• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
26
Thu, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

    • ଅପରାଧ
      Details
      Feb 12 2022

      ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ଜିଓ ପକ୍ଷରୁ ଆଇଫୋନ୍ ୧୨ ଓ ପରବର୍ତୀ ଆଇଫୋନ୍ ମଡେଲ୍‌ଗୁଡ଼ିକ ପାଇଁ ଅସୀମିତ ଡାଟା ସହ ୫ଜି ସେବାର ଶୁଭାରମ୍ଭ

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
16 December 2022

ମୁମ୍ବାଇ: ରିଲାଏନ୍ସ ଜିଓ ପକ୍ଷରୁ ଘୋଷଣା କରାଯାଇଛି ଯେ ୨୦୨୨ ଡିସେମ୍ବର ୧୫ ତାରିଖରୁ ଆଇଫୋନ୍ ୧୨ ଓ ପରର୍ବତୀ ଆଇଫୋନ୍ ମଡେଲଗୁଡ଼ିକ୍‌ରେ ଅସୀମିତ ଡାଟା ସହ ଜିଓ ଟ୍ରୁ-୫ଜି ସେବା ଉପଲବ୍ଧ ହେବ । ବ୍ୟବହାରକାରୀମାନଙ୍କୁ ଆଇଫୋନ୍‌ର ସଦ୍ୟତମ ଆଇଓଏସ୍ ଏବଂ କ୍ୟାରିୟର ସେଟିଂକୁ ଅପ୍‌ଡେଟ୍ କରିବାକୁ ପଡ଼ିବ । ଜିଓ ଟ୍ରୁ-୫ଜି ସେବା ଆରମ୍ଭ ହୋଇସାରିଥିବା ସହରଗୁଡ଼ିକରେ ଅସୀମିତ ୫ଜି ବ୍ୟବହାର ପାଇଁ ଆଇଫୋନ୍ ଗ୍ରାହକମାନଙ୍କୁ ସକ୍ଷମ କରିବା ଲାଗି କଂପାନି ପକ୍ଷରୁ ସେମାନଙ୍କ ନମ୍ବରରେ ଜିଓ ୱେଲ୍‌କମ୍ ଅଫର ପ୍ରଦାନ କରାଯାଇଛି । ଆଇଫୋନ୍ ୧୨ ମିନି, ଆଇଫୋନ୍ ୧୨, ଆଇଫୋନ୍ ୧୨ ପ୍ରୋ, ଆଇଫୋନ୍ ୧୨ ପ୍ରୋ ମ୍ୟାକ୍ସ, ଆଇଫୋନ୍ ୧୩ ମିନି, ଆଇଫୋନ୍ ୧୩, ଆଇଫୋନ୍ ୧୩ ପ୍ରୋ, ଆଇଫୋନ୍ ୧୩ ପ୍ରୋ ମ୍ୟାକ୍ସ, ଆଇଫୋନ୍ ଏସ୍‌ଇ ୨୦୨୨ (ଥାର୍ଡ ଜେନେରେସେନ), ଆଇଫୋନ୍ ୧୪, ଆଇଫୋନ୍ ୧୪ ପ୍ଲସ୍‌, ଆଇଫୋନ୍ ୧୪ ପ୍ରୋ, ଆଇଫୋନ୍ ୧୪ ପ୍ରୋ ମ୍ୟାକ୍ସରେ ଏବେ ଜିଓର ଟ୍ରୁ-୫ଜି ସେବା ହାସଲ କରିହେବ । ଭାରତରେ ଆଇଫୋନ୍ ଡିଭାଇସ୍‌ରେ ୫ଜି ସେବାକୁ ବ୍ୟବହାର କରିବା ସୁବିଧା ପ୍ରଦାନ କରିବା ଲାଗି ନଭେମ୍ବର ମାସର ପ୍ରଥମ ସପ୍ତାହରେ ଆପଲ୍ ପକ୍ଷରୁ କଂପାନିର ବିଟା ସଫଟଓୟାର ପ୍ଲାଟ୍‌ଫର୍ମରେ ଅପ୍‌ଡେଟ୍ ଜାରି କରାଯାଇଥିଲା । ଜିଓ ଟ୍ରୁ-୫ଜି ବ୍ୟବହାର କରିବା ପାଇଁ ଆଇଫୋନ୍ ବ୍ୟବହାରକାରୀମାନଙ୍କୁ ସେମାନଙ୍କ ଡିଭାଇସ୍ ସଫ୍ଟଓୟାରକୁ ଆଇଓଏସ୍ ୧୬.୨ କିମ୍ବା ତା’ଠାରୁ ପରବର୍ତୀକୁୁ ଅପ୍‌ଡେଟ୍ କରିବାକୁ ପଡ଼ିବ ଏବଂ ତା’ପରେ ସେଟିଂରେ ୫ଜିକୁ ସକ୍ରିୟ କରିବାକୁ ହେବ ଏବଂ ଶେଷରେ ଷ୍ଟାଣ୍ଡ୍‌-ଏଲୋନ୍ ୫ଜିକୁ ସକ୍ରିୟ କରିବାକୁ ପଡ଼ିବ ।

powered by social2s

How WhatsApp raised its game in 2022 to ensure increased safety and privacy for users

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
16 December 2022

Bhubaneswar(16/12/2022): WhatsApp is an industry leader among end-to-end encrypted messaging services, and has devoted efforts to product innovation launching a number of noteworthy Privacy and Safety features for users in 2022. WhatsApp’s built in layers of protection gives users privacy and control over their conversations while messaging and safeguarding their digital well-being. 

 

Here are the top 6 safety and privacy features WhatsApp launched in 2022 that ensure increased safety and security for users: 

 

  1. Admin control: With the roll out of ‘Communities on WhatsApp’, admin control has been strengthened, making admins responsible for creating and managing Communities. Group admins have the ability to remove errant or problematic messages from group chats, choose which groups become part of their community or remove groups or individual members. 

 

  1. Screenshot blocking for view once messages:View Once is already a trendy way to share photos or media that don’t need a permanent digital record. Screenshot blocking for View Once messages now ensures that no one can take a screenshot of the photos and videos users sent, giving them even more control over their privacy.

 

  1. Leave group silently: We love our group chats but some are not forever. WhatsApp allows users to leave a group silently without having to notify everyone. Now, instead of notifying the full group when leaving, only the admins will be notified when a user exits a group.

