• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
26
Thu, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

    • ଅପରାଧ
      Details
      Feb 12 2022

      ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ଭୁବନେଶ୍ୱରରେ ଖୁବ୍‌ଶୀଘ୍ର ଶେଷ ହେବାକୁ ଯାଉଛି ଡିଏନ୍ ହୋମସ୍‌ର ବହୁଚର୍ଚ୍ଚିତ ପ୍ରକଳ୍ପ “ଫେରିଟେଲ”

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
02 March 2023

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ରିଅଲ ଇଷ୍ଟେଟ ସଂସ୍ଥା ଡିଏନ୍ ହୋମସ୍ ଏହାର ବହୁ ଚର୍ଚ୍ଚିତ ବାସଗୃହ ପ୍ରକଳ୍ପ “ଡିଏନ ଫେରିଟେଲ” ର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ କରିବାକୁ ଯାଉଛି । କୋଭିଡ ମହାମାରୀ ଆରମ୍ଭ ପୂର୍ବରୁ ୨୦୧୯ ମସିହାରେ ଏହି ପ୍ରକଳ୍ପର ଶୁଭାରମ୍ଭ ହୋଇଥିଲା । ଫନୀ ମହାବାତ୍ୟା ଓ କୋଭିଡ ମହାମାରୀ ଭଳି ଭୟଙ୍କର ଦୁର୍ବିପାକ ସତ୍ୱେ ଏହି ପ୍ରକଳ୍ପର କାର୍ଯ୍ୟକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆମେ ସମ୍ପୂର୍ଣ୍ଣ କରିବାକୁ ଯାଉଛୁ ବୋଲି ଡିଏନ୍ ହୋମସ୍ ର କାର୍ଯ୍ୟନିର୍ବାହୀ ଭାଇସ ପ୍ରେସିଡେଂଟ ଶ୍ରୀ ଶ୍ୟାମସୁନ୍ଦର ପାଢ଼ୀ ଭୁବନେଶ୍ୱର ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମେଳନୀରେ ପ୍ରକାଶ କରିଛନ୍ତି । ଡିଏନ୍ ହୋମସ୍ ସବୁବେଳେ ଏହାର ଗ୍ରାହକଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେଇଥାଏ ଏବଂ ସେମାନଙ୍କର ବିଶ୍ୱାସ ଓ ଭରସାକୁ ପୁଞ୍ଜିକରି ଆଗକୁ ବଢ଼ିଥାଏ ବୋଲି ସେ ପ୍ରକାଶ କରିଛନ୍ତି । “ଡିଏନ ଫେରିଟେଲ” ନାମଟି ଯେତିକି ଚିତାକର୍ଷକ, ଏହି ପ୍ରକଳ୍ପଟି ମଧ୍ୟ ସେତିକି ଉତମମାନର ହୋଇଛି । ଉଭୟ ଶିଶୁ ଓ ବୟସ୍କମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ପ୍ରକଳ୍ପର ଯୋଜନା ପ୍ରସ୍ତୁତ କରାଯାଇଛି । ଏହାର ଗ୍ରାହକମାନଙ୍କ ପାଇଁ ଜଗିଂ ଟ୍ରାକ୍‌, ଶୀତତାପ ନିୟନ୍ତ୍ରିତ ଜିମ୍‌, ସୁଇମିଂପୁଲ୍‌, କିଡ୍‌ସ ପୁଲ, ଫିସ ପଣ୍ଡ, ସପିଂ ସେଂଟର, ଟେନିସ କୋର୍ଟ, କ୍ରିକେଟ ନେଟ ପ୍ରାକ୍ଟିସ, ଆମ୍ପି ଥିଏଟର, ରେଷ୍ଟୁରାଂଟ, କାଫେଟେରିଆ, ତିନି ଥାକିଆ ସିକ୍ୟୋରୀଟି ବ୍ୟବସ୍ଥା ସହ ଅନ୍ୟାନ୍ୟ ବହୁ ସୁବିଧା ସୁଯୋଗ ଏହି ପ୍ରକଳ୍ପରେ ରହିଛି । ସେହିପରି ପିଲାମାନଙ୍କ ପାଇଁ ନିର୍ଦ୍ଧାରିତ ଖେଳିବା ସ୍ଥାନ, କ୍ରେଚ ଏବଂ ପ୍ରି-ସ୍କୁଲର ସୁବିଧା ସହିତ ବୟସ୍କ ନାଗରିକଙ୍କ ପାଇଁ ଅବସର ବିନୋଦନ ନିମନ୍ତେ ବ୍ୟବସ୍ଥା କରାଯାଇଛି । ବାସଗୃହ ପ୍ରକଳ୍ପ ନିର୍ମାଣ ନିମନ୍ତେ ଡିଏନ୍ ହୋମସ୍ ସବୁବେଳେ ଭୁବନେଶ୍ୱରର ଗ୍ରୋଥ କରିଡରକୁ ଅଗ୍ରାଧିକାର ଦେଇଛି । ନୂଆ ଭୁବନେଶ୍ୱର ତଥା ଇନଫୋଭାଲିରେ ବିଭିନ୍ନ କର୍ପୋରେଟମାନଙ୍କରେ କାର୍ଯ୍ୟ କରୁଥିବା ଓ କରିବାକୁ ଯାଉଥିବା ଲୋକଙ୍କର ବାସଗୃହର ଆବଶ୍ୟକତାକୁ ନଜରରେ ରଖି ଏହି ପ୍ରକଳ୍ପର ଯୋଜନା କରାଯାଇଥିଲା । ଡିଏନ୍ ଫେରିଟେଲ ପ୍ରକଳ୍ପର ପ୍ରମୂଖ ବିଶେଷତ୍ୱ ହେଲା ଏହି ପ୍ରକଳ୍ପ ଭୁବନେଶ୍ୱରର ଆଇଟି ହବ୍ ଏବଂ ୩୭୦ ଏକର ପରିମତ ଅଂଚଳରେ ନିର୍ମିତ ହେବାକୁ ଥିବା ଇନଫୋଭାଲି ନିକଟରେ ରହିଛି । ଇନଫୋଭାଲିରେ ନିର୍ମାଣ ହୋଇଥିବା ଏବଂ ହେବାକୁ ଥିବା ବଡ଼ ବଡ଼ କର୍ପୋରେଟ ଅଫିସ, କ୍ୟାନ୍ସର ହସ୍ପିଟାଲ, ମଲଟି ସ୍ପେଶାଲିଷ୍ଟ ହସ୍ପିଟାଲ, ସ୍ପୋର୍ଟସ ସେଂଟର ସହିତ ଆଇଟି ହବ୍‌ରେ କାର୍ଯ୍ୟ କରୁଥିବା ଏବଂ କରିବାକୁ ଯାଉଥିବା କର୍ମଚାରୀମାନଙ୍କ ପାଇଁ “ଡିଏନ୍ ଫେରିଟେଲ୍‌”ବାସଗୃହ ଯୋଗାଇବାରେ ସହାୟକ ହେବ । ଏବଂ ଇନଫୋଭାଲିର ସଫଳତା ନିମନ୍ତେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ । ଇଶ୍ୱରଙ୍କ ଆଶୀର୍ବାଦରୁ ତଥା ଆମର ପ୍ରିୟ ଗ୍ରାହକମାନଙ୍କ ସହଯୋଗରୁ ୭୦୮ ଫ୍ଲାଟ ବିଶିଷ୍ଟ ଏହି ପ୍ରକଳ୍ପର କାମ ଖୁବ ଶୀଘ୍ର ସମ୍ପୂର୍ଣ୍ଣ ହେବାକୁ ଯାଉଛି ବୋଲି କମ୍ପାନୀର ଭାଇସ୍ ପ୍ରେସିଡେଂଟ ସେଲସ୍ ଶ୍ରୀ ନିଖିଲ ବାଜପେୟୀ କହିଛନ୍ତି । ଏହି ପ୍ରକଳ୍ପ ଯୋଗୁଁ ସମଗ୍ର ମଦନପୁର ଓ ଦୁର୍ଗାପୁର ଅଂଚଳର ସାମାଜିକ ଭିତିଭୂମିର ବିକାଶ ମଧ୍ୟ ଘଟିବା ସହ ସ୍ଥାନୀୟ ବାସିନ୍ଦାମାନଙ୍କର ଆର୍ଥିକ ମାନଦଣ୍ଡର ଅଭିବୃଦ୍ଧି ଘଟିବ । ମାତ୍ର ତିନି ବର୍ଷ ବ୍ୟବଧାନରେ ଏହି ପ୍ରକଳ୍ପର ଦାମ ଆଶାତୀତ ଭାବେ ବୃଦ୍ଧି ଘଟିଥିବାରୁ ଏଥିରେ ପୁଞ୍ଜି ନିବେଶ କରିଥିବା ଗ୍ରାହକ ଏବଂ ନିବେଶକାରୀମାନେ ବେଶ ଲାଭବାନ ହୋଇଛନ୍ତି । ଡିଏନ୍ ହୋମସ୍ ସବୁ ସମୟରେ ନିଜ ଗ୍ରାହକଙ୍କୁ ଉଚିତ ମୂଲ୍ୟରେ ଉତମ ମାନର ଘର, ଠିକଣା ସମୟରେ ପ୍ରଦାନ କରି ଆସୁଥିବାରୁ ଗ୍ରାହକମାନଙ୍କର ବିଶ୍ୱାସ ଓ ଭରସାର ପାତ୍ର ହୋଇପାରିଛି ବୋଲି ଶ୍ରୀ ବାଜପେୟୀ ମନ୍ତବ୍ୟ ରଖିଛନ୍ତି ।

