଥିଲେ, ରାଜ୍ୟର ଲକ୍ଷ୍ୟ ହେଉଛି ଏକ ଉନ୍ନତ ଖଣିଜ ପଦାର୍ଥ ଇକୋସିଷ୍ଟମ ବିକଶିତ କରିବା ଯାହା ରାଜ୍ୟ ମଧ୍ୟରେ କଂଚାମାଲକୁ ଚୂଡାନ୍ତ ଉତ୍ପାଦରେ ପରିଣତ କରିବାର ପ୍ରକ୍ରିୟାକରଣକୁୁ ସକ୍ଷମ କରିବ । ଖଣିଜ ପଦାର୍ଥ ଶିଳ୍ପର ବିକାଶ ନିଯୁକ୍ତି ସୃଷ୍ଟି କରିବା ସହ ରାଜ୍ୟ ପାଇଁ ଅଧିକ ରାଜସ୍ୱ ଆଣିବା ଯାହାକୁ ସାମାଜିକ-ଅର୍ଥନୈତିକ ସମୃଦ୍ଧି ପାଇଁ ଉପଯୋଗ କରାଯାଇପାରିବ । ରାଜ୍ୟ ସରକାର ଖଣିଜ ପଦାର୍ଥ ଶିଳ୍ପରେ ଅଧ୍ଚଳ ନିବେଶ ଆକର୍ଷିତ କରିବା ଓ ନିଯୁକ୍ତି ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ରାଜ୍ୟ ସରକାର ଖଣିଜ ପଦାର୍ଥ ଶିଳ୍ପର ବିକାଶକୁ ପ୍ରୋତ୍ସାହିତ କରିବା ଲାଗି ଅନେକ ନୀତି କାର୍ଯ୍ୟକାରୀ କରିଛନ୍ତି ଏବଂ ଏହି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅଭିବୃଦ୍ଧି ପରିଲକ୍ଷିତ କରିଛନ୍ତି ।’ କାର୍ଯ୍ୟକ୍ରମରେ ଓଡିଶା ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ମୁଖ୍ୟ ସଚିବ ମନୋଜ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେବା ସହ ଇଣ୍ଡଷ୍ଟ୍ରୀ ୪.୦ ଏବଂ ଓଡିଶାରେ ଖଣି ଓ ଧାତୁ ଶିଳ୍ପର ବିକାଶ ପାଇଁ ଟେକ୍ନୋଲୋଜିର ବ୍ୟବହାର ଉପରେ ନିଜର ମତପ୍ରକାଶ କରିଥିଲେ । ସେ ଶିଳ୍ପଗୁଡିକରେ ବୈଷୟିକ ଉଦ୍ଭାବନର ଗୁରୁତ୍ୱପୂର୍ଣ୍ଣ ରୂପାନ୍ତରଣ ଓ ସେଗୁଡିକର ଗ୍ରହଣୀୟତା ଏବଂ ସମଗ୍ର ମୂଲ୍ୟ ଶୃଙ୍ଖଳାରେ ଉତ୍ପାଦକତା ଓ ଦକ୍ଷତାକୁ ବୃଦ୍ଧି କରୁଥିବା ସୂଚନା ପ୍ରଯୁକ୍ତିବିଦ୍ୟାର ଭୂମିକା ଉପରେ ଆଲୋକପାତ କରିଥିଲେ । ଏହି ରୋଡ୍ଶୋ’ରେ ପିଡବ୍ଲ୍ୟୁସି ଧାତୁ ଓ ଖଣିଜପଦାର୍ଥ ଶିଳ୍ପର ମହତ୍ୱ ଓ ଏହା କିଭଳି ୧ ଟ୍ରିଲିୟନ ଡଲାରର ଅର୍ଥନୀତି ପାଇଁ ସାହାଯ୍ୟ କରିପାରିବ, ତାହା ଉପରେ ଦୁଇଟି ପ୍ୟାନେଲ ଆଲୋଚନାର ଆୟୋଜନ କରିଥିଲା । ଏହି ଆଲୋଚନାରେ ରାଜ୍ୟରେ ମେକ୍ ଇନ୍ ଓଡିଶାର ୩ୟ ସଂସ୍କରଣରେ ଗୁରୁତ୍ୱପୂର୍ଣ୍ଣ ନିବେଶ କରିଥିବା ଶିଳ୍ପର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରେ ଏସାର ମିନ୍ମେଟ୍ର ଏମ୍ଡି ଓ ସିଇଓ, ଶଶି ଶେଖର ମହାନ୍ତି, ଟାଟା ଷ୍ଟିଲ୍ ମାଇନିଂର ଏମ୍ଡି, ପଙ୍କଜ ସତିଜା, ଏସ୍ଏନ୍ଏମ୍ ଗ୍ରୁପ୍ର ଏମ୍ଡି ପ୍ରବୋଧ ମହାନ୍ତି, ଇରାମେଟ୍ର ସିଇଓ ସୁଯୋଗ୍ୟ ଦାସ, ଓଏମ୍ଇସିଏଲ୍ ନିର୍ଦ୍ଦେଶ. ଶୈଳେନ୍ଦ୍ର କୁମାର ସିହ୍ନା, ଓଡିଶା ଆସେଟ୍ସ, ଏଏମ୍/ଏନ୍ଏସ୍ ଇଣ୍ଡିଆର କାର୍ଯ୍ୟକାରୀ ନିର୍ଦ୍ଦେଶକ ଜି ସୁରେଶ, ବେଦାନ୍ତ ଲିମିଟେଡର ଅଧ୍ୟକ୍ଷ, ଡଃ ତପନ କୁମାର ଚାନ୍ଦ, ବିଆର୍ପିଏଲ୍ର ପରିଚାଳନା ନିର୍ଦ୍ଦେଶକ ପ୍ରିୟ ରଞ୍ଜନ ପ୍ରସାଦ, ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡ୍ର ଫେଜ୍ ୧ର ବ୍ୟବସାୟ ମୁଖ୍ୟ ଓ ଚିଫ୍ ମେଟାଲର୍ଜିଷ୍ଟ ଏ କେ ସିଂହ, ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରୀଜ୍ର ପରାମର୍ଶଦାତା ବିଭୁ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ପିଡବ୍ଲ୍ୟୁସି ଲିଡରମାନେ ଡିଜିଟାଲ ଟେକ୍ନୋଲୋଜି, ଇଏସ୍ଜି, ରିସ୍କ, ଟିକସ ଓ ଭିତିଭୂମିର ମହତ୍ୱ ଉପରେ ବିସ୍ତୃତ ଉପସ୍ଥାପନା ଦେଇଥିଲେ । ସେମାନେ ରାଜ୍ୟ ସରକାରଙ୍କ ବିଭିନ୍ନ ନୀତି ଓ ପଦକ୍ଷେପଗୁଡିକୁ ହାଇଲାଇଟ୍ କରିଥିଲେ ଯାହା ରାଜ୍ୟକୁ ଏକ ଆକର୍ଷଣୀୟ ନିବେଶ ଗନ୍ତବ୍ୟସ୍ଥଳୀରେ ପରିଣତ କରୁଛି ।