 

  1. Control your online presence: Knowing when our loved ones are online makes us feel closer and connected to them, but there are moments when we all wish we could check our WhatsApp privately. For the times you want to keep your online presence private on WhatsApp, you now have the ability to select who can and can’t see that you’re online. 

 

  1. New Forwarding Limits: WhatsApp’s limits on forwarding messages restrict messages with a "forwarded label" to just five chats at once, and “highly-forwarded messages” to just one chat at a time. WhatsApp is one of the few messaging services to intentionally constrain sharing to prevent virality. In 2022, WhatsApp introduced new group forwarding limits, where messages that have the "forwarded label" can now only be forwarded to one group at a time. 

 

  1. Code Verify: WhatsApp’s usage and popularity has not only been limited to mobile devices; WhatsApp Web has also emerged as an exciting and widely used solution amongst Indians. For an added layer of security, WhatsApp launched ‘Code Verify’ - a web browser extension that provides real-time, third-party verification that the code running someone’s WhatsApp Web has not been tampered with.

 

 

 

 

powered by social2s

Best smartwatches of 2022: Top picks for every budget

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
13 December 2022

New Delhi: Today’s new-age smartwatches can measure exercise, keep an eye on complex health metrics, and act as a smartphone with a useful second screen. Choosing the most feature-rich watch that is compatible with your iPhone or Android handset is one of the many factors in choosing the best smartwatch for your needs. There are numerous factors to consider, and it's crucial to pick a watch that suits both your lifestyle needs and sports a design you'll truly love wearing. From the most recent models of Apple, Garmin, Samsung, and Noise smartwatches to Fitbit devices, we've analysed every significant smartwatch in the market. We are therefore in the ideal position to walk you through the best choices that are currently available. 1. Apple Watch Series 7 | MRP INR 50,900 - Now INR 46,990 The Apple Watch Series 7 is the most durable Apple Watch yet, thanks to a stronger, crack-resistant front crystal. It is the first Apple Watch to have an IP6X dust resistance rating and a WR50 water resistance rating. It has the largest and most advanced display ever, with a re-engineered Always-On Retina display with significantly more screen area and thinner borders. The narrower borders allow the display to maximize screen area while changing the dimensions of the watch as little as possible. It also has a user interface optimised for the larger display for improved readability and ease of use, as well as two new watch faces — Contour and Modular Duo — designed specifically for the new device. Users benefit from the same all-day 18-hour battery life with display improvements, which is now complemented by 33 percent faster charging. This product is available on Amazon, Croma, and Vijay Sales. Buy Here 2. Boat Xtend Smartwatch | MRP INR 7,990 - Now INR 2,999 The smartwatch has a 1.69-inch LCD display and over 50 watch faces that can be accessed via the boAt Wave app. It includes a variety of sensors and fitness monitors that can track your heart rate, SPo2, and sleeping patterns automatically and manually. The watch also has a variety of activity modes that track activities such as rowing, cricket, working out, and others. Walking, jogging, cycling, hiking, and swimming are examples of these modes. The watch is powered by a 300mAh battery that can last up to a week on a single charge. It also has a dust and water resistance rating of 5ATM. This means it can survive underwater for up to 30 minutes. This product is available on Amazon, Croma, and Vijay Sales. Buy Here 3. PLAYFIT SLIM2C | MRP INR 4,999 - Now INR 3,999 It is a Bluetooth-based CALLING smartwatch with a 1.3" fashionable and circular dial and a rich IPS display. The complete package of the design boasts of a rich, 500 nits brightness display, an IPS panel providing an all-view angle display visibility, a flat dial surface courtesy of the 2.5D glass which rests on top of the display, and an equally irresistible PLAYtime of 5 days. This sleek innovation incorporates a wide range of technological advancements and features designed to meet the on-the-go lifestyle needs of modern-day consumers. Buy Here 4. Samsung Galaxy Watch5 Pro | MRP INR 48,999 - Now INR 44,999 The battery in this smartwatch is the largest in a Galaxy Watch. With a round dial and magnetic buckle strap, it comes with a more robust design. The smartwatch's 1.4-inch round Super AMOLED display is vibrant and colourful. The display is shielded by a bezel that extends beyond it. Its automatic brightness appears to do an excellent job of keeping the display legible at all times. It is thicker than the Galaxy Watch 4 Classic from the previous year to accommodate the larger capacity battery. It is, however, lighter and felt amazing on the wrist. Because of the Watch 5 Pro's integration with Google's Wear OS, users can also access Google Maps, Google Assistant, Google Pay, Messages, Keep Notes, and other services, as well as Samsung Pay, Samsung Messages, Samsung Health, Bixby, and other apps. This product is available from Amazon, Croma, and Vijay Sales. Buy Here 5. Noise Colorfit Pro 4 | MRP INR 5,999 - Now INR 3,499 The smartwatch includes the Noise Health Suite and Productivity Suite to help you meet your health and lifestyle goals in style. With its advanced Bluetooth technology, you can make calls directly from your wrist. For those who are constantly out in the sun, the bright and clear display, combined with the digital crown, makes navigating its menu and other features easier. The smartwatch also has 100 sports modes and 150+ cloud-based and animated watch faces. This item is available on Vijay Sales, Amazon, and Croma. Buy Here 6. Garmin Forerunner 55 | MRP INR 22,490 - Now INR 20,990 This simple GPS smartwatch is made for people of all fitness levels who want to keep track of their stats and achieve their fitness objectives. This watch is lightweight and comfortable, making it ideal for running and regular use. Experience the ultimate comfort with this sporty silicone band, whether running a 5K or sweating it out during HIIT sessions. This product is available from Amazon, Croma, and Vijay Sales. Buy Here Which one of these tech gadgets are you ready to invest in? --

powered by social2s

ଏୟାରଟେଲର ‘ୱାର୍ଲଡ ପାସ୍’ସହିତ ଏବେ ଭ୍ରମଣ କରିବା ଆହୁରି ସହଜ

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
07 December 2022

 