powered by social2s

କୃଷି କ୍ଷେତ୍ରରେ ନୂଆ ବିଚାରଧାରାକୁ ଚିହ୍ନଟ କରିବା ଓ ଗ୍ରାମାଞ୍ଚଳ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ପାଇଁ ଟାଫେ ପକ୍ଷରୁ 'ମାସେ ଡାଇନାଷ୍ଟାର୍ ପ୍ରତିଯୋଗିତା-ସିଜନ ୧' ର ଶୁଭାରମ୍ଭ

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
15 February 2023

ନୂଆଦିଲ୍ଲୀ: ବିଶ୍ଵର ୩ୟ ସର୍ବବୃହତ ଟ୍ରାକ୍ଟର ନିର୍ମାତା ଏବଂ ଭାରତରେ ବିଶ୍ଵବ୍ୟାପୀ ପ୍ରଶଂସିତ ମାସେ ଫରଗୁସନ ଟ୍ରାକ୍ଟରର ନିର୍ମାତା ଟାଫେ-ଟାକ୍ସର୍ସ ଆଣ୍ଡ୍ ଫାର୍ମ ଇକ୍ଵିପ୍‌ମେଂଟ୍ ଲିମିଟେଡ୍ ପକ୍ଷରୁ ‘ମାସେ ଡାଇନାଷ୍ଟାର୍ କଂଟେଷ୍ଟ ୨୦୨୩–#ସବ୍‌ସେବଡେଅଲରାଉଣ୍ଡର୍ କି ତଲାସ୍’-ସିଜନ ୧’ର ଶୁଭାରମ୍ଭ କରାଯାଇଛି। ଏହା ହେଉଛି ଏକ ମୂଳ ଓ ସୃଜନଶୀଳ ବିଚାରଧାରା ରଖୁଥିବା କୃଷକ, ଉଦ୍ୟୋଗୀ, ଷ୍ଟାର୍ଟଅପ୍, ଛାତ୍ରଛାତ୍ରୀ, ଶିକ୍ଷାବିତ୍, ଯେକୌଣସି ବ୍ଯକ୍ତିବିଶେଷ କିମ୍ବା ସଂସ୍ଥା ପାଇଁ ଏକ ଅନଲାଇନ୍ ଅନୁସନ୍ଧାନ ଯାହା ମାସେ ଫରଗୁସନ ଡାଇନାଟ୍ରାକ୍ ଟ୍ରାକ୍ଟରର ବ୍ୟବହାର କରି ଜୀବନକୁ ପ୍ରଭାବୀ ରୂପେ ପରିବର୍ତନ କରିପାରୁଥ‌ିବ। ଏହି ପ୍ରତିଯୋଗିତାର ବିଜେତାଙ୍କୁ ୭.୫ ଲକ୍ଷ ଟଙ୍କା ମୂଲ୍ୟର ଏକ ମାସେ ଫର୍‌ଗୁସନ ୨୪୧ ଡାଇନାଟ୍ରାକ୍ ଟ୍ରାକ୍ଟର ପ୍ରଦାନ କରାଯିବ। ଏହାବ୍ୟତୀତ ପ୍ରଥମ ଦୁଇ ରନର୍-ଅପଙ୍କୁ ୮ଗ୍ରାମର ଗୋଲ୍ଡ କେଏନ୍, ଶୀର୍ଷ ୨୦ ଜଣ ମନୋନୀତ ଅଂଶଗ୍ରହଣକାରୀଙ୍କୁ ୫୦୦୦ ଟଙ୍କା ମୂଲ୍ଯର ଗିଫ୍ଟ ହାମ୍ପର, ପ୍ରଥମ ୧୦୦ ଜଣ ବୈଧ ପ୍ରାରମ୍ଭିକ ପ୍ରବେଶକୁ ୫୦୦ଟଙ୍କାର ଗିଫ୍ଟ ଭାଉଚର୍ ଏବଂ ପ୍ରତିଯୋଗିତା ଉପରେ ୩ଟି ସର୍ବୋତ୍ତମ ସୋମିଆଲ ମିଡିଆ ପୋଷ୍ଟକୁ ୨୦୦୦ ଟଙ୍କା ମୂଲ୍ଯର ଗିଫ୍ଟ ଭାଉଚର୍ ମିଳିବ। ଏହି ପ୍ରତିଯୋଗିତା ୧୮ ବର୍ଷରୁ ଉର୍ଦ୍ଧ୍ଵ ସମସ୍ତ ଭାରତୀୟ ନାଗରିକଙ୍କ ପାଇଁ ବିନା କୌଣସି ପ୍ରବେଶ ଶୁଳ୍କରେ ଖୋଲା ରହିଛି। ଅଂଶଗ୍ରହଣକାରୀମାନେ MasseyFergusonIndia.com/DYNASTAR କୁ ଭିଜିଟ୍ କରି ନିଜର କଂଟେଷ୍ଟ ଏଂଟ୍ରିକୁ ଅପ୍‌ଲୋଡ୍ କରି ପାରିବେ । ପ୍ରତିଯୋଗିତା ପାଇଁ ପଞ୍ଜୀକରଣ ଆସନ୍ତା ଫେବୃଆରୀ ୨୭ ତାରିଖ, ୨୦୨୩ ପର୍ଯ୍ୟନ୍ତ ଖୋଲା ରହିବ। ପ୍ରତିଯୋଗୀମାନେ ‘ମାସେ ଫର୍‌ଗୁସନ ଡାଇନାଟ୍ରାକ୍ ଟ୍ରାକ୍ଟର ସହିତ ଆପଣ କ’ଣ ଭିନ୍ନ କରିପାରିବେ ? ’ ପ୍ରଶ୍ନର ଜବାବ ଭାବେ ଯେକୌଣସି ଭାରତୀୟ ଆଂଚଳିକ ଭାଷା କିମ୍ବା ଇଂରାଜୀରେ କିଛି ମୌଳିକ ବିବରଣୀ ସହିତ ନିଜର ସ୍ଵତନ୍ତ୍ର ଓ ଅଭିନବ ବିଚାରଧାରାକୁ ଏକ ଭିଡିଓ ( ସର୍ବାଧ‌ିକ ୧୦ ମିନିଟ୍) ଆକାରରେ କିମ୍ବା ଟେକ୍ସଟ୍‌ ଫର୍ମାଟ୍‌ ଦାଖଲ କରିପାରିବେ। ଉପସ୍ଥାପନ କରାଯାଇଥିବା ବିଚାରଧାରା ବ୍ୟବହାରିକ ଓ ଯୁକ୍ତିଯୁକ୍ତ ହୋଇଥିବା ଉଚିତ୍। ମନୋନୀତ ପ୍ରତିଯୋଗୀମାନଙ୍କୁ ପ୍ରତିଯୋଗିତାର ଏକ ସ୍ବତନ୍ତ୍ର ଜୁରୀ ନିକଟରେ 'ସେମାନେ କିଭଳି ନିଜର ଉଦ୍ଦେଶ୍ଯକୁ ହାସଲ କରିବେ' ତାହା ଉପରେ ଏକ ବିସ୍ତୃତ ଯୋଜନା ଉପସ୍ଥାପନ କରିବା ପାଇଁ ଆମନ୍ତ୍ରିତ କରାଯିବ। ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ପ୍ରତିଯୋଗୀଙ୍କୁ: ୧. MasseyFergusonIndia.com/DYNASTAR ୱେବସାଇଟରେ ପଞ୍ଜୀକରଣ କରିବାକୁ ହେବ। ୨. ଏମ୍ଏଫ୍ ଡାଇନାଟ୍ରାକ୍ ଟ୍ରାକ୍ଟର ସମ୍ପର୍କରେ ୪ ଟି ସରଳ ପ୍ରଶ୍ନ ଥିବା ଏକ ସହଜ କ୍ୱିଜର ଉତ୍ତର ଦେବାକୁ ହେବ। ୩. କ୍ଵିଜକୁ ସଫଳତାର ସହ ଶେଷ କରିବା ପରେ ନିଜ ସମ୍ପର୍କିତ ମୌଳିକ ସୂଚନା ଓ ନିଜର କଂଟେଷ୍ଟ୍ ଏଂଟ୍ରିକୁ ଭିଡିଓ କିମ୍ବା ଟେକ୍ସଟ୍‌ ଫର୍ମାଟରେ ଦାଖଲ କରିବାକୁ ହେବ। ଉପସ୍ଥାପନ କରାଯାଇଥିବା ବିଚାରଧାରା ଏହାକୁ ହାଇଲାଇଟ୍ କରୁଥିବା ଜରୁରୀ ଯେ, ଡାଇନାଟ୍ରାକ୍ ଟ୍ରାକ୍ଟରର ସ୍ୱତନ୍ତ୍ର ଫିଚର ଓ ଲାଭ ଗୁଡିକ କିଭଳି ନିମ୍ନଲିଖିତ କାର୍ଯ୍ୟ ପାଇଁ ସେମାନଙ୍କୁ ନିଜର ବ୍ୟବସାୟରେ ସାହାଯ୍ୟ କରିବ। ୧. କୃଷି ପାଇଁ ଅଭିନବ ସମାଧାନ ସୃଷ୍ଟି କରିବା। ୨. ନୂଆ କୃଷି ପଦ୍ଧତି ପାଇଁ ବିଚାରଧାରା। ୩. ଏକ ଉପଯୁକ୍ତ ଶୈଳୀରେ ଉପକରଣ ଓ ପ୍ରୟୋଗଗୁଡିକୁ ବ୍ୟବହାର କରିବା। ୪. ନୂଆ ବାଣିଜ୍ୟିକ ପ୍ରୟୋଗ କିମ୍ବା କୃଷି ପାଇଁ ଡାଇନାଟ୍ରାକ୍ଟର ବ୍ୟବହାର କରିବା। ୫. ଅତିରିକ୍ତ ଆୟ ସୃଷ୍ଟି କରିବା। ୬. ଏକ ନୂଆ ସ୍ଥାୟୀ ବ୍ୟବସାୟ ନିର୍ମାଣ କରିବା। ୭. ବିଦ୍ୟମାନ ବ୍ୟବସାୟ କିମ୍ବା କୃଷି ପରିଚାଳନାକୁ ଉନ୍ନତ କରିବା। ୮. ସମାଜ କିମ୍ବା ପରିବେଶକୁ ବୃହତ୍ ସ୍ତରରେ ପରିବର୍ତନ କରିବା। ଫାଇନାଲିଷ୍ଟ ଓ ବିଜେତାଙ୍କ ନାମ ଅଫିସିଆଲ ମାସେ ଫରଗୁସନ ଇଣ୍ଡିଆ ଓ ଟାଫେ ୱେବ୍‌ସାଇଟ୍‌ରେ ଏବଂ ସେଗୁଡିକର ଅଫିସିଆଲ ସୋସିଆଲ ମିଡିଆ ପେଜଗୁଡିକରେ ଘୋଷଣା କରାଯିବ। ଶୀର୍ଷ ୨୦ ଜଣ ପ୍ରତିଯୋଗୀଙ୍କୁ ଏକ ଜୁରୀ ପ୍ୟାନେଲ ଦ୍ଵାରା ମୂଲ୍ୟାୟନ ପରେ ମନୋନୀତି କରାଯିବ, ଯେଉଁଥିରୁ ଶୀର୍ଷ ୧୦ ଜଣ ପ୍ରତିଯୋଗୀ ଫାଇନାଲିଷ୍ଟ ହେବେ। ଶୀର୍ଷ ୧୦ ଜଣ ପ୍ରତିଯୋଗୀ ଟାଫେର ବରିଷ୍ଠ ଅଧିକାରୀଙ୍କ ନିକଟରେ ନିଜର ବିଚାରଗୁଡିକୁ ଉପସ୍ଥାପନ କରିବେ, ଯିଏକି ବିଜେତାଙ୍କ ଚୟନ କରିବେ। ଜୁରୀ ମଧ୍ଯରେ ସ୍ୱତନ୍ତ୍ର କ୍ଷେତ୍ରରେ ବଶେଷ‌ଜ୍ଞ ଓ ବରିଷ୍ଠ ଅଧିକାରୀମାନେ ସାମିଲ ରହିବେ। ମାସେ ଡାଇନାଷ୍ଟାର୍ କଂଟେଷ୍ଟ୍ ୨୦୨୩ର ପ୍ରଥମ ସିଜନ ସହିତ ଟାଫେ ଭାରତୀୟ କୃଷି ଓ ଗ୍ରାମାଞ୍ଚଳ ଉଦ୍ୟୋଗୀ ସମୁଦାୟକୁ ନିଜର ସ୍ୱପ୍ନ ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ଏକ ସୁଯୋଗ ଓ ପ୍ଲାଟଫର୍ମ ପ୍ରଦାନ କରି ସେମାନଙ୍କ ମଧ୍ୟରେ ସୃଜନଶୀଳତା ଓ ଉଦ୍ଭାବନର ଉତ୍ସାହକୁ ପାଳନ କରିବା ପାଇଁ ଲକ୍ଷ୍ୟ ରଖୁଛି। ଆଜି ମାସେ ଫଗୁସନ ହେଉଛି ୨୦ ଲକ୍ଷରୁ ଅଧ‌ିକ ପ୍ରଗତିଶୀଳ ଗ୍ରାହକଙ୍କ ଏକ ମଜଭୁତ ଆଧାର ସହିତ ଭାରତର ସବୁଠାରୁ ଲୋକପ୍ରିୟ ଟ୍ରାକ୍ଟର ବ୍ରାଣ୍ଡ ଅଟେ ଯିଏକି ନିଜ ମାସେ ଫରଗୁସନ ଟ୍ରାକ୍ଟର ଗୁଡିକର ଉତ୍କ୍ରୁଷ୍ଟ ଟେକ୍ନୋଲୋଜି, ଚମତ୍କାର ପ୍ରଦର୍ଶନ, ଅତୁଳର୍ନୀ ବିବିଧତା ସହିତ ଗ୍ରାମୀଣ ଭାରତର ଭୂଭାଗକୁ ନୂଆ ରୂପ ଦେଉଛନ୍ତି। ଟାଫେର ଟପ୍-ଅଫ୍-ଦ-ଲାଇନ୍ ମାସେ ଫର୍‌ଗୁସନ ଡାଇନାଟ୍ରାକ୍ ହେଉଛି ୪୨-୫୦ ହର୍ଶପାଓ୍ବାର ବର୍ଗରେ ଏକ ‘ନୋ-କମ୍ରେମାଇଜ୍’ ପ୍ରିମିୟମ ରେଞ୍ଜର ଟ୍ରାକ୍ଟର। ଏହା ଶକ୍ତିଶାଳୀ ପ୍ରଦର୍ଶନ, ବିଳାସପୂର୍ଣ୍ଣ ଟେକ୍ନୋଲୋଜି, ଅତୁଳନୀୟ ଉପଯୋଗିତା ଓ ବିବିଧତା ପ୍ରଦାନ କରୁଛି, ଯାହାକୁ ଏକ ଶକ୍ତିଶାଳୀ ଟ୍ରାକ୍ଟରରେ ଅନ୍ତର୍ଭୁକ୍ତ କରାଯାଇଛି। ବିଶ୍ୱର ପ୍ରଥମ ଏକ୍ସଟେଣ୍ଡେବୁଲ ହ୍ୱିଲବେସ୍ ସହିତ ଡାଇନାଟ୍ରାକ୍ କୃଷି, ସାମଗ୍ରୀ ପରିବହନ ଓ ବାଣିଜ୍ୟିକ ପ୍ରୟୋଗ ପାଇଁ ସର୍ବୋତମ ଟେକ୍ନୋଲୋଜି ପ୍ରଦାନ କରୁଛି, ଯାହା ଏହାକୁ #ସବ୍‌ବଡାଅଲରାଉଣ୍ଡର୍‌ରେ ପରିଣତ କରୁଛି ।