powered by social2s

ରେକର୍ଡ ୨.୨ କୋଟି ଦର୍ଶକ ଜିଓ-ସିନେମାରେ ଧୋନିଙ୍କ ଛକା ଦେଖିଲେ

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
13 April 2023

ଭୁବନେଶ୍ୱର: ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଲକ୍ଷ୍ୟର ପିଛା କରୁଥିବା ବେଳେ ଯେତେବେଳେ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଏମଏସ ଧୋନି ଛକା ବର୍ଷା କରୁଥିଲେ ସେତେବେଳେ ଜିଓ ସିନେମାରେ ଏହାକୁ ଦେଖୁଥିବା ଦର୍ଶକଙ୍କ ସଂଖ୍ୟା ୨.୨ କୋଟି ଟପିଯାଇଥିଲା। ଚଳିତ ଆଇପିଏଲ ୨୦୧୩ ସିଜିନରେ ଟୁର୍ନାମେଣ୍ଟର ଅନଲାଇନ ଲାଇଭ ଷ୍ଟ୍ରିମିଂ ପ୍ଲାଟଫର୍ମ ଜିଓ ସିନେମାରେ ଏପର୍ଯ୍ୟନ୍ତର ସର୍ବାଧିକ ଦର୍ଶକ ଧୋନିଙ୍କ ଏହି ଇନିଂସ ଦେଖିଥିଲେ । ଶେଷ ବଲ୍ ପର୍ଯ୍ୟନ୍ତ, ଦର୍ଶକମାନେ ଉତ୍କଣ୍ଠାର ସହିତ ମ୍ୟାଚର ଉତ୍ଥାନ-ପତନକୁ ଦେଖୁଥିଲେ । ମହେନ୍ଦ୍ର ସିଂ ଧୋନି ପୁଣି ଥରେ ପୁରୁଣା ଦିନର ଝଲକ ଦେଖାଇଥିଲେ । ଉତ୍ତମ ଫିନିସର ଭାବେ ପରିଚିତ ଧୋନି ଶେଷ ଓଭରରେ ଲଗାତାର ଦୁଇଟି ଛକା ମାରି ମ୍ୟାଚକୁ ଆହୁରି ରୋମାଞ୍ଚକର କରିଦେଇଥିଲେ । ଯଦିଓ ରାଜସ୍ଥାନ ରୟାଲ୍ସର ବୋଲର ସନ୍ଦୀପ ଶର୍ମା ଶେଷ ବଲରେ ମାତ୍ର ଏକ ରନ ଦେବା ଫଳରେ ଚେନ୍ନାଇ ସୁପର କିଙ୍ଗସ ତିନି ରନରେ ପରାସ୍ତ ହୋଇଥିଲା ତେବେ ଧୋନି ୧୮୮ ଷ୍ଟ୍ରାଇକ ରେଟରେ ୧୭ ବଲ୍ରୁ ୩୨ ରନ କରି ଅପରାଜିତ ରହିଥିଲେ । ଟାଟା ଆଇପିଏଲ ୨୦୨୩ ର ଡିଜିଟାଲ ଷ୍ଟ୍ରିମିଂ ପାର୍ଟନର ଜିଓ ସିନେମା ଗତ ସପ୍ତାହନ୍ତରେ ଚମତ୍କାର ପ୍ରଦର୍ଶନ କରିଛି । ପ୍ରଥମ ସପ୍ତାହନ୍ତର ଭିଡିଓ ଭିଉ ସଂଖ୍ୟା ଗତ ବର୍ଷର ପୁରା ସିଜ଼ନର ଭିଡିଓ ଭିଉ ସଂଖ୍ୟାକୁ ଅତିକ୍ରମ କରିଥିଲା । ଜିଓ ସିନେମାରେ ଭିଡିଓ ରେକର୍ଡ ୧୪୭ କୋଟିରୁ ଅଧିକ ଥର ଦେଖାଯାଇଛି । ଜିଓ ସିନେମାରେ ପ୍ରତି ଭିଡିଓ ପ୍ରତି ମ୍ୟାଚ ଦେଖାଯାଉଥିବା ସମୟରେ ୬୦ ପ୍ରତିଶତ ବୃଦ୍ଧିପାଇଛି ।