ଭୁବନେଶ୍ୱର: ଏୟାରଟେଲ ପକ୍ଷରୁ ‘ଏୟାରଟେଲ ୱାର୍ଲଡ ପାସ୍’ର ଶୁଭାରମ୍ଭ କରାଯାଇଛି, ଯାହା ୧୮୪ଟି ଦେଶରେ ବାଧାହୀନ ଭାବେ କାର୍ଯ୍ୟ କରିଥାଏ । ତେଣୁ ଯଦି ଆପଣ ଏକ ବିମାନବନ୍ଦର ଗମନାଗମନରେ ଅଛନ୍ତି କିମ୍ବା ଗୋଟିଏ କିମ୍ବା ତାଠାରୁ ଅଧିକ ସହରକୁ ଭ୍ରମଣ କରୁଛନ୍ତି ତେବେ ଏହି ଗୋଟିଏ ପ୍ୟାକ ଆପଣଙ୍କ ସମସ୍ତ ରୋମିଙ୍ଗ ଆବଶ୍ୟକତାକୁ ପୂରା କରିଥାଏ । ଅନେକ ଗ୍ରାହକ ସାଧାରଣତଃ ଆନ୍ତର୍ଜାତୀୟ ରୋମିଙ୍ଗ ପ୍ୟାକଗୁଡ଼ିକୁ ନେଇ ଦ୍ୱନ୍ଦରେ ପଡ଼ିଯାନ୍ତି । ଫଳାଫଳ ସ୍ୱରୂପ ବିଦେଶରେ ସେମାନେ ଅସ୍ଥାୟୀ କନେକ୍ସନଗୁଡ଼ିକର ଜଟିଳ ବିକଳ୍ପର ସନ୍ଧାନ କରନ୍ତି । ଏୟାରଟେଲ ୱାର୍ଲଡ ପାସ୍ ର ଶୁଭାରମ୍ଭ ସହିତ ଏୟାରଟେଲ ବର୍ତମାନ ଏହି ସମସ୍ୟାର ଢ଼ାଂଚାଗତ ସମାଧାନ କରିଛି । ଏଥିରେ ସମସ୍ତ ଆନ୍ତର୍ଜାତୀୟ ଗ୍ରାହକଙ୍କ ପାଇଁ କଲ୍ ଏବଂ ହ୍ୱାଟ୍ସଆପ୍ ଚାଟ୍ରେ ୨୪ ଘଂଟିଆ କଲ୍ ସେଂଟର ସହାୟତା ସମ୍ପୂର୍ଣ୍ଣ ମାଗଣାରେ ପ୍ରଦାନ କରାଯାଉଛି । ବାରମ୍ବାର ଯାତ୍ରା କରୁଥିବା ଏବଂ ଦୀର୍ଘ ସମୟ ରହଣି କରୁଥିବା ଗ୍ରାହକଙ୍କ ପାଇଁ ବିଶେଷ ରୂପେ ପ୍ରିପେଡ ଏବଂ ପୋଷ୍ଟପେଡ ପ୍ୟାକ ଡିଜାଇନ କରାଯାଇଛି ଯାହା ଏକ ସୁଲଭ ମୂଲ୍ୟରେ ୧ବର୍ଷ ପର୍ଯ୍ୟନ୍ତର ବୈଧତା ପ୍ରଦାନ କରୁଛି । ଏହାଛଡ଼ା ଜରୁରୀକାଳୀନ ବ୍ୟବହାର ଏବଂ ମେସେଜିଙ୍ଗ ଆପ୍ଲିକେସନ ପାଇଁ ଗ୍ରାହକମାନଙ୍କ ପାଖରେ ସୀମାହୀନ ଡାଟା ଉପଲବ୍ଧ ରହିବ ।

ଏୟାରଟେଲ ଓା୍ୱର୍ଲଡ ପାସ୍ ର ଶୁଭାରମ୍ଭ ଉପରେ ମତ ରଖି ଭାରତୀ ଏୟାରଟେଲର କଞ୍ଜ୍ୟୁମର ବିଜନେସ ଡାଇରେକ୍ଟର ଶ୍ରୀ ଶାସ୍ୱତ ଶର୍ମା କହିଛନ୍ତି ଯେ, “ଏୟାରଟେଲ ଠାରେ ଆମର ଲକ୍ଷ୍ୟ ହେଉଛି ଗ୍ରାହକଙ୍କ ସମସ୍ୟାର ସମାଧାନ କରିବା । ଆନ୍ତର୍ଜାତୀୟ ଭ୍ରମଣ ସମ୍ବନ୍ଧିତ ଚିନ୍ତା ସମ୍ବନ୍ଧରେ ଆମେ ଶୁଣିଥିବା ମତାମତ ଆମକୁ ଆମ ଗ୍ରାହକଙ୍କ ପାଇଁ ଏକ ଯଥାର୍ଥ ପ୍ରସ୍ତାବ-ଏୟାରଟେଲ ୱାର୍ଲଡ ପାସ୍ ର ଶୁଭାରମ୍ଭ କରିବାକୁ ବାଧ୍ୟ କରିଛି । ଏହା ଆମର ଗ୍ରାହକଙ୍କୁ ସମଗ୍ର ବିଶ୍ୱ ପାଇଁ ଗୋଟିଏ ପ୍ୟାକ ସହିତ ବିଶେଷ କରି ଯଥେଷ୍ଟ ଅଧିକ ମୂଲ୍ୟ ପ୍ରଦାନ କରୁଛି ଏବଂ ସେମାନେ ଆପ୍ରେ ଯାହା ବ୍ୟବହାର କରନ୍ତି ତାହାକୁ ନିୟନ୍ତ୍ରଣ କରିବାର ଅନୁମତି ଦେଉଛି ଏବଂ ପ୍ୟାକ ରିହାତି ସମାପ୍ତ ହୋଇଯିବାର ଦୀର୍ଘ ସମୟ ପର୍ଯ୍ୟନ୍ତ ଜରୁରୀକାଳୀନ ଡାଟା ବ୍ୟବହାର କରିବାର ଅନୁମତି ଦେଉଛି । ଏୟାରଟେଲ ୱାର୍ଲଡ ପାସ୍ ସହିତ ଆମେ ବିଶ୍ୱସ୍ତରୀୟ ଟେଲିକମ ଶିଳ୍ପ କ୍ଷେତ୍ରରେ ଏକ ନୂଆ ମାନଦଣ୍ଡ ସ୍ଥାପନ କରିଛୁ । ମୁଁ ନିଶ୍ଚିତ ଯେ ଆମର ଗ୍ରାହକମାନେ ଏହାଦ୍ୱାରା ଗଭୀର ରୂପେ ଲାଭାନ୍ୱିତ ହେବେ । ବାସ୍ତବରେ ଆମର ନୂଆ ପ୍ଲାନ ଅଧିକାଂଶ ଦେଶର ଟ୍ରାଭେଲ କିମ୍ବା ସ୍ଥାନୀୟ ସିମ ତୂଳନାରେ ଯଥେଷ୍ଟ ଉତମ ମୂଲ୍ୟ ପ୍ରଦାନ କରୁଛି ।”

