• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
26
Thu, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

    • ଅପରାଧ
      Details
      Feb 12 2022

      ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ଭୁବନେଶ୍ୱରକୁ ପୁଣି ଫେରିଛି ଆଇକୋନିକ୍ ଷ୍ଟୋରି-ଟେଲିଂ ଫେଷ୍ଟିଭାଲ ‘ଭୁଫେଷ୍ଟୋ ୨୦୨୩’

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
10 January 2023

 

ଭୁବନେଶ୍ୱର : ସର୍ବବୃହତ୍ ଆନ୍ତର୍ଜାତୀୟ ଓରାଲ୍ ଷ୍ଟୋରିଟେଲିଙ୍ଗ ଫେଷ୍ଟିଭାଲ- ଭୁଫେଷ୍ଟୋ (ଭୁବନେଶ୍ୱର ଫେଷ୍ଟିଭାଲ ଅଫ୍ ଷ୍ଟୋରିଟେଲିଙ୍ଗ୍‌) ଆଗାମୀ ଡଟ୍ ଫେଷ୍ଟ୍ ପାଇଁ ପୁଣିଥରେ ଭୁବନେଶ୍ୱର ସହରକୁ ଫେରିଛି । ସ୍ଥାନୀୟ ସାହିତ୍ୟ, କବିତା ଓ କାହାଣୀଗୁଡିକର ମହାନତାକୁ ବଂଚାଇ ରଖିବା ପାଇଁ ଭୁଫେଷ୍ଟୋକୁ ସ୍ୱତନ୍ତ୍ର ଭାବେ ପିଲାମାନଙ୍କ ପାଇଁ ଓ ବୟସ୍କ ବ୍ୟକ୍ତିଙ୍କ ପାଇଁ ପ୍ରସ୍ତୁତ କରାଯାଇଛି । ଏଫ୍‌ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ ଓ ଆସନ୍ତା ଜାନୁଆରୀ ୧୫ରୁ ୨୯ ତାରିଖ ୨୦୨୩ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଥିବା ଡଟ୍ ଫେଷ୍ଟ୍‌ର ୨ୟ ସଂସ୍କରଣ ଭୁବନେଶ୍ୱରର ଲୋକମାନଙ୍କୁ  ଜାନୁଆରୀ ମାସରେ ପୂର୍ବରୁ କେବେ ଦେଖିନଥିବା ଏକ ଅନୁଭୂତି ପ୍ରଦାନ କରିବ ।

ଭୁଫେଷ୍ଟୋ ହେଉଛି ଏକ ବହୁମୂଖୀ ପର୍ବ ଯେଉଁଠାରେ ବିଶ୍ୱର ଶୀର୍ଷ ଷ୍ଟୋରୀଟେଲର୍ ବା କଥାକାରମାନେ ପ୍ରଦର୍ଶନ କରିବେ ଏବଂ ସ୍କୁଲ, କଲେଜ ଓ ବସ୍ତି ସମେତ ବିଭିନ୍ନ ସମୁଦାୟର ଛାତ୍ରଛାତ୍ରୀମାନଙ୍କୁ ଏହି ଇଭେଂଟ୍‌ରେ ଅଂଶଗ୍ରହଣ କରିବା ପାଇଁ ଏକ ସୁଯୋଗ ଦିଆଯିବ । ଦୃଷ୍ଟିହୀନ ଓ ଶ୍ରବଣଶକ୍ତି ନଥିବା ଅତିଥିମାନଙ୍କ ସୁବିଧା ପାଇଁ ସାଙ୍କେତିକ ଭାଷାରେ ଏକ ସ୍ୱତନ୍ତ୍ର ଷ୍ଟୋରିଟେଲିଙ୍ଗ ସେଶନ ବିକଶିତ କରାଯାଇଛି ।

ଭୁଫେଷ୍ଟୋ ଫେଷ୍ଟିଭାଲରେ ପ୍ରତିଷ୍ଠିତ କଥାକାରମାନେ ପ୍ରଦର୍ଶନ କରିବେ, ଯାହା ଦର୍ଶକଙ୍କୁ ଏହି କଥାକାରମାନଙ୍କ ରୋମାଂଚପୂର୍ଣ୍ଣ କାହାଣୀ ଓ ଲୋକକଥା ଶୁଣିବା ପାଇଁ ସୁଯୋଗ ପ୍ରଦାନ କରିବ । ବ୍ରାଜିଲ, ସ୍କଟ୍‌ଲ୍ୟାଣ୍ଡ, ସିଙ୍ଗାପୁର, ଇଣ୍ଡୋନେସିଆ ଓ ଦକ୍ଷିଣ ଆଫ୍ରିକାରୁ ଆନ୍ତର୍ଜାତୀୟ କଥାକାରଙ୍କ ସମେତ ଜାତୀୟ ସ୍ତରର ଓ ଓଡିଶାର ଅନେକ ଲୋକପ୍ରିୟ କଥାକାର ଏହି ଇଭେଂଟ୍‌ରେ ଅଂଶଗ୍ରହଣ କରିବେ ।

ଭୁଫେଷ୍ଟୋ ଆସନ୍ତା ଜାନୁଆରୀ ୧୪ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ପ୍ରତ୍ୟେକ ଦିନ ଅପରାହ୍ନ ୨.୩୦ ମିନିଟ୍‌ରୁ ସନ୍ଧ୍ୟା ୭.୩୦ ମିନିଟ୍ ପର୍ଯ୍ୟନ୍ତ ସହରର ୪ଟି ଭିନ୍ନ ଭିନ୍ନ ପାର୍କ ଓ ଖୋଲା ସ୍ଥାନରେ ଏହାକୁ ଆୟୋଜନ କରାଯିବ । ଏହି ଫେଷ୍ଟିଭାଲକୁ କଳାଭୂମି, ଆଇଜି ପାର୍କ, ବୁଦ୍ଧ ଜୟନ୍ତୀ ପାର୍କ ଓ ଏପିଜେ ଅବ୍‌ଦୁଲ କଲାମ ପାର୍କରେ ଆୟୋଜନ କରାଯିବ ଯେଉଁଠାରେ ସହରର ଲୋକମାନେ ନିଜର ନିକଟସ୍ଥ ପାର୍କକୁ ଯାଇ ପ୍ରଦର୍ଶନଗୁଡିକୁ ଉପଭୋଗ କରିପାରିବେ ।