powered by social2s

Columbia Engineering and Wiley Launch New Partnership to Help Close the Labor Market Gap in Tech

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
22 March 2023

 

 

 

New Delhi(22/03/2023): Columbia University’s School of Engineering and Applied Science has announced an innovative new partnership with Wiley’s (NYSE: WLY) industry-leading talent development solution, Wiley Edge. These two leading educational organizations are helping to close the labor market gap in technology skills by combining Columbia Engineering’s cutting-edge innovation with Wiley Edge’s expertise in building job-ready talent for multinational corporations.

 

With this partnership, Wiley Edge graduates can now earn certificates from Columbia Engineering by completing training programs for high-demand roles in technology, business and banking.

 

The labor market continues to be challenged by talent shortages and skills gaps, particularly in technology and digital skills. These gaps are expected to cost businesses trillions of dollars by the end of the decade, including $162 billion annually in the technology sector alone.  

 

Columbia Engineering’s partnership with Wiley Edge addresses these pervasive labor market challenges. In alignment with Columbia Engineering’s longstanding commitment to creating and offering experiential learning opportunities, this program will provide participants with professional experience and resources to expand their career opportunities at an accelerated rate.

 

“Our partnership with Wiley creates a unique opportunity in which Wiley Edge talent can take the lessons gathered in a classroom and apply them in a hands-on setting where they receive direct feedback from industry professionals,” said Soulaymane Kachani, Senior Vice Provost of Columbia University. “It is specifically designed to prepare them for an accelerated ramp into today’s workforce. We are excited to collaborate with Wiley Edge to deliver impactful solutions to pressing labor challenges and expect our partnership to provide an important advantage to those who need advanced technological expertise early in their careers.”

 

Wiley Edge harnesses a Hire-Train-Deploy model through which college graduates are hired by Wiley Edge and trained at the Wiley Edge Academy in technology and business learning pathways. After completing their training, Wiley Edge graduates are deployed to one of Wiley’s multinational corporate clients for 12-24 months before transitioning into full-time roles with those organizations.

 

“Wiley Edge’s partnership with Columbia University addresses the persistent gap for skilled technology talent,” said Todd Zipper, Wiley’s Executive Vice President and General Manager, Talent segment. “Together, we will equip Wiley Edge graduates with the skills they need to succeed in some of the hardest-to-fill jobs in today’s economy. We applaud Columbia’s commitment to applied learning in pursuit of this goal and look forward to building on this effort to further support our Wiley Edge graduates and client companies around the world.”

 

"At Wiley Edge, we are dedicated to equipping our entry-level recruits with the necessary skills to thrive in their careers. Our partnership with Columbia University marks a significant milestone in our efforts to provide continuous learning opportunities and globally recognized credentials to young recruits in India and beyond. By delivering impactful solutions that bridge skill gaps, these esteemed certifications will enable our talent to perform at their best on-site with our Fortune 500 clients while also fostering their personal and professional growth”, added Archana Jayaraj, Director, APAC Talent and Head of India Operations, Wiley Edge.

 

“In STEM fields, it is essential to provide opportunities to engage with professionals and industry experts,” said Shih-Fu Chang, Dean of Columbia Engineering.  “The experiential learning opportunities our partnership with Wiley Edge will provide will be invaluable for participants as they seek insights and understanding of applying their knowledge in real-world scenarios.”

 

Over the last three years, Wiley Edge has tripled its portfolio of corporate clients and quadrupled the number of college graduates trained and placed in technology, business and banking roles at multinational corporations.

 

 

powered by social2s

Pamper the women in your life with gifts from Apple & other big brands at Vijay Sales’ Women’s Day Sale

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
06 March 2023

 

 

March(06/03/2023): Women's Day is quickly approaching, and what better way to make them feel special than by letting them indulge in some mind-blowing shopping therapy. To make this occasion extra special, Vijay Sales, the leading consumer retail company has rolled out a fantastic Women’s Day sale across its 120+ physical stores and their website www.vijaysales.com. Customers can get hefty discounts on Apple products and across a wide range of categories like smart wearables, tablets, smart phones, personal care, Smart Televisions, Laptops and more.