powered by social2s

ELINA’S DREAM DIAMOND TOUR OF ODISHA at Reliance Jewels

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
03 February 2023

Bhubaneswar(03/02/2023): Reliance Jewels, India’s leading fine jewellery brand, today announced 'Elina's Dream Diamond Tour of Odisha' at its showrooms as it continues to enthrall patrons with its design excellence over last 15 years. To celebrate the bond with Odisha and offer its patrons a special experience, Reliance Jewels unveiled “ELINA’S DREAM DIAMOND TOUR” OF ODISHA contest (https://www.instagram.com/p/Cn4SH0Kj5iP/) wherein the lucky winners from Odisha got invited to an exclusive Meet & Greet with the stunning actress ELINA SAMANTARAY and be a part of many engaging activities. Reliance Jewels, with special focus on jewellery design complemented with impeccable quality and pricing, offers customers a wide range of BIS hallmarked Gold & Internationally certified Diamond Jewellery along with Silver & Platinum. The diamond collection encompasses a wide range of necklace, necklace sets, earrings, rings, pendants, bangles and bracelets with beautiful diamonds for every occasion, age group and budget. The Diamond Collection includes designs for every need from weddings to parties, festivals to birthday & anniversary celebrations, gifting options to designs for kids, exquisite jewellery for men to light weight & work wear jewellery for women. Talking about ELINA’S DREAM DIAMOND TOUR OF ODISHA, Sunil Nayak, CEO, Reliance Jewels said, “Odisha as a market has been very close to us. As we celebrate 15 years of Reliance Jewels, we can proudly say that we have established a strong presence in the state of Odisha, with 17 stores across 12 cities, which is one of the largest network amongst the Jewellery retailers in Odisha. This was only possible due to the enormous trust, loyalty, and patronage that our customers have instilled in us over the years. “ Elina, an ardent lover of diamonds, has been mesmerized by the stunning gold and diamond jewellery designs at Reliance Jewels. Talking about the association with Reliance Jewels Elina Samantaray said, "The moment I stepped into the Reliance Jewels store in Bhubaneswar, I was captivated by the breathtaking display of exquisite jewellery & instantly fell in love with it. The Dream Diamond tour with Reliance Jewels is truly a dream come true. I’m proud to be a part of this incredible journey as it’s an opportunity for me to interact with the people of Odisha and share my love for diamonds with them. The excitement only doubles as I get a chance to visit Reliance Jewels showrooms across Odisha & indulge in a spectacular diamond experience. My personal favorites have