 

powered by social2s

ଡଟ୍ ଫେଷ୍ଟ୍‌ର ଫ୍ଲି ମାର୍କେଟ୍‌ରେ ପ୍ରଦର୍ଶନ କରିବେ ୧୨୦ରୁ ଅଧିକ କଳାକାର

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
09 January 2023

ଭୁବନେଶ୍ୱର: ଏଫ୍‌ଆଇଏଚ୍ ମେନ୍‌ସ ହକି ୱାର୍ଲ୍ଡକପ୍ ସମୟରେ ଭୁବନେଶ୍ୱରରେ ପାର୍ବଣର ଏକ ପର୍ବ ସୃଷ୍ଟି କରିବା ପାଇଁ ଡଟ୍ ଫେଷ୍ଟ୍‌ର ୨ୟ ସଂସ୍କରଣ ଆସନ୍ତା ଜାନୁଆରୀ ୧୫ରୁ ୨୯ ତାରିଖ ୨୦୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି । ସାଂସ୍କୃତିକ କାର୍ଯ୍ୟକ୍ରମ ଅନ୍ତର୍ଗତ ଡଟ୍ ଫେଷ୍ଟ୍‌ରେ ଦି ନାଇଟ୍ ବାଜାର୍‌/ଫ୍ଲି ମାର୍କେଟ୍‌ର ଆୟୋଜନ ମଧ୍ୟ କରିବ ଯାହା ଭୁବନେଶ୍ୱରର ଶୀତ ରାତିକୁ ଆହୁରି ଉଜ୍ଜ୍ୱଳିତ କରିବ ଏବଂ ଆଂଚଳିକ କଳାକାର, ଷ୍ଟାର୍ଟଅପ୍‌, ପର୍‌ଫର୍ମର୍‌, ମେକର୍ ଓ କ୍ରିଏଟରଙ୍କ ପାଇଁ ଏକ ଉଲ୍ଲେଖନୀୟ ମଂଚ ପ୍ରଦାନ କରିବ । ଏହି ଫ୍ଲି ମାର୍କେଟ୍‌ରେ ୧୨୦ରୁ ଅଧିକ ଘରୋଇ ବ୍ରାଣ୍ଡ୍ ପ୍ରଦର୍ଶିତ ହେବ । ଡ଼ଟ୍ ଫେଷ୍ଟ ପକ୍ଷରୁ ଆହୁରି ମଧ୍ୟ ନାଇଟ୍ ଫ୍ଲି ମାର୍କେଟର ଅଂଶ ସୁରୂପ ଅନେକ ସଂଗୀତ ସଂଧ୍ୟାର ଆୟୋଜନ କରାଯିବ । ଉତ୍କଳିକା ପକ୍ଷରୁ ବିଭିନ୍ନ ପ୍ରକାର ଷ୍ଟଲ ମାଧ୍ୟମରେ ଓଡ଼ିଶାର ହସ୍ତତନ୍ତ ଏବଂ ହସ୍ତଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ପରିଚାଳିତ କରାଯିବ । ରାଜ୍ୟର ପ୍ରତ୍ୟେକ କୋଣ ଅନୁକୋଣରେ ଉଦ୍ୟୋଗୀ ରହିଛନ୍ତି ଯିଏକି ନିଜର ଉତ୍ପାଦ ପ୍ରଦର୍ଶିତ କରିବା ପାଇଁ ଏକ ପ୍ଲାଟ୍‌ଫର୍ମର ଆବଶ୍ୟକ କରୁଛନ୍ତି । ଡଟ୍ ଫେଷ୍ଟ୍ ଏଭଳି ଉଦ୍ୟୋଗୀମାନଙ୍କୁ ଗ୍ରାହକଙ୍କ ସହ ଯୋଗାଯୋଗ କରିବା ଓ ନିଜର ଉତ୍ପାଦ ବିକ୍ରି କରିବା ପାଇଁ ଏକ ପ୍ଲାଟ୍‌ଫର୍ମ ଦେଉଛି । ଡଟ୍ ଫେଷ୍ଟ୍‌ରେ ପରିଦର୍ଶକମାନେ ଜୁଏଲାରୀ, ହୋମ୍ ଡେକୋର୍‌, ପୋଷାକ ଆଦି ଉତ୍ପାଦ କ୍ରୟ କରିପାରିବେ । ଏକ ଲୋକପ୍ରିୟ ପର୍ବ ଭାବେ ଲୋକାଲ୍ ବ୍ରାଣ୍ଡ ଓ କାରିଗରଙ୍କୁ ଏକ ପ୍ଲାଟ୍‌ଫର୍ମ ପ୍ରଦାନକରି ରାଜ୍ୟର ଷ୍ଟାର୍ଟଅପ୍ ସଂସ୍କୃତିକୁ ମଜୁଭତ କରିବ । ଖାଦ୍ୟ ହେଉ କିମ୍ବା ମନୋରଞ୍ଜନ, କାହାଣୀ ଓ ସହରର ରାସ୍ତା, ଡଟ୍ ଫେଷ୍ଟ୍ ମ୍ୟୁଜିସିଆନ୍‌, ସିଙ୍ଗର, ଷ୍ଟାଣ୍ଡ୍‌ଅପ୍ ଆର୍ଟିଷ୍ଟ, ଡ୍ୟାନ୍ସରଙ୍କ ଦ୍ୱାରା ରୋମାଂଚକର ପ୍ରଦର୍ଶନଠାରୁ ଆରମ୍ଭ କରି ହଜାର ହଜାର ବର୍ଷ ପୁରୁଣା ମନ୍ଦିର ଓ ଗୁମ୍ଫା, ୧୬ରୁ ଅଧିକ ଦେଶର ଷ୍ଟ୍ରିଟ୍ ଫୁଡ୍ ଓ କଥାକାରଙ୍କ ମନମୁଗ୍ଧକାରୀ କାହାଣୀ ମାଧ୍ୟମରେ ଦର୍ଶକଙ୍କୁ ଆକର୍ଷିତ କରିବ ।

powered by social2s

ଗ୍ରାଣ୍ଡ୍ ବଜାରରେ ଡିସେମ୍ବର ୨୯ରୁ ଜାନୁଆରି ୧ ପର୍ଯ୍ୟନ୍ତ ଓପ୍ରେର ମେଗା ‘ନିଉ ଇୟର ଗ୍ରାଣ୍ଡେଉର’ ସମାରୋହ

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
29 December 2022

ଭୁବନେଶ୍ୱର: ପ୍ରତି ନୂଆବର୍ଷ ଆଶା ଏବଂ ନୂତନ ଶୁଭାରମ୍ଭର ପ୍ରତିଶ୍ରୁତି ଦେଇଥାଏ । ଭୁବନେଶ୍ୱବାସୀ ୨୦୨୨କୁ ବିଦାୟ ଦେଇ ୨୦୨୩ ନୂଆବର୍ଷକୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଗ୍ରୁପ୍ ଜି ସହଯୋଗରେ ଓପ୍ରେ ଓଭରଗ୍ରାଉଣ୍ଡ୍ ପକ୍ଷରୁ ଗ୍ରାଣ୍ଡ୍ ବଜାରରେ ୨୦୨୨ ଡିସେମ୍ବର ୨୯ ତାରିଖରୁ ୨୦୨୩ ଜାନୁଆରି ୧ ତାରିଖ ପର୍ଯ୍ୟନ୍ତ ନୂଆ ବର୍ଷ ଉତ୍ସବ ପାଳନ କାର୍ଯ୍ୟକ୍ରମ “ନିଉ ଇୟର ଗ୍ରାଣ୍ଡେଉର’ ଆୟୋଜନ କରାଯାଉଛି । ଏହି ମେଗା କାର୍ଯ୍ୟକ୍ରମରେ ରହିଛି ଫେସନ ଫିଏଷ୍ଟା ଯେଉଁଥିରେ ଅଭିନେତ୍ରୀ ପ୍ରକୃତି ମିଶ୍ର ସୋ’ ଷ୍ଟପର ଏବଂ ବିଚାରକ ଭାବେ ଏବଂ ମିସ୍ ଇଣ୍ଡିଆ ଓଡ଼ିଶା (ଟପ୍ ୧୩) ଶ୍ରୁତିକ୍ଷା ନାୟକ ବିଚାରକ ଭାବେ ଯୋଗ ଦେବେ । ଏହି ଅବସରରେ ଆଶାକୀରଣ ଚିଲ୍‌ଡ୍ରେନ୍ ହୋମର ଅନାଥ ବାଳିକା ଏବଂ ଜିଟିଇଟିର ମୁକ ଓ ବଧିର କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବ । ଏହି କାର୍ଯ୍ୟକ୍ରମର ପ୍ରମୁଖ ଆକର୍ଷଣ ହେଉଛି ଫୁଡ୍ ଫେଷ୍ଟିଭାଲ୍ ଯେଉଁଥିରେ ବିରିୟାନି ବକ୍ସ, ଆଡା କାଫେ, ବିଗିଜ ବର୍ଗର ଏବଂ ଓଡ଼ିଶା ହୋଟେଲ୍ ଆଦିର ସ୍ୱାଦିଷ୍ଟ ଖାଦ୍ୟ ସବୁ ରହିବ । ବଲିଉଡ୍ ନାଇଟ୍‌, ରାପ୍ ନାଇଟ୍ ଏବଂ ସୁଫି ନାଇଟ୍ ଭଳି ବିଭିନ୍ନ ବିଷୟବସ୍ତୁ ସହିତ ଏହି କାର୍ଯ୍ୟକ୍ରମ ୪ ଦିନ ଧରି ଆୟୋଜନ କରାଯିବ ଯେଉଁଥିରେ ଶ୍ରୀୟା ଜୈନ, ରାପର ବିଗ୍ ଡିଲ୍ ଆଦି ଏକ ଲାଇଭ ଦର୍ଶକଙ୍କ ପାଇଁ ପଫର୍ମ କରିବେ । ପ୍ରିନ୍‌ସ ଡ୍ୟାନ୍‌ସ ଗ୍ରୁପ୍‌ର ବହୁଚର୍ଚ୍ଚିତ ଦଶାବତାର ନୃତ୍ୟ ପ୍ରଦର୍ଶନ ସହ ନୂଆ ବର୍ଷ ୨୦୨୩କୁ ସ୍ୱାଗତ କରାଯିବ । ଏହି ଅବସରରେ ଓପ୍ରେର ମାଲିକ ଶ୍ରୀ ପ୍ରିନ୍ସ ଗୁପ୍ତା କହିଛନ୍ତି ଯେ, “ଆଗାମୀ କାର୍ଯ୍ୟକ୍ରମ ପାଇଁ ମୁଁ ଅତ୍ୟନ୍ତ ଉତ୍ସାହିତ । ଭୁବନେଶ୍ୱରବାସୀ ଏହି ୪ ଦିନ ବ୍ୟାପୀ ନୂଆ ବର୍ଷ କାଯ୍ୟକ୍ରମରେ ପ୍ରଥମ ଥର ପାଇଁ ଖାଦ୍ୟ, ଫ୍ୟାଶନ, ମ୍ୟୁଜିକ ଏବଂ ଡ୍ୟାନ୍ସ ଭଳି ବିବିଧ ପ୍ରକାରର ମନୋରଞ୍ଜନ ଦେଖିବାକୁ ପାଇବେ ! ଏହି କାର୍ଯ୍ୟକ୍ରମ ସମସ୍ତଙ୍କ ପାଇଁ ମାଗଣା ରହିଛି । ତେଣୁ କେହି ମଧ୍ୟ ଏଥିରୁ ବାଦ ପଡ଼ିବେ ନାହିଁ ଏବଂ ସମସ୍ତେ ନିଜ ପରିବାର ଏବଂ ବନ୍ଧୁମାନଙ୍କ ସହ ଆସି ଏହାକୁ ଉପଭୋଗ କରିପାରିବେ ।” ଏହା ହେଉଛି ଓଡ଼ିଶାର ପ୍ରଥମ ଧରଣର କାର୍ଯ୍ୟକ୍ରମ ଯେଉଁଥିରେ ରାଜ୍ୟରୁ ସୃଷ୍ଟି ହୋଇଥିବା ଖାଦ୍ୟ ବ୍ରାଣ୍ଡ୍‌, ସଂସ୍କୃତି ଓ ସଙ୍ଗୀତର ପ୍ରଚାର କରାଯିବ ।