 

Confused of what to gift your women in your life that you admire? 

 

For the fitness enthusiastic women, the sale features the smart watch range starting from INR 1,399 from the most prominent brands like Amazfit Samsung, boAt, Noise, Fire-Boltt and more. You can also give the gift of self-love since Vijay Sales is offering discounts on the personal styling range from brands across Nova, Phillips, Dyson and Vega starting from INR 499. 

 

Looking to switch up her audio experience? You can get a wide range of Truly Wireless Earbuds starting at just INR 699 from brands like Samsung, boAt, Noise, JBL, Bose, Sony & more. For those who love to wear Headphones and Neckbands, there is up to 70% discount across brands like Noise, pTron, boAt, JBL, Marshall and more. Portable speakers & audio systems, which are also good gifting options, are available at up to 60% discount. 

 

Vijay Sales is known for a wide range of trending home appliances and Smart Televisions under one roof. During the Women’s Day sale, buyers can avail 54% on Air fryers, up to 45% on Laptops and up to 35% on Smart LED televisions. 

 

The Women’s Day sale has a special discount edition for Apple Lovers as well with iPhones starting at INR 52,600, MacBooks starting at INR 72,900, iPad starting at INR 28,500 & Apple Watches start at INR 26,400. All these are special prices including cash backs for HDFC Bank card holders. One can also purchase AirPods starting at INR 19,900 and Apple official accessories starting at INR 900

Apart from the special discounts, customers also earn MyVS Loyalty Reward Points of 0.75% on their purchase value every time they shop. These loyalty pints can be redeemed at Re. 1 per point at stores.

Besides, customers can avail instant discounts from top banks on their purchase at Vijay Sales stores and www.vijaysales.com.

HSBC Bank Card holders get 7.5% instant discount of up to INR 7,500 on Credit Card EMI transactions above INR 20,000. YES Bank Credit Card holders can avail an instant discount of 5% up to INR 2,000 on EMI transactions of INR 15,000 & above. Bank of Baroda Credit Card Holders can avail 5% instant discount up to INR 1,500 on EMI transactions of INR 3,000 & above. Rupay Credit Card holders can avail 10% Instant Discount up to INR 1,000 on EMI & Non EMI transactions. IndusInd Bank Debit Card holders are eligible for 5% Instant Discount up to INR 1,500 Non EMI transactions of INR 15,000 & above

 

 

 

powered by social2s

ସମ୍ବଲପୁରରେ ଆକାଶ ବାଇଜୁସ୍‌ର ପ୍ରଥମ କ୍ଲାସ୍‌ରୁମ୍ ସେଂଟର୍‌ର ଶୁଭାରମ୍ଭ

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
13 April 2023

 

 