been the contemporary diamond designs from Utkala & Mahalaya collection and some traditional gold designs which are timeless, elegant and perfect for every style.” “ELINA’S DREAM DIAMOND TOUR” OF ODISHA will be conducted across 5 key cities, where Elina will be visiting 5 Reliance Jewels stores at Bhubaneswar, Chandrasekharpur, Cuttack, Angul, Brahmapur & Rourkela on 3rd, 4th, 5th, 10th and 12th February 2023 respectively. Elina will be meeting the lucky winners of the contest for a Meet & Greet, Walk the Ramp with Elina, Discuss Elina’s Dream Diamond looks and have a conversation over Coffee.

powered by social2s

ଆନ୍ତର୍ଜାତୀୟ ବଜାରରେ ପ୍ରବେଶ କରିଛି ଇଭୋସ୍ ବିଲ୍ଡକନ୍

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
19 January 2023

ଭୁବନେଶ୍ବର: ଯୁବ ଓ ପ୍ରତିଭାଶାଳୀ ବ୍ୟବସାୟୀ କଳିଙ୍ଗ କେଶରୀ ରଥଙ୍କ ନିଜସ୍ଵ ପ୍ରକଳ୍ପ ଇଭୋସ୍ ବିଲ୍ଡକନ୍ ପ୍ରାଇଭେଟ୍ ଲିମିଟେଡ୍ ହେଉଛି ଓଡିଶାର ଏକ ଅଗ୍ରଣୀ ଓ ଦ୍ରୁତ ଅଭିବୃଦ୍ଧିଶୀଳ ରିଅଲ୍ ଇଷ୍ଟେଟ୍ କମ୍ପାନୀ । ଇଭୋସ୍ ଦୁବାଇ ଏବଂ ସାଉଦି ଆରବ, ଇଂଲଣ୍ଡ, କୁୱେତ ଭଳି ଅନ୍ୟ ୧୨ଟି ଦେଶରେ ବାସ କରୁଥିବା ଏନ୍ ଆର୍ ଆଇ ଓଡିଆ ସମୁଦାୟ ମଧ୍ୟରେ ଏହାର ପ୍ରେମିୟର ଓ ବିଳାସପୂର୍ଣ୍ଣ ପ୍ରକଳ୍ପଗୁଡିକର ପ୍ରଚାରପ୍ରସାର କରି ଆନ୍ତର୍ଜାତୀୟ ବଜାରରେ ପ୍ରବେଶ କରିବାକୁ ନିଷ୍ପତ୍ତି ନେଇଥିଲା ଏହା ସେରୋ ପ୍ରପର୍ଟିଜ୍‌ ରିଅଲ୍ ଇଷ୍ଟେଟ୍ ପ୍ରାଇଭେଟ୍ ଲିମିଟେଡ୍, ଦୁବାଇ ସହଯୋଗରେ ସମ୍ଭବ ହୋଇପାରିଛି, ଯାହାକି ହେଉଛି UAE ରେ ଅବସ୍ଥାପିତ ଏକ ଅଗ୍ରଣୀ ପ୍ରପର୍ଟି ଡିଲିଙ୍ଗ୍ ଓ ଇନ୍‌ଭେଷ୍ଟମେଟ୍ କମ୍ପାନୀ । ପ୍ରତିଷ୍ଠାତା ଅନିଲ ଦାସ୍‌ଙ୍କ ସେରୋ ପ୍ରପର୍ଟିଜ୍ ଓ କେ.କେ ରଥଙ୍କ ଇଭୋସ୍ ବିଲ୍ଡକନ୍ ମଧ୍ୟରେ ଏହି ରଣନୈତିକ ସହଭାଗିତା ଗ୍ରାହକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାରର ସୁବିଧା ସହିତ ସର୍ବୋତମ ଲାଇଫ୍‌ଷ୍ଟାଇଲ୍ ଓ ଲକ୍‌ଜୁରିୟସ୍ ହୋମ୍ ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖୁଛି । ରିଅଲ୍ ଇଷ୍ଟେଟ୍ ଶିଳ୍ପର ଏହି ଦୁଇ ପ୍ରମୁଖ କମ୍ପାନୀ ମଧ୍ୟରେ ହୋଇଥିବା ସହଭାଗିତା ସମ୍ପର୍କରେ ଘୋଷଣା କରିବା ପାଇଁ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ସମ୍ମିଳନୀଟି ଶ୍ରୀ କଳିଙ୍ଗ କେଶରୀ ରଥଙ୍କ ସ୍ଵାଗତ ଅଭିଭାଷଣ ସହ ଆରମ୍ଭ ହୋଇଥିଲା ଯିଏକି ସମସ୍ତ ମିଡିଆହାଉସ୍‌କୁ ଅଭିଭାଦନ ଜଣାଇବା ସହ ସେ ଓ ତାଙ୍କ କମ୍ପାନୀ ବିଶ୍ବାସ କରୁଥିବା ମୂଳ ମୂଲ୍ୟବୋଧ–'ନିର୍ଭରଯୋଗ୍ୟତା, ଗୁଣବତା, ଗ୍ରାହକ କୈନ୍ଦ୍ରିକତା ଓ ନିରନ୍ତର ଅପ୍‌ଗ୍ରେଡେଶନ’କୁ ସେୟାକରିଥିଲେ। ସେହିପରି ସେରୋ ପ୍ରପର୍ଟିଜ୍‌ର ପ୍ରତିଷ୍ଠାତା ଅନିଲ ଦାସ ଦେଶ ଓ ବିଶ୍ଵରେ ରହୁଥିବା ଓଡିଆ ନାଗରିକମାନଙ୍କୁ ସମ୍ବୋଧିତ କରି କହିଛନ୍ତି, ‘ଆପଣ ଯାହା ଚାହୁଁଥିଲେ, ଆମେ ତାହା କରିଦେଖାଇଛୁ । ଆମେ ଆପଣଙ୍କ ପାଇଁ ଭୁବନେଶ୍ବର ସ୍କାଏ ଲାଇନ୍ସର ଏକ ନୂତନ ଯୁଗ ଆଣିଛୁ ବୋଲି ସେ କହିଥିଲେ। ଏହି ସହଭାଗିତା ସମସ୍ତେ ବିଶ୍ବାସ କରୁଥିବା ଏହି ବ୍ରାଣ୍ଡରେ ନିବେଶ କରିବା ପାଇଁ ଅନେକ ଓଡିଆ ଏନ୍ ଆର୍ ଆଇ ମାନଙ୍କୁ ସାହାଯ୍ୟ କରିବ । ଏହାଛଡା ଏହା ଆମ ଦେଶକୁ ବିଦେଶୀ ନିବେଶ ଆଣିବ । ସହଜ ପେପର୍‌ୱର୍କ ସହ ଏବେ ସମ୍ପତ୍ତି କ୍ରୟ କରିବା ଅଧିକ ସରଳ ଓ ବାଧାମୁକ୍ତ ହୋଇଛି । ନିବେଶ କରିଥିବା ଗ୍ରାହକଙ୍କୁ କେବଳ ଦୁବାଇରେ ଥିବା କମ୍ପାନୀର ରିପ୍ରେଜେଣ୍ଟେଟିଭ୍ ଅଫିସ୍ ପରିଦର୍ଶନ କରିବାକୁ ହେବ ଏବଂ ସେମାନଙ୍କ ଆବଶ୍ୟକତା ସହ ମେଳ ଖାଉଥୁବା ଘର ଚୟନ କରିବାକୁ ହେବ । ଏଠାରେ ସେମାନେ ସ୍ଵତନ୍ତ୍ର ଅଫର୍‌ ଓ ରିହାତି ସୁବିଧା ପାଇପାରିବେ ଯାହାକୁ ସ୍ଵତନ୍ତ୍ର ଭାବେ ସେରୋ ପ୍ରପର୍ଟିଜ୍‌ର ଗ୍ରାହକଙ୍କ ପାଇଁ ପ୍ରସ୍ତୁତ କରାଯାଇଛି ।