powered by social2s

Indian Oil Corporation Limited selects Reliance Jio Managed Network Services for its retail outlets

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
22 December 2022

 

Mumbai: Jio has won the Indian Oil Corporation Limited (IOCL) order for providing SD-WAN solution that will power IOCL’s retail automation and critical business processes, such as payment processing, daily price updates, Remote Desktop Protocol (RDP) software and network monitoring with enterprise-grade connectivity, Quality of Service (QOS) and 24x7 support across 28 states and 8 union territories.

 

JioBusiness, the Enterprise arm of Reliance Jio Infocomm Ltd will be deploying and managing SD-WAN (Software Defined Wide Area Network) for IOCL across its 7,200 retail outlets for a period of 5 years.

 

 

 

Speaking on the win, Prateek Pashine, Head Enterprise, Reliance Jio said, "It is a matter of great pride for Jio to have been selected by IOCL for this prestigious project. We look forward to support IOCL’s digital transformation journey by implementing the largest SD-WAN network in the country with our ‘Made in India’ managed network solution. Our extensive experience in large scale deployments equip us with the technical expertise to support IOCL in achieving higher performance benchmarks across their network and leverage Jio’s connectivity at each of the 7,200 sites. This will in fact be one of the largest deployments of SD-WAN solution in India across any Industry as well as in the Oil & Gas Industry across Asia.  Currently the solution deployment is in an advanced stage with 2,000+ Retail outlets already onboarded on Jio’s SD-WAN setup”

 

Jio is uniquely placed to offer such integrated Managed Services using its

 

End-to-end digital onboarding platform with zero-touch SD-WAN provisioning, and

An integrated view of all 7,200 retail outlets on a single world class NOC interface

 

 

The current deployment is testimony to strong product, robust processes, and learnings from the thousands of WAN links deployed by Jio in offices, factories, and warehouses in various geographies for customers across Government, Banks, Large and Small Businesses.

 

  