ସମ୍ବଲପୁର :  ପରୀକ୍ଷା ପ୍ରସ୍ତୁତି ସେବା କ୍ଷେତ୍ରରେ ଭାରତର ଅଗ୍ରଣୀ ଆକାଶ ବାଇଜୁସ୍ ଏହାର ନିଟ୍‌, ଆଇଆଇଟି, ଜେଇଇ ଓ ଅଲିମ୍ପିଆଡ କୋଚିଙ୍ଗ ଏବଂ ଫାଉଣ୍ଡେଶନ ପାଠ୍ୟକ୍ରମଗୁଡିକ ପାଇଁ ମିଳୁଥିବା ବର୍ଦ୍ଧିତ ଚାହିଦାକୁ ପୂରଣ କରିବା ପାଇଁ ଓଡିଶାର ସମ୍ବଲପୁରରେ ଏହାର ପ୍ରଥମ କ୍ଲାସ୍‌ରୁମ୍ ସେଂଟର୍‌ର ଶୁଭାରମ୍ଭ କରିଛି । ଆକାଶ ବାଇଜୁସ୍ ପକ୍ଷରୁ ଏହି ନୂତନ ସେଂଟର୍ ଯୋଗ ସହିତ, ବର୍ତମାନ ଦେଶର ୨୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଏହାର ମୋଟ ୩୨୫ରୁ ଅଧିକ ସେଂଟର ରହିଛି । ସମ୍ବଲପୁରର ଏକ ପ୍ରମୁଖ ସ୍ଥାନ, ପ୍ଲଟ୍ ନମ୍ବର-୪୨୬, ଗ୍ରାଉଣ୍ଡ ଫ୍ଲୋର୍ ଓ ୧ମ ମହଲା, ହୋଟେଲ୍ କାବେରୀ ପଛ, ଭୀମଭୋଇ ପାର୍କ ରୋଡ୍‌, ଉଡି ଜୋନ୍‌ସ ପିଜା ନିକଟରେ, ଅଇଁଠାପଲିଠାରେ ବିଶାଳ ୫୯୬୮ ବର୍ଗଫୁଟ୍ ସ୍ଥାନରେ ଅବସ୍ଥିତ ଆକାଶ ବାଇଜୁସର ଏହି ସେଂଟର୍‌ରେ ୮ଟି ଶ୍ରେଣୀଗୃହ ରହିଛି । ଏହା ୧୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଡାଇରେକ୍ଟ ବା ପ୍ରତ୍ୟେକ୍ଷ କ୍ଲାସ୍ ପ୍ରଦାନ କରିପାରିବ । କନେକ୍ଟେଡ ଓ ସ୍ମାର୍ଟ କ୍ଲାସ୍‌ରୁମ୍ ଥିବା ଏହି ସେଂଟର୍ ଏହାର ହାଇବ୍ରିଡ୍ ପାଠ୍ୟକ୍ରମର ଛାତ୍ରଛାତ୍ରୀଙ୍କୁ ଏକ ବାଧାମୁକ୍ତ ଶିକ୍ଷା ଅନୁଭୂତି ପ୍ରଦାନ କରିପାରିବ । ସମ୍ବଲପୁରରେ ଏହି ନୂଆ ସେଂଟର୍‌କୁ କମ୍ପାନୀର ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଆକାଶ ବାଇଜୁସ୍‌ର ଆଂଚଳିକ ନିର୍ଦ୍ଦେଶକ ଶ୍ରୀ ଅଜୟ ବାହାଦୁର ସିଂହ ଉଦ୍‌ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଇଷ୍ଟ ରିଜୋନାଲ ଅପରେସନ ମୁଖ୍ୟ ଶ୍ରୀ ଜୟଦୀପ ମୁଖର୍ଜୀ, ଓଡ଼ିଶା ରିଜୋନାଲ ସେଲ୍ସ ଏବଂ ଗ୍ରୋଥ ମୁଖ୍ୟ ଶ୍ରୀ ବିକାଶ ଦାସ, ଇଷ୍ଟ ଡେପୁଟି ଡାଇରେକ୍ଟର ଶ୍ରୀ ସୂର୍ଯ୍ୟଭାନୁ ସିଂ, ଓଡ଼ିଶା ଆସିଷ୍ଟାଂଟ ଡାଇରେକ୍ଟର ଶ୍ରୀ ରାଜୀବ ନୟନ ଏବଂ ରିଜୋନାଲ ଏଚଆର ମୁଖ୍ୟ ଶ୍ରୀ ସାଗର ଚକ୍ରବର୍ତୀ ପ୍ରମୁଖ ଉପସ୍ଥିତ ଥିଲେ ।

 

 ଛାତ୍ରଛାତ୍ରୀମାନେ ନାମ ଲେଖାଇବା ପାଇଁ ନିଜର ମାର୍କସିଟ୍ ସିଧାସଳଖ ସେୟାର କରି ଇନ୍‌ଷ୍ଟାଂଟ୍ ଆଡ୍‌ମିଶନ କମ୍ ସ୍କୋଲାରସିପ୍ ଟେଷ୍ଟ (ଆଇଏସିଏସ୍‌ଟି), ଏସିଏସ୍‌ଟି ଦେଇପାରିବେ କିମ୍ବା ଚଳିତ ବର୍ଷ ଶେଷ ଆଡକୁ ହେବାକୁ ଥିବା ଇନ୍‌ଷ୍ଟିଚ୍ୟୁଟ୍‌ର ଫ୍ଲାଗ୍‌ସିପ୍ ଆନୁଆଲ ସ୍କଲାରସିପ୍ ଏଗ୍‌ଜାମ ଆକାଶ ବାଇଜୁସ୍ ନ୍ୟାଶନାଲ ଟାଲୋଂଟ୍ ହଂଟ୍ ଏଗ୍‌ଜାମ (ଆନ୍ଥେ) ପାଇଁ ପଞ୍ଜୀକରଣ କରିପାରିବେ । ନିକଟରେ ଶେଷ ହୋଇଥିବା ଆନ୍ଥେ ୨୦୨୨ରେ କେବଳ ସମ୍ବଲପୁରରୁ ୬୦୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

 