powered by social2s

Reliance Jewels Reveals a Unique Valentine’s Day collection

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
09 February 2023



Mumbai(09/02/2023): This Valentine’s day Reliance Jewels is asking their customers not to forgot the most important person, “themselves”; thus making valentine’s day not only a celebration with your loved one but also making it a day where you celebrate love for oneself. Reliance Jewels, India’s leading jewellery brand, has launched a unique Valentine’s Day collection to celebrate you. A collection for those who love and embrace themselves - #KhudseBhiPyaarKaro and make the world a better and happier place as well.

 

This season of love Reliance Jewels launches a beautiful diamond jewellery collection of pendants, bracelets & rings with curvy forms and motifs with composite diamond setting giving it the look of a Solitaire. The use of concentric circles in design depicts the endless self- love that one should always embrace. The collection consists of beautiful diamond studded bracelets, pendants and rings inspired by Self Love for both men & women. The designs are a perfect choice for festive gatherings, work wear and parties and will add a touch of glam to your look. The designs are crafted in yellow and rose gold and are set with IGI & internationally certified lustrous diamonds.

 

In addition to the new collection, Reliance Jewels has also announced a special offer called the ‘Dream Diamond Sale’ which will last till February 14th. It offers up to 25% off on invoice value of diamond products at Reliance Jewels. Patrons can avail the same while they chose their favorite diamond Jewellery.

Talking about the collection, Sunil Nayak, CEO of Reliance Jewels said, “This season of love, we want to imbibe and share the true meaning of ‘embrace yourself’, with our valued patrons through our Valentine’s Day collection inspired by ‘Self Love’. The minimalistic and elegant designs in the collection are perfect for special moments. Our aim has always been to bring out the best in our customers. With this beautiful thought, we hope to inspire the world to love oneself abundantly, so that they can spread and express the same with your loved ones and create stronger bonds.”

The stunning collection will be exclusively available at all Reliance Jewels flagship showrooms across the country, and a select range will be available on the Reliance Jewels website https://bit.ly/3JERkg1

 

Film :, “Khudse Bhi Pyaar Karo- a Special Valentine’s Day Collection” inspired by Self-Love

by following the link https://bit.ly/3Y8c7wG and also participate in the Valentine ’s Day contest by https://www.instagram.com/p/CoM1wDatdzG/ following the instructions given in the post copy.

 

 

Reliance Jewels is a part of Reliance Retail Ltd and owns and operates 350+ Flagship showrooms & Shop-in Shops across 170+ cities. The brand offers a spectacular range of Gold, Diamond & Silver Jewellery Collections. With a focus on design and craftsmanship, the brand aim’s at offering its customers exclusive and unique designer collections inspired by art, craft and the rich Indian Heritage.