 

powered by social2s

ସିଏସ୍ଆରରେ ଏକତ୍ର କାର୍ଯ୍ୟ କରିବାକୁ କର୍ପୋରେଟ୍ ଜଗତଙ୍କୁ ସରକାରଙ୍କ ଆହ୍ୱାନ

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
16 December 2022

ଭୁବନେଶ୍ୱର: ଜନ କଲ୍ୟାଣ କ୍ଷେତ୍ରରେ ଅନ୍ୟମାନେ କଣ କାମ କରୁଛନ୍ତି ତାହା ସରକାର ଜାଣିପାରୁ ନାହାନ୍ତି । ଏକତ୍ର ହୋଇ ସାମାଜିକ କଲ୍ୟାଣମୂଳକ କ୍ଷେତ୍ରରେ କାମ କରିବା ଲାଗି ଆଗେଇ ଆସିବାକୁ କର୍ପୋରେଟ୍ ସଂସ୍ଥାଗୁଡ଼ିକୁ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଶୁଭା ଶର୍ମା କହିଛନ୍ତି । ମାତୃତ୍ୱ ସ୍ୱାସ୍ଥ୍ୟ ଏବଂ କିଶୋର ସ୍ୱାସ୍ଥ୍ୟ ଉପରେ ସିଆଇଆଇ ଓଡ଼ିଶା ଚାପ୍ଟର ପକ୍ଷରୁ ଆୟୋଜନ କରାଯାଇଥିବା ସିଏସ୍ଆର୍ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି ଯଦି କଲ୍ୟାଣମୂଳକ କାର୍ଯ୍ୟକ୍ରମରେ ଉଭୟ ସରକାର ଓ କର୍ପୋରେଟ୍ ଜଗତ ମିଳିତ ଭାବେ କାମ କରିବେ ତେବେ ସମ୍ବଳ ପାରଦର୍ଶୀ ଢଙ୍ଗରେ ଖର୍ଚ୍ଚ ହୋଇପାରିବ ଏବଂ କୌଣସି କାର୍ଯ୍ୟକୁ ଏକାଧିକ ଥର କରିବାକୁ ପଡ଼ିବ ନାହିଁ । ସିଏସ୍ଆର୍ କାର୍ଯ୍ୟ କରିବା ଲାଗି ନାଗରିକ ସମାଜ ସଂଗଠନଗୁଡ଼ିକୁ ସାମିଲ କରିବା ବେଳେ ଅଧିକ ସଚେତନ ରହିବା ଲାଗି ସେ କଂପାନିଗୁଡ଼ିକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ଅନେକ ସମୟରେ ଏହି ସଂସ୍ଥାଗୁଡ଼ିକ କେବଳ ବୈଠକ ଆୟୋଜନ, ଦକ୍ଷତା ଗଠନ ଏବଂ ପ୍ରଶିକ୍ଷଣ ଭିତରେ ସେମାନଙ୍କ କାର୍ଯ୍ୟକୁ ସୀମିତ ରଖୁଛନ୍ତି । ସେଥିରୁ କୌଣସି ଆଖିଦୃଶିଆ ଲାଭ ମିଳୁନି । ମାତ୍ର ୩୦% ମାମଲାରେ ଯାହା କିଛି ଲାଭ ମିଳୁଛି । ବୁଝାମଣା ସ୍ୱାକ୍ଷର କରିବା ବେଳେ ବାସ୍ତବ ପରିବର୍ତନ ଆଣିବା ବିଷୟରେ ସେଭଳି ସଂସ୍ଥାଗୁଡ଼ିକୁ କହିବା ପାଇଁ ସେ କଂପାନିଗୁଡ଼ିକୁ ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ସିଆଇଆଇ ଓଡ଼ିଶା ଚାପ୍ଟରର ଅଧ୍ୟକ୍ଷ ଶ୍ରୀଧର ପାତ୍ର କହିଛନ୍ତି ଯେ ମୋ ପାଇଁ ସିଏସ୍ଆର୍ର ଅର୍ଥ ହେଉଛି ଆଗେଇ ଆସ, ଦେଖ ଏବଂ ଲୋକମାନଙ୍କ ଜୀବନ ବଦଳାଅ । ପ୍ରତି ବ୍ୟବସାୟ ସମାଜର ସମ୍ବଳକୁ ବ୍ୟବହାର କରୁଛନ୍ତି । ତେଣୁ ସମାଜର କଲ୍ୟାଣ ପାଇଁ କାମ କରିବା ଲାଗି ସବୁ ବ୍ୟବସାୟ ଲକ୍ଷ୍ୟ ରଖିବା ଉଚିତ । ସେଥିପାଇଁ ସିଏସ୍ଆର୍କୁ ଏକ ଆଇନରେ ପରିଣତ କରାଯାଇଛି । ଏହାର ପଛର ଉଦ୍ଦେଶ୍ୟ ହେଉଛି ସମାଜ ଲାଗି କାମ କରିବା ପାଇଁ କଂପାନିଗୁଡ଼ିକୁ ଆଗେଇ ଆସିବାକୁ ଉତ୍ସାହିତ କରିବା । ରାଜସ୍ୱ କିମ୍ବା ଟିକସ ସଂଗ୍ରହ ଏହାର ଲକ୍ଷ୍ୟ ନୁହେଁ । ଆଗାମୀ ଦିନରେ ଦେଖାଦେବାକୁ ଥିବା ସଙ୍କଟ ବେଳେ କିଭଳି ସହାୟକ ହୋଇପାରିବେ ତାହା ଭାବି ନିଜର ସିଏସ୍ଆର୍ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ସେ କର୍ପୋରେଟ୍ ଜଗତକୁ କହିଛନ୍ତି । ଲୋକମାନଙ୍କ ପାଖରେ ପହଂଚି ସେମାନଙ୍କ ଜୀବନରେ ପରିବର୍ତନ ଆଣିବାକୁ ସେ ପରାମର୍ଶ ଦେଇଛନ୍ତି । ଓଡ଼ିଶା କୋଠା ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ, ଶ୍ରୀମୟୀ ମିଶ୍ର କହିଛନ୍ତି ଯେ ସାମାଜିକ କଲ୍ୟାଣମୂଳକ କାର୍ଯ୍ୟ ବିଷୟରେ ପିଲାମାନଙ୍କୁ ପିତାମାତାମାନେ ବୁଝାଇବା ଦରକାର । ଛାତ୍ରଛାତ୍ରୀ ଏବଂ ଯୁବପିଢ଼ି ଏବିଷୟରେ ସଚେତନ ହେବା ଉଚିତ । ଏହା ହେଲେ ସେମାନଙ୍କୁ ଯେତେବେଳେ ଦାୟିତ୍ୱ ଦିଆଯିବ ତାହାକୁ ସେମାନେ ସୁୁଚାରୁ ରୂପେ ସମ୍ପାଦନ କରିପାରିବେ । ସିଆଇଆଇ ଓଡ଼ିଶା ଚାପ୍ଟରର ସିଏସ୍ଆର୍ ପ୍ୟାନେଲ୍ ସଂଯୋଜକ, ପ୍ରଶାନ୍ତ ହୋତା କହିଛନ୍ତି ଯେ କୌଟିଲ୍ୟଙ୍କ ଲିଖିତ ଅର୍ଥଶାସ୍ତ୍ରରେ ଏକ ବ୍ୟବସାୟ କିଭଳି ପରିଚାଳିତ ହେବା ଦରକାର ତାହା ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି । ଲୋକମାନଙ୍କ ବନ୍ଧୁ ହୋଇ ବ୍ୟବସାୟ ଆଗକୁ ଚାଲିବା ଦରକାର ବୋଲି କୌଟିଲ୍ୟ ଲେଖିଛନ୍ତି । ତେଣୁ ଲାଭ କରୁଥିବା ସଂସ୍ଥାଗୁଡ଼ିକ ଲୋକମାନଙ୍କ ଦୁଃଖ ଦୁଦ୍ଦର୍ଶା ଏବଂ ସଙ୍କଟ ସମୟରେ ଠିଆ ହେବା ଉଚିତ । ଏହି ଅବସରରେ ଦୁଇଟି ସ୍ୱତନ୍ତ୍ର ଅଧିବେଶନ ଆୟୋଜନ କରାଯାଇଥିଲା । ପ୍ରଜନନ ଏବଂ ମାତୃତ୍ୱ ସ୍ୱାସ୍ଥ୍ୟ ଓ ଅଧିକାର ସମ୍ପର୍କିତ ପ୍ଲେନାରି ଅଧିବେଶନରେ ହାଇଟେକ୍ ମେଡିକାଲ୍ର ଡାକ୍ତର ଡାକ୍ତର ସୌମ୍ୟା ଦାଶ, କିଟ୍ ଇଟଂରନ୍ୟାସନାଲ୍ ସ୍କୁଲ୍ର ଅଧ୍ୟକ୍ଷା, ଡକ୍ଟର ମୋନାଲିସା ବଳ, ସେଂଟର ଫର କାଟାଲାଇଜିଂ ଚେଂଜ୍ର କାର୍ଯ୍ୟନିର୍ବାହୀ ନିର୍ଦେଶିକ, ଡକ୍ଟର ଅପରାଜିତା ଗୋଗୋଇ, ଇଣ୍ଡିଆ ଅଏଲ୍ର ଡିଜିଏମ୍-ସିଏସ୍ଆର୍ ପି କେ ପଣ୍ଡା, ଏନ୍ଟିପିସି-ତାଳଚେରର ଓଆଣ୍ଡ୍ଜି ସ୍ପେସିଆଲିଷ୍ଟ୍ ଡକ୍ଟର ପୁଷ୍ପାଞ୍ଜଳି ନାୟକ ଓ ଜିନ୍ଦଲ ପାୱାର ଲିମିଟେଡ୍ର ଜିଏମ୍-ସିଏସ୍ଆର୍ ଋଷିକେଶ ଶର୍ମା ଯୋଗ ଦେଇଥିଲେ । ସେହିପରି, କିଶୋର ଓ ଯୁବକଯବତୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ପ୍ଲେନାରି ଅଧିବେଶନରେ ସିଆଇଆଇ ଓଡ଼ିଶା ସିଏସ୍ଆର୍ ପ୍ୟାନେଲ୍ର ସହ ସଂଯୋଜକ ପ୍ରଶାନ୍ତ କୁମାର ବିଶ୍ୱାଳ, ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦର ପୂର୍ବତନ ଅଧ୍ୟକ୍ଷ ଜେ ବି ପାଣି, କିଟ୍ ବିଶ୍ୱବିଦ୍ୟାଳୟର କୁଳପତି ସସ୍ମିତା ସାମନ୍ତ, ସ୍ୱାସ୍ଥ୍ୟ ଲ୍ୟାବ୍ସର ଏମ୍ଡି ଡକ୍ଟର ପ୍ରସ୍ମିତା ତେଜସ୍ୱିନୀ, ସେଂଟର ଫର କାଟାଲାଇଜିଂ ଚେଂଜ୍ର ଲିଡ୍ ବନ୍ଦନା ନାୟାର, ଆମ୍ରି ହସ୍ପିଟାଲ୍ସର ବରିଷ୍ଠ କନସଲଟାଂଟ୍ ଡକ୍ଟର ଜାନକୀ ବଲ୍ଲଭ ପ୍ରଧାନ ଏବଂ ଅଜିମ ପ୍ରେମଜୀ ଫାଉଣ୍ଡେସନର ପ୍ରୋଗ୍ରାମ୍ ଟିମ୍ ଅର୍ଚନା ରେଲାନ ଉପସ୍ଥିତ ଥିଲେ ।

powered by social2s

ଡିସେମ୍ବର ୧୬ ରୁ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଆର୍କିଟେକ୍ଟସ୍‌ ର ଓଡିଶା ଚାପ୍ଟର ପକ୍ଷରୁ ଇଷ୍ଟର୍ଣ୍ଣ ରିଳିଓନାଲ କନ୍‌ଫେରେନ୍ସ-୨୦୨୨