 ସମ୍ବଲପୁରରେ ପ୍ରଥମ ସେଂଟର ଖୋଲିବା ସମ୍ପର୍କରେ ଆକାଶ ବାଇଜୁସ୍‌ର ସିଇଓ ଶ୍ରୀ ଅଭିଷେକ ମାହେଶ୍ୱରୀ କହିଛନ୍ତି, ‘ଆକାଶ ବାଇଜୁସ୍‌ରେ ଆମେ ଛାତ୍ରଛାତ୍ରୀ-କୈନ୍ଦ୍ରିକ ଶିକ୍ଷାକୁ ପ୍ରୋତ୍ସାହିତ କରିବାରେ ବିଶ୍ୱାସ ରଖିଥାଉ, ଯାହାର ଅର୍ଥ ହେଉଛି ଛାତ୍ରଛାତ୍ରୀମାନେ ରହୁଥିବା ସ୍ଥାନରେ ହିଁ ପାଠ୍ୟକ୍ରମ ଓ ଶିକ୍ଷା ପ୍ରଦାନ କରିବା । ଆମେ ଆମ ଛାତ୍ରଛାତ୍ରୀଙ୍କ ଶିକ୍ଷା ଅନୁଭୂତି ଓ ଫଳାଫଳକୁ ଉନ୍ନତ କରିବା ଏବଂ ସେମାନଙ୍କୁ ନିଜର ଉଚ୍ଚଶିକ୍ଷା ସ୍ୱପ୍ନଗୁଡିକୁ ସାକାର କରିବାରେ ସାହାଯ୍ୟ କରିବା ପାଇଁ ଉଭୟ ବାସ୍ତବ ଓ ଭର୍ଚୁଆଲ ଦୁନିଆର ସର୍ବୋତମତା ପ୍ରଦାନ କରିବାକୁ ଚାହୁଁଛୁ ।’ ସେହିପରି ଆକାଶ ବାଇଜୁସ୍‌ର ଆଂଚଳିକ ନିର୍ଦ୍ଦେଶକ ଶ୍ରୀ ଅଜୟ ବାହାଦୂର ସିଂହ କହିଛନ୍ତି, ‘ଆମେ ସମ୍ବଲପୁରରେ ଆମର ପ୍ରଥମ ସେଂଟର୍ ଖୋଲି ଖୁସି ଅନୁଭବ କରୁଛୁ ଯାହା ଶହ ଶହ ନିଟ୍‌, ଜେଇଇ ଓ ଅଲିମ୍ପିଆଡ ଆଶାୟୀଙ୍କ ଘର ଅଟେ ଯିଏ ବାସ୍ତବରେ ଆମର କୋଚିଂ ସେବାଗୁଡିକୁ ଗୁରୁତ୍ୱ ଦିଅନ୍ତି ଓ ସନ୍ଧାନ କରନ୍ତି । ଆମର ସମସ୍ତ ସେଂଟର୍‌ରେ ପ୍ରଶିକ୍ଷିତ ଶିକ୍ଷକ, ମେଂଟର ଓ କାଉନ୍ସିଲର ଅଛନ୍ତି ଯେଉଁମାନେ ଏକ ସେଂଟର୍ ଏକ ବଡ ସହରରୁ ଯେତେ ଦୂରରେ ଥାଉନା କାହିଁକି ପାଠ୍ୟ ବିତରଣର ମାନ ସବୁବେଳେ ବଜାୟ ରଖିଥାନ୍ତି । ଏବେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରରେ ବିଶ୍ୱସ୍ତରୀୟ କୋଚିଙ୍ଗ୍ ପହଂଚିପାରିଛି ଏବଂ ଏବେ ସେମାନଙ୍କୁ  ନିଜର ଅଭିଭାବକ ଓ ପରିବାର ଛାଡି କୋଚିଂ ପାଇଁ ଅନ୍ୟ ସହରକୁ ଯିବାକୁ ପଡିବ ନାହିଁ ।’

 

ଆକାଶ ବାଇଜୁସ୍ ଏହାର ଡାଇରେକ୍ଟ ଓ ଅନ୍‌ଲାଇନ୍ କ୍ଲାସ୍‌ରୁମ୍ ମାଧ୍ୟମରେ ପ୍ରତିବର୍ଷ ୩.୩୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନିଟ୍‌, ଆଇଆଇଟି-ଜେଇଇ, ଅଲିମ୍ପିଆଡ୍ ଓ ଫାଉଣ୍ଡେଶନ ପ୍ରୋଗ୍ରାମଗୁଡିକ ପାଇଁ ଫଳାଫଳ-ଆଧାରିତ କୋଚିଂ ସେବା ପ୍ରଦାନ କରୁଛି । ଏହା ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଟିୟର ୨ ଓ ୩ ସହର, ଟାଉନ୍‌ଗୁଡିକରେ ନିଜର ଅଫ୍‌ଲାଇନ୍ ଉପସ୍ଥିତିକୁ ଦ୍ରୁତ ବେଗରେ ବିସ୍ତାର କରିବା ସହିତ ନିଜର କ୍ଲାଉଡ୍‌-ଆଧାରିତ ଅନ୍‌ଲାଇନ୍ କୋଚିଂ ସେବାଗୁଡିକୁ ମଧ୍ୟ ବୃଦ୍ଧି କରୁଛି ।

 

powered by social2s

Airtel launches introductory ‘Unlimited data’ offer for its 5G customers

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
17 March 2023

 

Bhubaneswar(17/03/2023): Bharti Airtel (“Airtel”), India’s leading telecommunications services provider, today announced the launch of unlimited 5G data for its customers with the view to encouraging them to experience the power of the Airtel 5G Plus network. Customers will now be able to experience ultrafast, reliable and secure 5G Plus services without having to worry about data exhaustion as the company removes the capping on data usage across all existing plans.  

All postpaid customers and those prepaid customers with a data plan of Rs.239 and above will be able to avail of the offer. The Airtel 5G Plus service will be available to customers in over 270 cities in the country. All they will need is: A 5G compatible device and Being in a 5G network area. Customers can simply log on to the Airtel Thanks App https://www.airtel.in/airtel-thanks-app and claim the offer.  