 

powered by social2s

ଅଗ୍ରୟୋଧୀ ଲୋଗୋ, ୱେବ୍‌ସାଇଟ୍ ଉନ୍ମୋଚିତ

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
23 January 2023

ଭୁବନେଶ୍ୱର : ସମ୍ବାଦ ଡ଼ିଜିଟାଲ୍ ଦ୍ୱାରା ଆରମ୍ଭ ହୋଇଥିବା ଅଗ୍ରୟୋଧୀ ଲୋଗୋ ଏବଂ ୱେବ୍‌ସାଇଟ୍ ଉନ୍ମୋଚିତ କରାଯାଇଛି । ସି.ବି.ଏସ୍‌.ଇ ଅନୁବନ୍ଧିତ ବିଦ୍ୟାଳୟରେ ଦଶମ ଏବଂ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ସମ୍ବାଦ ଡ଼ିଜିଟାଲ୍ ଏହି ଅଭିନବ ଚିନ୍ତାଧାରା ଆଣିଛି । ଡ଼ିଜିଟାଲ୍ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିବାକୁ ଏହା ବେଶ୍ ସହାୟକ ହେବ । ଛାତ୍ରଛାତ୍ରୀମାନେ ୨୪ ଜାନୁଆରୀ, ୨୦୨୩ ରୁ www.sambadepaper.com, www.sambad.in, www.sambadenglish.com ଏବଂ www.kanaknews com ରେ ନିର୍ଦ୍ଦିଷ୍ଟ ସିଲାବସ୍ ଉପରେ ଆଧାର କରି ନମୁନା ପ୍ରଶ୍ନପତ୍ର ପାଇପାରିବେ । ଗୋଟିଏ ଦିନ ପରେ, ଏହି ଅନ୍‌ଲାଇନ୍ ପ୍ଲାର୍ଟଫର୍ମରେ ପ୍ରଶ୍ନର ଉତ୍ତର ଉପଲବ୍ଧ ହେବ । ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଇଂରାଜୀ, ହିନ୍ଦୀ, ସାମାଜିକ ବିଜ୍ଞାନ, ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଇଂରାଜୀ, ଗଣିତ, ପଦାର୍ଥ ବିଜ୍ଞାନ, ରାସାୟନ ବିଜ୍ଞାନ, ଜୀବ ବିଜ୍ଞାନ ଏବଂ କମ୍ପ୍ୟୁଟର ବିଜ୍ଞାନ ନମୁନା ପ୍ରଶ୍ନପତ୍ର ଉପଲବ୍ଧ ହେବ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବୋଧନ କରି ସମ୍ବାଦର ଗ୍ରୁପ୍ ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି: ଅଗ୍ରୟୋଧୀ ହେଉଛି ସି.ବି.ଏସ୍‌.ଇ ବୋର୍ଡ଼ ପରୀକ୍ଷା ପାଇଁ ପ୍ରସ୍ତୁତ ଛାତ୍ରଛାତ୍ରୀଙ୍କ ପାଇଁ ସୂଚନାର ଏକ ଭଣ୍ଡାର । ଅଗ୍ରୟୋଧୀ, ଚାମ୍ପିଅନ୍ ସୃଷ୍ଟି କରିବା ପାଇଁ ଏକ ପ୍ରୟାସ । ଉଲ୍ଲେଖଯୋଗ୍ୟ, ସମ୍ବାଦ ଗ୍ରୁପ୍ ସି.ବି.ଏସ୍‌.ଇ ଦଶମ ଶ୍ରେଣୀ ଫାଇନାଲ୍ ପରୀକ୍ଷାରେ ୯୫ ପ୍ରତିଶତରୁ ଅଧିକ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ସ୍କୁଲ୍ ଟପ୍ପରମାନଙ୍କୁ ଅଗ୍ରୟୋଧୀ ପୁରସ୍କାର ସହିତ ଉତ୍ସାହିତ କରେ । ସମ୍ବାଦ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ କହିଛନ୍ତି: “ବର୍ତ୍ତମାନ ପ୍ରାୟ ସବୁକିଛି ଡ଼ିଜିଟାଲ୍ ହୋଇଯାଇଛି ଏବଂ ଏହାର ଆଗକୁ ଯଥେଷ୍ଟ ସମ୍ଭାବନା ରହିଛି । କିଛି ବର୍ଷ ପୂର୍ବେ ଇ-ଲର୍ଣ୍ଣି ଏକ ଦୂର ସ୍ୱପ୍ନ ଥିଲା । କିନ୍ତୁ ନିକଟ ଅତୀତରେ ଏହା ବାସ୍ତବ ରୂପ ନେଇଛି । ଅଗ୍ରୟୋଧୀ ହେଉଛି ଅଗ୍ରଣୀ ସି.ବି.ଏସ୍‌.ଇ ବିଦ୍ୟାଳୟ ଗୁଡ଼ିକର ବିଷୟବସ୍ତୁ ବିଶେଷଜ୍ଞ ଦ୍ୱାରା ପ୍ରସ୍ତୁତ ସମୃଦ୍ଧ ବିଷୟବସ୍ତୁର ଏକ ସଂକଳନ । ମୁଁ ନିଶ୍ଚିତ ଯେ ଛାତ୍ରଛାତ୍ରୀମାନେ ଏଥିରୁ ଅଧିକ ଉପକୃତ ହେବେ । ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଆକାଶ+ବାଇଜୁସ୍‌ର ଆଞ୍ଚଳିକ ନିର୍ଦ୍ଦେଶକ ଡ଼କ୍ଟର ଅଜୟ ବାହାଦୂର ସିଂ, ଡ଼ିଏଭି ଅନୁଷ୍ଠାନର ଆଞ୍ଚଳିକ ନିର୍ଦ୍ଦେଶକ ଡ଼. କେଶବଚନ୍ଦ୍ର ଶତପଥି, ସେଣ୍ଟ ଜାଭିୟର୍ ଗ୍ରୁପ୍ ଅଫ୍ ସ୍କୁଲ୍ ସମୂହର ଅଧ୍ୟକ୍ଷ ଡ଼କ୍ଟର ଜି.ଏସ୍ ପଟ୍ଟନାୟକ, ଓଡ଼ିଶା ମୋ ପରିବାରର ଲିଗାଲ ପରାମର୍ଶଦାତା ଅବନୀ ସାହୁ ଉପସ୍ଥିତ ଥିଲେ ।