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
12 December 2022

ଭୁବନେଶ୍ବର: ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଆର୍କିଟେକ୍ଟସ୍ ଓଡିଶା ଚାପ୍ଟର ପକ୍ଷରୁ ‘କ୍ଷିତିଜ୍ - ଇଷ୍ଟର୍ଣ୍ଣ ରିଜିଓନାଲ କନ୍‌ଫେରେନ୍ସ - ୨୦୨୨’ ର ଘୋଷଣା କରିଛି । ଏହି ସମ୍ମିଳନୀ ଚଳିତ ମାସ ୧୬ ରୁ ୧୯ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ଭୁବନେଶ୍ୱର ହୋଟେଲ ମେ ଫେୟାର କନ୍‌ଭେନସନ୍ ସେନ୍ଟରଠାରେ ଆୟୋଜିତ ହେବ । ଏହି ସମ୍ମିଳନୀରେ ଆଇଆଇଏ ଓଡିଶା ଚାପ୍ଟରର ଚେୟ୍ୟାରପର୍ସନ ( ଅଧ୍ୟକ୍ଷ ) ଆର୍କିଟେକ୍ଟ ରାଜ୍ କନୱର ନାୟକ କହିଲେ , ଆମେ ଖୁବ୍ ଆନନ୍ଦର ସହିତ ପୂର୍ବଭାରତର ଆର୍କିଟେକ୍ଟମାନଙ୍କର ସର୍ବବୃହତ ସମ୍ମିଳନୀ ‘ଇଆରସି - ୨୦୨୨’ ଆୟୋଜନ ବିଷୟ ଘୋଷଣା କରୁଛୁ । ଓଡିଶା, ପଶ୍ଚିମବଙ୍ଗ, ଆସାମ, ବିହାର ଏବଂ ଝାଡଖଣ୍ଡକୁ ନେଇ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଆର୍କିଟେକ୍ଟସ ଏକ ପ୍ରମୁଖ ସମ୍ମିଳନୀ ହେଉଛି ଇଆର୍‌ସି-୨୦୨୨ । ଏହି ସମ୍ମିଳନୀରେ ସଦସ୍ୟମାନଙ୍କର ବୃତିଗତ ମାନଦଣ୍ଡକୁ ଆଗକୁ ବଢାଇବା ସହ ସମାଜର ଅର୍ଥନୀତି ତଥା ସଂସ୍କୃତିର ସ୍ଥାୟୀ ଏବଂ ସୁସଂଗଠିତ ଅଭିବୃଦ୍ଧି କ୍ଷେତ୍ରରେ ଆର୍କିଟେକ୍ଟମାନଙ୍କର ମୂଳ ବିସ୍ତାର ଓ ପ୍ରସାର କରିବାକୁ ଲକ୍ଷ୍ୟ ରଖାଯାଇଛି । କାର୍ଯ୍ୟକ୍ରମର ଶୀର୍ଷକ କ୍ଷିତିଜ୍-ଦି ରାଇଜିଂ ଆର୍କିଟେକ୍‌ଚରାଲ ହୋରାଇଜନ୍ ଆମର ପ୍ରଗତିଶୀଳ ବୃତିକୁ ପରିପ୍ରକାଶ କରେ । ଇଆରସି-୨୦୨୨ରେ ଆଂଚଳିକ, ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ଥପତି, ବକ୍ତା, ପ୍ରତିନିଧ୍ଵ, ଟେକନିକାଲ ପାର୍ଟନର, ଛାତ୍ରଛାତ୍ରୀ, ବୃତିଗତ ଶିଳ୍ପ ପ୍ରତିନିଧି ଏବଂ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଗୁରୁତ୍ଵପୂର୍ଣ୍ଣ ମତ ଆଦାନପ୍ରଦାନ କରିବାର ସୁଯୋଗ ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଆମର ବୃତି ବିଷୟରେ ବିତର୍କ, ବିଶ୍ଳେଷଣ ଓ ଆଲୋଚନା କରିବା ପାଇଁ ଆମେ ନିମ୍ନଲିଖତ ସବୁ ଥିମର ପରିକଳ୍ପନା କରିବୁ । ଇମ୍ପ୍ରେସନ୍, ଅଭିବ୍ୟକ୍ତି, ଇନୋଭେସନ୍/ଉଦ୍ଭାବନ ଇତ୍ୟାଦି ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋଚନା କରାଯିବ । କାର୍ଯ୍ୟକ୍ରମ ସମ୍ବନ୍ଧରେ ଅଧିକ ବର୍ଣ୍ଣନା କରି ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଆର୍କିଟେକ୍ଚର ନ୍ୟାସନାଲ୍ କାଉନ୍‌ସିଲ ମେମ୍ବର ଆର୍କିଟେକ୍ଟ ଅକ୍ଷୟ କୁମାର ବେଉରିଆ କହିଲେ, ଏହି ୪ ଦିବସୀୟ ସମ୍ମିଳନୀରେ ବିଦେଶରୁ ଆସିଥିବା ପ୍ରଖ୍ୟାତ ସ୍ପପତିମାନଙ୍କ ମାଧ୍ୟମରେ ଆଲୋଚନା, ମତାମତ ବିନିମୟ, ପ୍ୟାନେଲ ଡିସକସନ୍ ଇତ୍ୟାଦି ହେବ। ପ୍ରେସମିଟରେ ଉପସ୍ଥିତ ଆଇଆଇଏ ଓଡିଶା ଚାପ୍ଟରର ଅଧ୍ୟକ୍ଷା ଏଆର. ରାଜ କନୱାର୍ , ଇଆର୍‌ସି ଅର୍ଗାନାଇଜିଂ କମିଟିର ସେକ୍ରେଟାରୀ ଏଆର୍. ସୁପ୍ନାଦତ ମହାନ୍ତି, ଆଇଆଇଏର କନ୍‌ଭେନର୍ ଏଆର୍ ବିଭୂତିଭୂଷଣ ମହାପାତ୍ର, ନ୍ୟାସନାଲ କାଉନସିଲ ସଦସ୍ୟ ଆଇଆଇଏର ଏଆର୍ ଅକ୍ଷୟ ଇଆର୍‌ସିର କୋ କନ୍‌ଭେନର୍ ବେଉରିଆ, ଏଆର୍. ରୁଚିପୂର୍ଣ୍ଣ ଜେନା, ଆଦି ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ସମ୍ପର୍କରେ ଇଆରସି ୨୦୨୨ର ଅର୍ଗାନାଇଜିଂ କମିଟିର ସେକ୍ରେଟେରୀ ତଥା ଆଇଆଇଏ ଓଡିଶା ଚାପ୍ଟରର ଉପାଧ୍ୟକ୍ଷା ଆର୍କିଟେକ୍ ସୁପ୍ନାଦତ ମହାନ୍ତି କହିଛନ୍ତି , ୫୦୦ରୁ ଉର୍ଦ୍ଧ୍ଵ ଆର୍କିଟେକ୍ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ପଜିଂକୃତ ହୋଇସାରିଛି । ରିସର୍ଚ୍ଚପେପର ଉପସ୍ଥାପନା ଟେକନିକାଲ ସେସନ ପ୍ୟାନେଲ ଡିନକସନ୍‌ ଇଣ୍ଡଷ୍ଟ୍ରି-ଏକାଡେମିଆ ଇନ୍ଟରଫେସ ମାଧ୍ୟମରେ ନିଜକୁ ଚିନ୍ତାଧାରାକୁ ବିତର୍କ ଆଲୋଚନା ବିଶ୍ଳେଷଣ କରିବା ପାଇଁ କ୍ଷିତିଜ୍ ଦ୍ଵାରା ଏହା ଏକ ସୁବର୍ଣ୍ଣ ସୁଯୋଗ । କାର୍ଯ୍ୟକ୍ରମରେ ଭାଗନେଇ ଆର୍କିଟେକ୍ଟ ଓ ଛାତ୍ରଛାତ୍ରୀ ସେମାନଙ୍କର କ୍ରିଏଟିଭ ଚିନ୍ତାଧାରାକୁ ଦେଇଯିବା ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିବ । ଇମ୍ପ୍ରେସନ୍‌ : ଏହା ଅତିତର ସ୍ଥାନୀୟ ପରମ୍ପରା, ସଂସ୍କୃତି, ଐତିହ୍ୟ ଏବଂ ସାମାଜିକ ତଥା ଅର୍ଥନୈତିକ ଅବସ୍ଥିତ ସଂପର୍କରେ ଶିକ୍ଷା ଉପରେ ଆଧାରିତ । ପାରମ୍ପରିକ ଜ୍ଞାନ ମହତ୍ଵପୂର୍ଣ୍ଣ ଇମ୍ପେସନ୍/ପ୍ରଭାବ ଆମ ପାରିପାର୍ଶ୍ବକୁ ଆକୃଷ୍ଟ କରିଛି ଏବଂ ସେମାନଙ୍କୁ ବଂଚାଇ ରଖିଛି ତଥା ବର୍ତମାନର ସୃଷ୍ଟିଗୁଡିକ ପାଇଁ ପ୍ରେରଣା ଯୋଗାଇ ଦେଉଛି । ଶୀର୍ଷକ କ୍ଷିତିଜ୍ ଇତିହାସର ପ୍ରଭାବରୁ ଶିକ୍ଷାଲାଭ କରି ଆମ ଜ୍ଞାନସ୍ତର ଏବଂ ଏହି କ୍ଷେତ୍ରରେ ଆମର ପାରମ୍ପରିକ ଅଭ୍ୟାସକୁ ଉନ୍ମୁକ୍ତ ରଖିବାକୁ ଲକ୍ଷ୍ୟ ରଖିଛି । ତେଣୁ ଆମେ ଐତିହ୍ୟ ନିର୍ମାଣ, କଲ୍‌ଚରାଲ ହ୍ୟାଣ୍ଡଷ୍ଟେପ୍ ଓ ପାରମ୍ପାରିକ ଅଭ୍ୟାସ ଇତ୍ୟାଦି ଉପରେ ଟେକନିକାଲ ପେପର୍‌ , ଆଲୋଚନାଚକ୍ର ଇତ୍ୟାଦି ପାଇଁ ଆମନ୍ତ୍ରଣ କରିବୁ , ଯାହା ଆମକୁ ଭବିଷ୍ୟତର ସ୍ଥାପତ୍ୟକୁ ଏକ ନୂତନ ସ୍ତରରେ ପହଂଚାଇବାକୁ ସକ୍ଷମ ହେବ । ଅଭିବ୍ୟକ୍ତି : ଏକ୍ସପ୍ରେସନ୍ ମାଧ୍ୟମରେ ଆମର ଚିନ୍ତା ଏବଂ ବାସ୍ତବତା ଅଭିବ୍ୟକ୍ତି ପରିପ୍ରକାଶ ପାଇଥାଏ । ପ୍ରତିଯୋଗିତା ମାଧ୍ୟମରେ ଡିଜାଇନ୍‌ ପ୍ରାକ୍ଟିସ୍ ଏବଂ ରିସର୍ଚ କୁ ପ୍ରକୃତ ଆକାର ମିଳିଥାଏ । ଦୃତ ଗତିଶୀଳ ଜୀବନ , ନୂତନ ସାମଗ୍ରୀ , ବିଶ୍ଵର ପ୍ରଭାବ , ସଂଯୋଗ ଇତ୍ୟାଦିକୁ ଆଧାର କରି ଆମର ଚିନ୍ତାଧାରା ପରିପ୍ରକାଶ ହୁଏ । • ଜଳବାୟୁ ପରିବର୍ତନ ଯୋଗୁଁ ନିର୍ମାଣ କ୍ଷେତ୍ରକୁ ଆସୁଥିବା ନିମ୍ନତର ପ୍ରଭାବକୁ ଆର୍କିଟେକ୍ଟମାନେ ଉପଯୁକ୍ତ ଭାବେ ପରଖି ଏହା ଉପରେ କାର୍ଯ୍ୟକରିବାର ଆବଶ୍ୟକତା ରହିଛି । • ବର୍ତମାନର ସମୟ ଜଟିଳତା ସହିତ ଜଡିତ ରହିଛି । ତେଣୁ ସ୍ମାର୍ଟ ଫ୍ୟୁଚରିଷ୍ଟିକ୍ ସଲ୍ୟୁସନ୍‌କୁ କାର୍ଯ୍ୟକାରୀ କରି ଅତୀତ ଓ ବର୍ତମାନ ମଧ୍ୟରେ ଥିବା ଅସମାନତା ଓ ଯୋଗାଯୋଗର ଦୂରତ୍ବକୁ ଦୂରକରିବାର ଆବଶ୍ୟକତା ରହିଛି । କ୍ଷିତିଜ୍‌ ବର୍ତମାନର ଚାହିଦା କ୍ଷେତ୍ରକୁ ପରିପ୍ରକାଶ କରୁଛି ଏବଂ ସମସାମୟିକ ସମୟର ଚ୍ୟାଲେଜିଂ ଏକ୍ସପ୍ରେସନ୍ସ ଗୁଡିକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରଫେସନାଲ୍ ୱାର୍ଲ୍ଡ , ରିସର୍ଚ ଏବଂ ଏକ୍ସପ୍ରେସନ୍‌ ଗୁଡିକୁ ଉପସ୍ଥାପନା କରିବା ପାଇଁ ଆମନ୍ତ୍ରିତ କରାଯାଇଛି । ଇନୋଭେସନ୍/ଉଦ୍ଭାବନ : ଏହା ଭବିଷ୍ୟତର ଜ୍ଞାନକୌଶଳ ଏବଂ ପାରଦର୍ଶିତା ଉପରେ ଆଧାରିତ : ନୂତନ ଯୁଗର ସଲ୍ୟୁସନ୍‌କୁ ଗ୍ରହଣ କରିବାର ଆହ୍ବାନ ଯାହା ବୃହତର ସଫଳତା କିମ୍ବା ବିଫଳତା ଦିଗରେ ନେଇପାରେ; ପାରାମେଟ୍ରିକ୍ ସ୍ଥାପତ୍ୟ ଡିଜାଇନ୍ ଧାରଣା ଏବଂ ଥିମ୍ ଗୁଡିକୁ ଗ୍ରହଣ କରିବା ଯାହା ଅନେକ୍ ଆଗକୁ ନେଇଯିବାକୁ ଚେଷ୍ଟା କରେ : ସେବା ଗୁଡିକ ବିଭିନ୍ନ ରୂପରେ ଆସେ ଓ ସମାଧାନରେ ଏକୀଭୂତ ହୁଏ। • ଭର୍ଚୁଆଲ ରିୟାଲିଟିର ପ୍ରୟୋଗ , ଆର୍ଟିଫିସିଆଲ୍‌ ଇନ୍ଟେଲିଜେନ୍ସି ଏବଂ ସ୍ଥାପତ୍ୟ ଓ ନିର୍ମାଣ ପ୍ରାକ୍ଟିସ୍ ଗୁଡିକର ଅଟୋସେସନ୍ ଏବଂ ଡିଜିଟାଲାଇଜେସନ୍ କାର୍ଯ୍ୟକାରିତା • ଅତ୍ୟାଧୁନିକ ସାମଗ୍ରୀ ଓ ପ୍ରଯୁକ୍ତିର ବ୍ୟବହାର , ସ୍ମାର୍ଟ ସାମଗ୍ରୀର ପୁନ ବ୍ୟବହାର