powered by social2s

ସେଫଏକ୍ସପ୍ରେସ୍ ଚେନ୍ନାଇରେ ଏହାର ୭୪ ତମ ଅଲଟ୍ରା-ଆଧୁନିକ ଲଜିଷ୍ଟିକ୍ ପାର୍କ ଲଞ୍ଚ କରିଛି

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
31 December 2022

ଚେନ୍ନାଇ: ଭାରତର ସର୍ବବୃହତ ଯୋଗାଣ ଶୃଙ୍ଖଳା ଏବଂ ଲଜିଷ୍ଟିକ୍ କମ୍ପାନୀ ସେଫଏକ୍ସପ୍ରେସ୍ ତାମିଲନାଡୁର ଚେନ୍ନାଇଠାରେ ଏହାର ଅଲଟ୍ରା-ଆଧୁନିକ ଲଜିଷ୍ଟିକ୍ ପାର୍କ ଲଞ୍ଚ କରିଛି। ଏହି ଅତ୍ୟାଧୁନିକ ସୁବିଧା ଥିରୁଭଲ୍ଲୁର ଜିଲ୍ଲାର ମପ୍ପେଡୁ ନିକଟରେ ଅବସ୍ଥିତ । ମପ୍ପେଡୁ ସେହି ସ୍ଥାନ ଯେଉଁଠାରେ ନିକଟ ଅତୀତରେ ପ୍ରଧାନମନ୍ତ୍ରୀଙ୍କ ଗତି ଶକ୍ତି ଯୋଜନାରେ ସଂଯୋଗୀକରଣ ବୃଦ୍ଧି ପାଇଁ ଏକ ଉଚ୍ଚାଭିଳାଷୀ ଭିତ୍ତିଭୂମି ପ୍ରକଳ୍ପ ଆରମ୍ଭ କରାଯାଇଛି । ଏହି ଅବସରରେ ସେଫଏକ୍ସପ୍ରେସର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଥିରୁଭଲ୍ଲୁରର ମପ୍ପେଡୁରେ ଥିବା ସେଫଏକ୍ସପ୍ରେସ୍ ଲଜିଷ୍ଟିକ୍ ସୁବିଧା ୬.୫ଲକ୍ଷ ବର୍ଗଫୁଟର ଏକ ଜମିରେ ନିର୍ମାଣ କରାଯାଇଛି, ଯାହା ଅଲଟ୍ରା-ଆଧୁନିକ ଟ୍ରାନ୍ସମିସନ୍ ଏବଂ 3PL ଆଦି ସୁବିଧା ସହିତ ସକ୍ଷମ ରହିଛି, ଯାହା ଦ୍ରୁତ ସଂଯୋଗ ସେବା ଯୋଗାଇବା ସହ ଏହି ଅଞ୍ଚଳର ବ୍ୟବସାୟୀମାନଙ୍କର ସଂରକ୍ଷଣ ଏବଂ ଗୋଦାମ ଆବଶ୍ୟକତାର ଭରଣା କରିପାରିବ। ନୂତନ ଲଜିଷ୍ଟିକ୍ ପାର୍କ କ୍ରସ୍-ଡକ୍ ଅଟେ, ଯାହା ଏକା ସାଙ୍ଗରେ ୨୦୦ ରୁ ଅଧିକ ଗାଡି ଲୋଡିଂ ଏବଂ ଅନଲୋଡିଂ ସହିତ ସଜ୍ଜିତ । ଏଥିରେ ୮୦ ଫୁଟରୁ ଅଧିକ ସ୍ତମ୍ଭ ବିହୀନ ବ୍ୟବଧାନ ଅଛି, ଯାହା ସୁବିଧା ମଧ୍ୟରେ ସାମଗ୍ରୀ ର ନିରବଚ୍ଛିନ୍ନ ଗତିକୁ ସହଜ କରିଥାଏ । ସମସ୍ତ ପାଣିପାଗରେ ସାମଗ୍ରୀର ଲୋଡିଂ ଏବଂ ଅନଲୋଡିଂକୁ ସକ୍ଷମ କରିବାକୁ, ଏହି ସୁବିଧା ୧୬ ଫୁଟ ଚଉଡା କ୍ୟାଣ୍ଟିଲାଇଭର ସେଡ୍ ସହିତ ସଜ୍ଜିତ କରାଯାଇଛି । ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ଲଜିଷ୍ଟିକ୍ ସୁବିଧା ପାଇଁ ଆବଶ୍ୟକୀୟ ଅଗ୍ନି ନିର୍ବାପକ ଯନ୍ତ୍ର ଏବଂ ତାଲିମପ୍ରାପ୍ତ ମାନବ ଶକ୍ତି ରହିଛି । ଏହା ଏକ ସମନ୍ୱିତ ବର୍ଷା ଜଳ ଅମଳ ବ୍ୟବସ୍ଥା ସହିତ ସଜ୍ଜିତ, ଏଥିରେ ମଧ୍ଯ ଏକ ଉତ୍ସର୍ଗୀକୃତ ସବୁଜ ଜୋନ୍ ରହିଛି ଯାହା ଶକ୍ତି ସଂରକ୍ଷଣ ପାଇଁ ଦିନରେ ସୂର୍ଯ୍ୟକିରଣ ବ୍ୟବହାର କରିବ । ଲଜିଷ୍ଟିକ୍ ସୁବିଧାରେ ଅପରେସନ୍ ଅତ୍ୟନ୍ତ ଶୃଙ୍ଖଳିତ, ଯାହା ତାମିଲନାଡୁରୁ ଭାରତର ସମସ୍ତ ଗନ୍ତବ୍ୟସ୍ଥଳକୁ ଦେଶର ଦ୍ରୁତ ଗତିରେ ଗମନାଗମନ ସମୟ ସୁନିଶ୍ଚିତ କରିଥାଏ । ସମଗ୍ର ଅଞ୍ଚଳରେ ବ୍ୟାପିଥିବା ଉଦ୍ୟୋଗୀ ଏବଂ ନିର୍ମାତାମାନଙ୍କ ବଢ଼ୁଥିବା ଚାହିଦାର ଶୃଙ୍ଖଳିତ ଯୋଗାଣ ଏବଂ ଲଜିଷ୍ଟିକ୍ସର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ମ୍ୟାପଡୁରେ ଥିବା ସେଫକ୍ସପ୍ରେସ୍ ଲଜିଷ୍ଟିକ୍ ପାର୍କ ଭିତ୍ତିଭୂମି ବ୍ୟବଧାନକୁ ଦୂର କରିବାରେ ଏବଂ ସେମାନଙ୍କୁ ଶୃଙ୍ଖଳିତ ଯୋଗାଣ ଓ ଲଜିଷ୍ଟିକ୍ ଆବଶ୍ୟକତାକୁ ପ୍ରଭାବଶାଳୀ ଏବଂ ଦକ୍ଷତାର ସହ ପୂରଣ କରିବାରେ ବହୁ ସାହାଯ୍ୟ କରିବାକୁ ଇଚ୍ଛା ରଖେ |

powered by social2s

Notable Business Titans Who Revolutionised the World of Technology

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
26 December 2022

 

 

Bhubaneswar(26/12/2022): The task of compiling a list of the top tech innovators in the industry and beyond is challenging. Great leaders do not have an easy road to success or come from wealthy families with enormous business inheritances. New prospects and bigger endeavors can only be made possible by sheer persistence and enthusiasm for innovation.

 

The ability to inspire people and having a clear vision that others can believe in are only two of the qualities that create a successful leader. Excellent leadership is the only way to create long-term success. The most influential IT pioneers are listed below.

 

  1. Hervé Tessler, President & Chief Operations Officer at NOVENTIQ

 

A global senior executive with decades of international experience in US publicly traded corporations, Tessler’s rich experience has helped him in building diverse, high-performing teams across multiple geographies and functions at Noventiq. Tessler is an expert at driving results and leading initiatives on a global scale to transform international operations and company-wide functions. Tessler’s last position was Executive Vice President, President of International Operations at Xerox, which he held between 2017 and 2020. In this capacity, Tessler played an instrumental role in shaping Xerox’s strategy leading operational teams across more than 150 countries in Europe, the Middle East and Africa, Latin America, Eurasian countries, and India. During his stint at Xerox, he held several other senior management roles, including Head of Operations in Central and Eastern Europe, Israel, and Turkey; President of Xerox’s affiliate in Brazil; COO of Latin America; President of Developing Markets Operations and President of Corporate Operations.