powered by social2s

ଡଟ୍ ଫେଷ୍ଟରେ ଅୟୋଜିତ ଆନ୍ତର୍ଜାତୀୟ ଖାଦ୍ୟ ମହୋତ୍ସବରେ ମିଳିବ ୧୬ଟି ଦେଶର ଖାଦ୍ୟ

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
12 January 2023

ଭୁବନେଶ୍ୱର: ଆଗାମୀ ଡଟ୍ ଫେଷ୍ଟରେ ଭୁବନେଶ୍ୱର ସମେତ ସାରା ଓଡିଶାବାସୀ ଆନ୍ତର୍ଜାତୀୟ ଖାଦ୍ୟ ମହୋତ୍ସବ ମାଧ୍ୟମରେ ପାଇ ପାରିବେ ଏକ ଅନନ୍ୟ ଅନୁଭୂତି । ଆସନ୍ତା ଜାନୁଆରୀ ୧୫ରୁ ୨୯ ତାରିଖ ୨୦୨୩, ପର୍ଯ୍ୟନ୍ତ ସହରର ଖାଦ୍ୟପ୍ରେମୀମାନେ ୧୬ଟି ଦେଶ ଓ ଭାରତର ୨୪ଟି ରାଜ୍ୟର ସୁସ୍ୱାଦୁ ଖାଦ୍ୟର ମଜା ନେଇପାରିବେ । ପର୍ଯ୍ୟଟକ ଓ ସ୍ଥାନୀୟ ଲୋକମାନଙ୍କୁ ସ୍ୱାଦିଷ୍ଟ ଖାଦ୍ୟର ଅନୁଭୂତି ଦେବା ଲାଗି ହକି ବିଶ୍ୱକପ୍‌ର ୧୬ଟି ଅଂଶଗ୍ରହଣକାରୀ ଦେଶର ଖାଦ୍ୟ ସହ ପ୍ରାୟ ୮୦-୯୦ ପ୍ରକାରର ଖାଦ୍ୟକୁ ଷ୍ଟଲ୍‌ଗୁଡିକରେ ପରିବେଷଣ କରାଯିବ । ଆନ୍ତର୍ଜାତୀୟ ଖାଦ୍ୟ ମୋଟ ୬ଟି ଷ୍ଟଲରେ ପରିବେଷଣ ହେବା ସହ ଓଡିଶା ସମେତ ଦେଶର ଅନ୍ୟାନ୍ୟ ଖାଦ୍ୟ ୨୪ଟି ଷ୍ଟଲରେ ପରିବେଷଣ ହେବ । ଏହି ଆନ୍ତର୍ଜାତୀୟ ଖାଦ୍ୟ ମହୋତ୍ସବ ସମୟରେ ଫୁଡ୍ କୋର୍ଟ ସ୍ଥାପନ କରିବା ସହ ଜାତୀୟ ଓ ଆଂଚଳିକ ଖାଦ୍ୟଗୁଡିକୁ ପରିବେଷଣ କରିବେ । ଏହି କାର୍ଯ୍ୟକ୍ରମରେ ୪ଟି ସରକାରୀ ଷ୍ଟଲ୍ ମଧ୍ୟ ରହିବ ଯେଉଁଠାରେ ମିଲେଟ୍ ମିଶନ ଓ କୋରାପୁଟ୍ କ୍ୟାଫେ ଆଦିର ସ୍ୱାଦିଷ୍ଟ ଖାଦ୍ୟକୁ ମଧ୍ୟ ଉପଲବ୍ଧ କରାଯିବ । ଦୀର୍ଘ ୪୨ ବର୍ଷରୁ ଅଧିକ ସମୟର ଅଭିଜ୍ଞତା ଥିବା ତାଜ୍ ହୋଟେଲ୍‌ସର ଏକ୍‌ଜିକ୍ୟୁଟିଭ୍ ସେଫ୍ ଶ୍ରୀଯୁକ୍ତ ହେମନ୍ତ ଓବରୟ ଏହି କାର୍ଯ୍ୟକ୍ରମର ପରିକଳ୍ପନା କରିଛନ୍ତି । ତାଙ୍କର ମୂଲ୍ୟବାନ ପରାମର୍ଶ ହାସଲ କରିବା ଓ ଏହି ଖାଦ୍ୟ ମହୋତ୍ସବକୁ ସଫଳ କରିବାପାଇଁ ଶ୍ରୀଯୁକ୍ତ ଓବ୍‌ରୟଙ୍କ ସହିତ ଏକ ସ୍ୱତନ୍ତ୍ର ଅଧିବେଶନର ଆୟୋଜନ କରାଯାଇଥିଲା । ଏହାବ୍ୟତୀତ ଡଟ୍ ଫେଷ୍ଟ୍‌ରେ ଆନ୍ତର୍ଜାତୀୟ ଖାଦ୍ୟ ମହୋତ୍ସବକୁ ଓଡିଶାର ହୋଟେଲ୍ ଓ ରେଷ୍ଟୁରାଂଟ୍ ସଂଘ ସହ ସହଭାଗିତାରେ ଆୟୋଜନ କରାଯାଉଛି । ଏକକ-ବ୍ୟବହାର (ସିଙ୍ଗଲ୍ ୟୁଜ୍‌) ପ୍ଲାଷ୍ଟିକ୍‌ର ବ୍ୟବହାରକୁ ସମ୍ପୂର୍ଣ୍ଣ ନିଶିଦ୍ଧ କରିବା ନେଇ ଭାରତର ଲକ୍ଷ୍ୟକୁ ପରିଚାଳନା କରି କର୍ତୃପକ୍ଷମାନେ ଡଟ୍ ଫେଷ୍ଟ୍ ସମୟରେ ଏକକ-ବ୍ୟବହାର ପ୍ଲାଷ୍ଟିକ୍ ଉପରେ କଟକଣା ଲଗାଇଛନ୍ତି ଏବଂ ଏଠାରେ ଖାଦ୍ୟ ପରିବେଷଣ ପାଇଁ କେବଳ ଜୈବ-ବିଘଟନକରି ସାମଗ୍ରୀର ବ୍ୟବହାର କରାଯିବ । ତାରିଖ: ୧୫ ଜାନୁଆରୀରୁ ୨୯ ଜାନୁଆରୀ ୨୦୨୩ ସମୟ: ସନ୍ଧ୍ୟା ୬ଟାରୁ ରାତି ୧୨ଟା ସ୍ଥାନ: ଇଡ୍‌କୋ ପ୍ରଦର୍ଶନୀ ପଡିଆ

powered by social2s

More Articles ...

  1. ଭୁବନେଶ୍ୱରକୁ ପୁଣି ଫେରିଛି ଆଇକୋନିକ୍ ଷ୍ଟୋରି-ଟେଲିଂ ଫେଷ୍ଟିଭାଲ ‘ଭୁଫେଷ୍ଟୋ ୨୦୨୩’
  2. ଡଟ୍ ଫେଷ୍ଟ୍‌ର ଫ୍ଲି ମାର୍କେଟ୍‌ରେ ପ୍ରଦର୍ଶନ କରିବେ ୧୨୦ରୁ ଅଧିକ କଳାକାର
  3. ସେଫଏକ୍ସପ୍ରେସ୍ ଚେନ୍ନାଇରେ ଏହାର ୭୪ ତମ ଅଲଟ୍ରା-ଆଧୁନିକ ଲଜିଷ୍ଟିକ୍ ପାର୍କ ଲଞ୍ଚ କରିଛି
Page 2060 of 2253
  • Start
  • Prev
  • 2055
  • 2056
  • 2057
  • 2058
  • 2059
  • 2060
  • 2061
  • 2062
  • 2063
  • 2064
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.