Commenting on the launch, Shashwat Sharma, Director Consumer Business, Bharti Airtel said, “We are obsessed with delighting our customers with best-in-class products and services. This introductory offer is in line with the philosophy of wanting our customers to be able to surf, stream, chat and enjoy multiple benefits at blazing speeds without having to worry about data limits. We hope our customers enjoy the power of world-class Airtel 5G Plus.”

Airtel 5G Plus has three compelling advantages for its customers: it has up to 30 times higher speeds than 4G, a technology that’s accepted the world-over and a network that is kinder to the environment.

 

Its service availability is also rapidly expanding ─ including to the remotest towns and villages. The company is working towards offering nationwide coverage and is well poised to cover every town and key rural area with 5G services by the end of March 2024.

 

In the last one year, alone, Airtel has demonstrated the power of 5G with a host of powerful use cases that will change the way customers lead their lives and do business. From India’s first live 5G network in Hyderabad to India's first private 5G network at the BOSCH facility in Bengaluru to partnering with Mahindra & Mahindra to make its Chakan manufacturing facility, India’s first 5G enabled auto manufacturing unit, Airtel has been at the forefront of 5G innovation

 

 

powered by social2s

ଆନ୍ଧ୍ରପ୍ରଦେଶରେ ୧୦ ଗିଗାୱାଟ୍ ସୋଲାର ପାୱାର ପ୍ଲାଂଟ୍‌ରେ ନିବେଶ କରିବ ରିଲାଏନ୍ସ: ମୁକେଶ ଅମ୍ବାନି

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
03 March 2023

 

 

 

ଭୁବନେଶ୍ୱର/ ବିଶାଖପାଟଣା: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଆନ୍ଧ୍ରପ୍ରଦେଶରେ ୧୦ ଗିଗାୱାଟ୍ ସୋଲାର ପାୱାର ପ୍ଲାଂଟ୍‌ରେ ପୁଂଜିନିବେଶ କରିବ । ଆନ୍ଧ୍ର ପ୍ରଦେଶର ଉତ୍ପାଦଗୁଡ଼ିକୁ ସାରା ଦେଶରେ ପହଂଚାଇବା ଲାଗି ରିଲାଏନ୍ସ ରିଟେଲ୍ ଏହାର କୃଷି ଆଧାରିତ ଉତ୍ପାଦ ଓ ଅନ୍ୟାନ୍ୟ ସାମଗ୍ରୀଗୁଡିକୁ ଅଧିକରୁ ଅଧିକ ମାତ୍ରାରେ କିଣିବ । ରିଲାଏନ୍ସର ଏହି ପଦକ୍ଷେପଗୁଡ଼ିକ ପ୍ରଭାବରେ ଆନ୍ଧ୍ର ପ୍ରଦେଶରେ ୫୦ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି 'ଆନ୍ଧ୍ରପ୍ରଦେଶ ଗ୍ଲୋବାଲ୍ ନିବେଶକ ସମ୍ମିଳନୀ ୨୦୨୩’ ରେ ଯୋଗଦେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନି କହିଛନ୍ତି ।

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କ ଉପସ୍ଥିତିରେ ଏହି ସମ୍ମିଳନୀରେ ରିଟେଲ୍ କ୍ଷେତ୍ର ସମ୍ପର୍କରରେ ଉପସ୍ଥାପନା କରି ମୁକେଶ ଅମ୍ବାନି କହିଛନ୍ତି ଯେ ଆନ୍ଧ୍ରପ୍ରଦେଶର ୬ ହଜାର ଗ୍ରାମର ୧ ଲକ୍ଷ ୨୦ ହଜାରରୁ ଅଧିକ କିରାନା ବ୍ୟବସାୟୀଙ୍କ ସହ ରିଲାଏନ୍ସ ରିଟେଲ୍ ସହଯୋଗିତା ସ୍ଥାପନ କରିଛି । ଡିଜିଟାଲ୍ ଯୁଗରେ ଛୋଟ ବ୍ୟବସାୟୀମାନେ ଯେଭଳି ସମୃଦ୍ଧ ହୋଇପାରିବେ ସେଥିପାଇଁ ସେମାନଙ୍କ ଲାଗି ଆବଶ୍ୟକ ଉପକରଣ ଉପଲବ୍ଧ କରାଯାଇଛି । ରିଲାଏନ୍ସ ରିଟେଲ୍ ଆନ୍ଧ୍ରପ୍ରଦେଶରେ ୨୦,୦୦୦ରୁ ଅଧିକ ପ୍ରତ୍ୟକ୍ଷ ନିଯୁକ୍ତି ଏବଂ ବହୁ ସଂଖ୍ୟାରେ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିପାରିଛି ।