 

  1. Jesal Doshi, Deputy Chief Executive Officer at B Medical Systems

Mr. Jesal Doshi, Deputy CEO of B Medical Systems, a global medical refrigeration device manufacturer,  possesses a wealth of knowledge in private equity, economic insights, and corporate strategy. Since joining  the company in 2015, Mr. Doshi has developed and implemented several initiatives that have transformed  B Medical Systems from a regional/niche player to one of the most innovative companies in the medical  refrigeration industry. Mr. Doshi was instrumental in the strategic geographic expansion of B Medical  Systems into the United States and has launched numerous initiatives to help the company foray into new  markets and customer segments, thereby contributing significantly to the growth of B Medical Systems.  

Before joining B Medical Systems, Mr. Jesal Doshi worked in private equity, managing investments exceeding $300M. He moved from private equity to B Medical Systems with a vision to save lives and  have a lasting impact. He has also been on the boards of several companies in India, Malaysia, Singapore,  Europe, and the US. He has lived and worked across India, South East Asia, Europe, and the US  

  1. Vikas Jain, Co-founder at World of Play 

Vikas Jain is the Co-Founder of PLAY, an Indian consumer technology brand working on a mission to equip consumers with state-of-the-art, trendy & futuristic, smart-hearables, on the back of the elegant design and premium quality. At the helm of the technologically advanced company, Vikas oversees critical functions & spearheads the customer’s journey with PLAY. Vikas plays an active role in defining the company's vision and growth strategy while also being the chief mentor. 

After completing his Mechanical Engineering from New Delhi in 1996, Vikas has in the past worked with global MNCs like TELCO, Daewoo Motors, and GE Transportation, USA. Before establishing his latest venture in the smart IoT ecosystem with PLAY, Vikas, in the year 2000, also co-founded Micromax, the leading consumer brand in India. With close to 25 years of combined experience in the startup ecosystem and the engineering industry, he ensures that PLAY consistently moves forth on its growth trajectory and reflects upon its vision to provide a differentiated consumer experience to its customers.

  1. Aakrit, Vaish, Co-Founder & CEO of Haptik

The co-Founder & CEO of Haptik, Aakrit pioneered conversational AI in India as early as 2013. Today, Haptik is one of the world's largest companies in the space, with offices in New York, Los Angeles, Mumbai, Singapore, and clients that include names such as including KFC, Starhub, Zurich Insurance, Ola Cabs, Hotstar, Oyo Rooms, Kotak Life. In April 2019, Reliance Industries acquired a majority share in the company in a $100 million transaction making Haptik one of the highest-valued AI companies globally.

Outside of Haptik, Aakrit is an investor in startups in the areas of consumer/consumer tech and B2B SaaS. Notable investments include Unacademy (valued at >$200 million), Pepper Content, Park+, Flat White Capital, Third Wave Coffee, Ayoconnect, Boxhub, Dataweave, Haikujam (Lightbox backed), Flatchat (sold to Commonfloor in 2014), Tookitaki, Dil Mil, Ayopop, iON Energy, Talent Litmus, among others. 

  1. Nilesh Gupta, Director at Vijay Sales

Nilesh Gupta is the Managing Director at Vijay sales. This leading Indian electronics retail store chain strives to give its customers the best value, the best products, and the best customer service in the industry. In his present capacity, he oversees the company’s e-commerce operations. In his current capacity, he spearheads the responsibility of directing and controlling the overall operations at the enterprise, which involves giving strategic guidance and direction to the board to ensure that Vijay Sales achieves its financial vision, mission, and long-term goals.

A graduate in BE electronics from the DY Patil Engineering College, Navi Mumbai, Nilesh is a second-generation entrepreneur  who gained his onsite experience over the years at various company outlets and went on to manage over 100 stores. He has been instrumental in the company’s meteoric rise. Under his leadership, Vijay’s sales have managed to grow rapidly while expanding across several metros, competing with big-ticket players and transforming itself numerous times in accordance with the shifting business landscape. Nilesh attributes the success of his venture to the dedication and excellence of his employees. Going forward, he envisions registering a 50% surge in the annual turnover of his enterprise through online sales and branching out more than 200 stores across different cities.

 