powered by social2s

WHISTLING WOODS INTERNATIONAL SIGNS ARTICULATION AGREEMENT WITH PACE UNIVERSITY ENABLING GLOBAL ACADEMIC EXCHANGE

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
06 December 2022

 

 

Mumbai:  Whistling Woods International (WWI) has paved its path to be recognized as an Institute, which offers progressive pedagogy. To match with the evolving needs in the domain of education, the Institute has entered into an academic partnership with Pace University, New York. It is yet another step towards furthering its agenda of providing students with exceptional global opportunities to enhance their knowledge, skill sets and outcomes. 

 

Speaking about the partnership, Rahul Puri, Head of Academics, WWI said, “We have always believed that collaboration is the key to development. We are delighted to partner with PACE University and as academic partners, we will facilitate student exchange, faculty collaboration and study abroad programmes. This will enable our students access to technical knowledge, on a global level, to elevate their careers".

 

Speaking about the alliance Marvin Krislov, President, Pace University, said, “We are excited to collaborate with Whistling Woods International as an Academic Partner. This partnership will give students access to the many opportunities available in the fields of filmmaking, production, business, analytics, and communication in both New York and Mumbai. Pace University has a long tradition of providing hands-on education that prepares our graduates for great careers, and we are confident this partnership will offer countless opportunities for arts and entertainment creation and management to students from both our institutions.”

 

With over 14+ international partnerships and affiliations with renowned global universities, WWI has always created opportunities to nurture the students to understand the work and culture across the globe. WWI undergraduates looking to pursue their master's degree can choose to enroll for any one of the following courses offered at Pace University:

 

  1.       MS in Arts and Entertainment Management -                 MS Arts and Entertainment Management

 

  1.       MS in Marketing Analytics (STEM – 3-year                     post-program training)- Marketing Analytics MS

 

  1.       MA in Psychology - MA Psychology

 

  1.       MS in Social Media and Mobile Marketing                       Strategies (STEM – 3-year post-program                       training) - MS in Social Media and Mobile                       Marketing Strategies

 

  1.       MA in Media and Communication Arts

 

This academic partnership is expected to bring diverse learning and career opportunities to students from both the institutes. Students enrolling for semester abroad programmes will also experience campus life and the university culture across countries, aimed for their overall professional development.

 

 

 

powered by social2s

More Articles ...

  1. ଶୀତ ଋତୁରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଲାଗି କେରଳ ଟୁରିଜିମ୍‌ର ବଡ଼ ଯୋଜନା
  2. Unleash your creativity & passion for technology by joining NMIMS School of Design’s B.Des.(Humanising Technology) program
  3. Gujarat becomes first state in India to get True 5G in 100 percent of district headquarters
Page 2062 of 2253
  • Start
  • Prev
  • 2057
  • 2058
  • 2059
  • 2060
  • 2061
  • 2062
  • 2063
  • 2064
  • 2065
  • 2066
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.