ରିଲାଏନ୍ସ ଜିଓ ବିଷୟରେ ପ୍ରକାଶ କରି ମୁକେଶ ଅମ୍ବାନି କହିଛନ୍ତି ଯେ ଆନ୍ଧ୍ରପ୍ରଦେଶ ସମେତ ସାରା ଦେଶରେ ୨୦୨୩ ଶେଷ ସୁଦ୍ଧା ଜିଓ ଟ୍ରୁ-୫ଜିର ଶୁଭାରମ୍ଭ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବ । ୪୦ ହଜାର କୋଟି ଟଙ୍କାରୁ ଅଧିକ ନିବେଶ କରି ଜିଓ ଆନ୍ଧ୍ରପ୍ରଦେଶରେ ସବୁଠୁ ବଡ଼ ଏବଂ ଉନ୍ନତ ଡିଜିଟାଲ୍ ନେଟ୍‌ୱର୍କ ପ୍ରସ୍ତୁତ କରିଛି ଯାହା ରାଜ୍ୟର ୯୮ ପ୍ରତିଶତ ଲୋକମାନଙ୍କ ପାଖରେ ପହଂଚିପାରିଛି । ଜିଓ ଟ୍ରୁ-୫ଜି ଜରିଆରେ ଅର୍ଥନୀତିକୁ ନୂଆ ଗତି ମିଳିବ ଏବଂ ବଡ଼ ଧରଣର ବ୍ୟବସାୟ ଓ ରୋଜଗାର ସୁଯୋଗ ସୃଷ୍ଟି ହେବ ।

ଆନ୍ଧ୍ରପ୍ରଦେଶର ବିଶାଳ ଆର୍ଥିକ କ୍ଷମତାକୁ ପ୍ରଶଂସା କରି ମୁକେଶ ଅମ୍ବାନି କହିଛନ୍ତି ଯେ ରାଜ୍ୟର ଆର୍ଥିକ କ୍ଷମତା ଉପରେ ପ୍ରଥମେ ବିଶ୍ୱାସ ପ୍ରକଟ କରିଥିବା କିଛି ହାତଗଣତି ଭାରତୀୟ କଂପାନିଙ୍କ ମଧ୍ୟରୁ ରିଲାଏନ୍ସ ଅନ୍ୟତମ । ରାଜ୍ୟର କେଜି-ଡି୬ ବେସିନ୍ ଓ ତାହାର ପାଇପ୍‌ଲାଇନ୍‌ରେ ଆମେ ୧,୫୦,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ କରିଛୁ । ଦେଶର ମୋଟ ଗ୍ୟାସ୍ ଉତ୍ପାଦନରେ କେଜି-ଡି୬ର ପ୍ରାୟ ୩୦ ପ୍ରତିଶତ ଯୋଗଦାନ ରହିଛି ।

ଆନ୍ଧ୍ରପ୍ରଦେଶର ବିଶେଷ ଗୁଣଗୁଡ଼ିକ ବିଷୟରେ ଉଲ୍ଲେଖ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନି କହିଛନ୍ତି ଯେ ଏଠାରେ ଫାର୍ମା ଓ ଭିତିଭୂମି କ୍ଷେତ୍ରରେ ଉଦ୍ୟୋଗ ଓ ଉଦ୍ୟୋଗପତିମାନଙ୍କ ଲମ୍ବା ଧାଡ଼ି ରହିଛି ଏବଂ ସବୁଠୁ ବଡ଼ କଥା ହେଉଛି ଆନ୍ଧ୍ରପ୍ରଦେଶ ପାଖରେ ବିଶାଳ ସମୁଦ୍ର ଉପକୂଳ ରହିଛି ଯାହା ତାହାକୁ ବ୍ଲୁ ଅର୍ଥନୀତିରେ ପରିଣତ କରିବାର କ୍ଷମତା ରଖୁଛି । ନୂଆ ଭାରତର ବିକାଶ କାହାଣୀରେ ଆନ୍ଧ୍ରପ୍ରଦେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ ଭରସା ପ୍ରକଟ କରିଛନ୍ତି ।

 

 

powered by social2s

More Articles ...

  1. ଭୁବନେଶ୍ୱରରେ ଖୁବ୍‌ଶୀଘ୍ର ଶେଷ ହେବାକୁ ଯାଉଛି ଡିଏନ୍ ହୋମସ୍‌ର ବହୁଚର୍ଚ୍ଚିତ ପ୍ରକଳ୍ପ “ଫେରିଟେଲ”
  2. କୃଷି କ୍ଷେତ୍ରରେ ନୂଆ ବିଚାରଧାରାକୁ ଚିହ୍ନଟ କରିବା ଓ ଗ୍ରାମାଞ୍ଚଳ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ପାଇଁ ଟାଫେ ପକ୍ଷରୁ 'ମାସେ ଡାଇନାଷ୍ଟାର୍ ପ୍ରତିଯୋଗିତା-ସିଜନ ୧' ର ଶୁଭାରମ୍ଭ
  3. Reliance Jewels Reveals a Unique Valentine’s Day collection
Page 2059 of 2253
  • Start
  • Prev
  • 2054
  • 2055
  • 2056
  • 2057
  • 2058
  • 2059
  • 2060
  • 2061
  • 2062
  • 2063
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.