powered by social2s

ବିର୍ଲା ଫର୍ଟିଲିଟି ଆଣ୍ଡ୍ ଆଇଭିଏଫ୍ ପକ୍ଷରୁ ଭୁବନେଶ୍ୱରରେ ନୂତନ କେନ୍ଦ୍ରର ଶୁଭାରମ୍ଭ

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
20 December 2022

ଭୁବନେଶ୍ୱର : ସିକେ ବିର୍ଲା ହେଲ୍‌ଥକେୟାର ପକ୍ଷରୁ ଅନୁଜ ଟାଇମ୍ସ ସ୍କୋୟାର, ଜନପଥ, ସହିଦ ନଗର, ଖୋର୍ଦ୍ଧା, ଭୁବନେଶ୍ୱରରେ ଏହାର ବ୍ୟାପକ ଫର୍ଟିଲିଟି ସେଂଟର ବିର୍ଲା ଫର୍ଟିଲିଟି ଆଣ୍ଡ୍ ଆଇଭିଏଫ୍‌ର ଶୁଭାରମ୍ଭ କରାଯାଇଛି । ରାଜ୍ୟରେ ଏହା ଗ୍ରୁପ୍‌ର ପ୍ରଥମ କେନ୍ଦ୍ର ଯାହା ଫର୍ଟିଲିଟି ସମସ୍ୟା ଥିବା ରୋଗୀମାନଙ୍କୁ ଭରସାଯୋଗ୍ୟ କ୍ଲିନିକ ଚିକିତ୍ସା, ଏକ ମୂଲ୍ୟ ପ୍ରତିଶ୍ରୁତି ଏବଂ ବିଶ୍ୱସ୍ତ ଯତ୍ନ ପ୍ରଦାନ କରୁଛି । ଭୁବନେଶ୍ୱରର ଏହି କେନ୍ଦ୍ର ହେଉଛି ବିର୍ଲା ଫର୍ଟିଲିଟି ଆଣ୍ଡ୍ ଆଇଭିଏଫ୍‌ର ଦେଶରେ ୧୨ତମ କ୍ଲିକିନ୍ ଯାହାର ଉପସ୍ଥିତି ଦିଲ୍ଲୀ, ଗୁରୁଗ୍ରାମ, କୋଲକାତା, ଲକ୍ଷ୍ନୌ, ପାଟନା ଏବଂ ବାରାଣାସୀ ଆଦି ବିଭିନ୍ନ ସ୍ଥାନରେ ପୂର୍ବରୁ ରହିଛି । ବିର୍ଲା ଫର୍ଟିଲିଟି ଆଣ୍ଡ୍ ଆଇଭିଏଫ୍ ହେଉଛି ବର୍ତମାନ ଦେଶର ଦ୍ରୁତ ଅଭିବୃଦ୍ଧିଶୀଳ ଫର୍ଟିଲିଟି ଓ ଆଇଭିଏଫ୍ ବ୍ରାଣ୍ଡ୍ । ସମସ୍ତ କେନ୍ଦ୍ରରେ ଏହା ବିବିଧ ସନ୍ତାନ ପ୍ରସବ ସହ ଉଚ୍ଚ ଗର୍ଭଧାରଣ ହାର ପ୍ରଦାନ କରୁଥିବା ବେଳେ ୯୫% ରୋଗୀ ସନ୍ତୁଷ୍ଟ ରହିଛନ୍ତି । ଉଚ୍ଚ ମାନର ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାରେ ୫୦ ବର୍ଷର ପରମ୍ପରା ଥିବା ସିକେ ବିର୍ଲା ଗ୍ରୁପ୍ ଏହାର ନୂଆ ବ୍ରାଣ୍ଡ୍ ବିର୍ଲା ଫର୍ଟିଲିଟି ଆଣ୍ଡ୍ ଆଇଭିଏଫ୍ ମାଧ୍ୟମରେ ଫର୍ଟିଲିଟି କେୟାରରେ ଏକ ବିଶ୍ୱସ୍ତରୀୟ ବ୍ରାଣ୍ଡ୍ ହେବାକୁ ଲକ୍ଷ୍ୟ ରଖିଛି । ନୂଆ କେନ୍ଦ୍ରର ଶୁଭାରମ୍ଭ ଅବସରରେ ସିକେ ବିର୍ଲା ହେଲ୍‌ଥକେୟାରର ବିର୍ଲା ଫର୍ଟିଲିଟି ଆଣ୍ଡ୍ ଆଇଭିଏଫ୍‌ର ସିଇଓ ଅକ୍ଷତ ସେଠ୍ କହିଛନ୍ତି ଯେ, “ସିକେ ବିର୍ଲା ଗ୍ରୁପ୍‌ର ନୂଆ ବ୍ରାଣ୍ଡ୍ ବିର୍ଲା ଫର୍ଟିଲିଟି ଆଣ୍ଡ ଆଇଭିଏଫ୍ ଜରିଆରେ ଉଲ୍ଲେଖନୀୟ କ୍ଲିନିକ ଫଳାଫଳ, ଗବେଷଣା ଏବଂ ନବସୃଜନ ଜରିଆରେ ଭବିଷ୍ୟତର ଫର୍ଟିଲିଟିରେ ରୂପାନ୍ତରଣ ଆଣିବା ଲକ୍ଷ୍ୟ ନେଇ ଫର୍ଟିଲିଟି କେୟାରରେ ଏକ ବିଶ୍ୱସ୍ତରୀୟ ବ୍ରାଣ୍ଡ୍ ହେବାକୁ ଲକ୍ଷ୍ୟ ରଖିଛି । ସଠିକ୍ ପ୍ରଜନନ ବିକଳ୍ପ ଚୟନ କରିବାରେ ଦମ୍ପତିମାନଙ୍କୁ ସଶକ୍ତ କରିବା ଦିଗରେ ବିର୍ଲା ଫର୍ଟିଲିଟି ଆଣ୍ଡ୍ ଆଇଭିଏଫ୍ ହେଉଛି ଏକ ପଦକ୍ଷେପ । ବିର୍ଲା ଫର୍ଟିିଲିଟି ଆଣ୍ଡ୍ ଆଇଭିଏଫ୍‌ରେ ଭରସାଯୋଗ୍ୟ ଫର୍ଟିଲିଟି ଚିକିତ୍ସା ଉପରେ ସଚେତନତନା ଗଠନ କରିବା ଏବଂ ତାହାକୁ ଲୋକମାନଙ୍କ ପାଖରେ ପହଂଚାଇବା ଲାଗି ଆମେ ଉଦ୍ୟମ କରୁଛୁ, ଯେଉଁଥିପାଇଁ ଆମେ ସାରା ଦେଶରେ ଆମର ବିଶ୍ୱ ଶ୍ରେଣୀୟ ସେବାକୁ ଦ୍ରୁତ ଗତିରେ ସମ୍ପ୍ରସାରିତ କରୁଛୁ । ଭୁବନେଶ୍ୱର ପରେ ଆମେ କଟକ, ଗୌହାଟି, ଚଣ୍ଡିଗଡ଼ ଏବଂ ଯାଜପୁର ସମେତ ଅନ୍ୟାନ୍ୟ ପ୍ରମୁଖ ସହରରେ ସମ୍ପ୍ରସାରଣ କରିବାକୁ ଯୋଜନା ରଖିଛୁ । ସାରା ଦେଶରେ ସମାଜରେ ଫର୍ଟିଲିଟି ସଚେତନତାକୁ ବଢ଼ାଇବାର ପ୍ରତିବଦ୍ଧତା ସ୍ୱରୂପ ଆମର ସମସ୍ତ ଓପିଡି ପରାମର୍ଶ ବିନା ମୂଲ୍ୟରେ ମିଳିବ ।’’ ବିର୍ଲା ଫର୍ଟିଲିଟି ଆଣ୍ଡ୍ ଆଭିଏଫ୍ ଭୁବନେଶ୍ୱରର କନସଲଟାଂଟ୍ ଡାକ୍ତର ଲିପ୍‌ସା ମିଶ୍ର କହିଛନ୍ତି ଯେ, “ସାଧାରଣ ଭାବନାଠାରୁ ବିପରୀତ ଫର୍ଟିଲିଟି ସମସ୍ୟା ଉଭୟ ମହିଳା ଏବଂ ପୁରୁଷଙ୍କୁ ପ୍ରଭାବିତ କରିଥାଏ ଏବଂ ଆମେ ଏହାକୁ ନେଇ ସଚେତନତା ସୃଷ୍ଟି କରିବା ଉପରେ ଧ୍ୟାନକେନ୍ଦ୍ରିତ କରିବୁ । ଗୋଟିଏ ଛାତ ତଳେ ବହୁ ଶୃଙ୍ଖଳୀୟ ସୁବିଧା ଯୋଗାଇଦେଇ ଦମ୍ପତିମାନଙ୍କର ସାମଗ୍ରିକ ଫର୍ଟିଲିଟି ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଉପରେ ଆମର ଡାକ୍ତରୀ ପଦ୍ଧତି ଅତୂଳନୀୟ, ଯେଉଁଠାରେ ଆମର ନ୍ୟୁଟ୍ରିସନିଷ୍ଟ ଟିମ, ପରାମର୍ଶଦାତା, ଏଣ୍ଡ୍ରୋକ୍ରାଇନୋଲୋଜିଷ୍ଟ, ଆଣ୍ଡ୍ରୋଲୋଜିଷ୍ଟ ଆମର ଫର୍ଟିଲିଟି ବିଶେଷଜ୍ଞମାନଙ୍କ ସହିତ ନିରନ୍ତର ଭାବେ କାର୍ଯ୍ୟ କରନ୍ତି । ଭୁବନେଶ୍ୱରରେ ଆମର ନୂଆ କେନ୍ଦ୍ର ଦମ୍ପତିଙ୍କ ପାଇଁ ସମ୍ଭାବନାର ଏକ ଦୁନିଆ ଉଜାଗର କରି ଗୁଣାତ୍ମକ ସେବା ସେମାନଙ୍କୁ ସ୍ଥାନୀୟ ଭାବେ ଉପଲବ୍ଧ କରାଇବ । ଆମର ମୂଲ୍ୟ ପ୍ରତିଶ୍ରୁତି ଯୋଗୁ ଏହା ସବୁ ରୋଗୀଙ୍କ ପାଖରେ ପହଂଚିବା ନିଶ୍ଚିତ ହୋଇପାରିବ । ଏହି କେନ୍ଦ୍ରରେ ରହିଛି ଆଧୁନିକ ନିଦାନ ଉପକରଣ ଏବଂ ବିଶ୍ୱ ଶ୍ରେଣୀର ଫର୍ଟିଲିଟି ଚିକିତ୍ସା ଏବଂ ଏହା ଉଭୟ ପୁରୁଷ ଏବଂ ମହିଳା ଫର୍ଟିଲିଟି ସମସ୍ୟା ପାଇଁ ସଦ୍ୟତମ ଏବଂ ଭରସାଯୋଗ୍ୟ ଚିକିତ୍ସା ପ୍ରଦାନ କରୁଛି । ଦମ୍ପତିମାନେ ସେମାନଙ୍କ ସୁବିଧା ଅନୁଯାୟୀ ଏକ ପରିବାର ଆରମ୍ଭ କରିବାର ଯୋଜନା କରୁଥିବାରୁ ଆମେ ଫର୍ଟିଲିଟି ପ୍ରିଜର୍ଭେସନ ମଧ୍ୟ ପ୍ରଦାନ କରୁଛୁ , ଯାହାକି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ମଧ୍ୟରୁ ଅନ୍ୟତମ । ଓଭାରିଆନ କୋର୍ଟେକ୍ସ ଟିସୁ ଫ୍ରିଜିଙ୍ଗ ହେଉଛି କ୍ୟାନ୍ସର ରୋଗୀଙ୍କ ପାଇଁ ଫର୍ଟିଲିଟି ପ୍ରିଜର୍ଭେସନର ଏକ ଅତ୍ୟାଧୁନିକ କୌଶଳ, ଯାହାକୁ ଦକ୍ଷିଣ ପୂର୍ବ ଏସିଆରେ ଏହି କୌଶଳର ଅଗ୍ରଗାମୀ କରାଇଥିବା ଟିମ ଦ୍ୱାରା ବିଏଫଆଇ ଠାରେ କରାଯାଇଛି । ’’

powered by social2s

More Articles ...

  1. ଜିଓ ପକ୍ଷରୁ ଆଇଫୋନ୍ ୧୨ ଓ ପରବର୍ତୀ ଆଇଫୋନ୍ ମଡେଲ୍‌ଗୁଡ଼ିକ ପାଇଁ ଅସୀମିତ ଡାଟା ସହ ୫ଜି ସେବାର ଶୁଭାରମ୍ଭ
  2. How WhatsApp raised its game in 2022 to ensure increased safety and privacy for users
  3. ସିଏସ୍ଆରରେ ଏକତ୍ର କାର୍ଯ୍ୟ କରିବାକୁ କର୍ପୋରେଟ୍ ଜଗତଙ୍କୁ ସରକାରଙ୍କ ଆହ୍ୱାନ
Page 2061 of 2253
  • Start
  • Prev
  • 2056
  • 2057
  • 2058
  • 2059
  • 2060
  • 2061
  • 2062
  • 2063
  • 2064
  • 2065
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.