• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
27
Fri, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

    • ଅପରାଧ
      Details
      Feb 12 2022

      ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ଢେଙ୍କାନାଳ ରେ ଅଲ୍ ଓଡ଼ିଶା ଫ୍ଲଡ୍ ଲାଇଟ୍ ଫୁଟବଲ୍ ଟର୍ଣାମେଣ୍ଟ ଆରମ୍ଭ

Details
Odia Ray Admin
ମନୋରଞ୍ଜନ / କ୍ରୀଡା
04 May 2022

ଢେଙ୍କାନାଳ: ଢେଙ୍କାନାଳ ରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ଅଲ୍ ଓଡ଼ିଶା ଫ୍ଲଡ୍ ଲାଇଟ୍ ଫୁଟବଲ୍ ଟର୍ଣାମେଣ୍ଟ। ଏହି ଟୁର୍ଣାମେଣ୍ଟ ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମ୍ ରେ ୧୦ ତାରିଖ ଯାଏଁ ଚାଲିବ। ଆଜି ପ୍ରଥମ ମ୍ୟାଚ୍ ସ୍ପୋର୍ଟସ ହଷ୍ଟେଲ (କଟକ) ଓ ଜାଗା ୟୁନାଇଟେଡ କ୍ଳବ୍, ଭୁବନେଶ୍ୱର ମଧ୍ୟରେ ଖେଳା ଯାଇଥିଲା। ସ୍ଥାନୀୟ ବ୍ରହ୍ମୁଣି ଦେବୀ ମନ୍ଦିର ରୁ ଏକ ମଶାଲ ବାହାରି ଷ୍ଟାଡିୟମ୍ ରେ ପହଞ୍ଚି ଥିଲା। ଏହି ଖେଳ ପାଇଁ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ଢେଙ୍କାନାଳ କ୍ରୀଡ଼ା ସଂଘକୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଜିଲ୍ଲାପାଳ ସରୋଜ କୁମାର ସେଠୀ, ସାଂସଦ ମହେଶ ସାହୁ, ବିଧାୟକ ସୁଧୀର କୁମାର ସାମଲ, ସଂଘର ସମ୍ପାଦକ ନଳିନୀ ଦାସ, ଉପସଭାପତି ସଞ୍ଜୟ କୁମାର ଭଞ୍ଜ, ଜର୍ସି ଗୌରାଙ୍ଗ ଚରଣ ସେଠୀ, ମନୋରଞ୍ଜନ ପଟ୍ଟନାୟକ, ସଦସ୍ୟ ସନ୍ତୋଷ କାନୁନଗୋ, ସୁଶାନ୍ତ କୁମାର ଜେନା, ଆଶୁତୋଷ ମିଶ୍ର ଓ ପ୍ରତାପ ମହାନ୍ତି ଉପସ୍ଥିତି ଥିଲେ।

powered by social2s

ଢେଙ୍କାନାଳ ରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବ ଅଲ୍ ଓଡ଼ିଶା ଫ୍ଲଡ୍ ଲାଇଟ୍ ଫୁଟବଲ୍ ଟୁର୍ଣାମେଣ୍ଟ

Details
Odia Ray Admin
ମନୋରଞ୍ଜନ / କ୍ରୀଡା
02 May 2022

ଢେଙ୍କାନାଳ: ଢେଙ୍କାନାଳ ରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଛି ଅଲ୍ ଓଡ଼ିଶା ଫ୍ଲଡ୍ ଲାଇଟ୍ ଫୁଟବଲ୍ ଟୁର୍ଣାମେଣ୍ଟ। ଏହି ଟୁର୍ଣାମେଣ୍ଟ ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମ୍ ରେ ମେ ୪ ରୁ ଆରମ୍ଭ ହୋଇ ୧୦ ତାରିଖ ଯାଏଁ ଚାଲିବ। ଏଥିରେ ୮ ଟି ଦଳ ଅଂଶ ଗ୍ରହଣ କରିବେ। ଏହି ଖେଳ ପାଇଁ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ଢେଙ୍କାନାଳ କ୍ରୀଡ଼ା ସଂଘକୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ସଂଘର ସମ୍ପାଦକ ନଳିନୀ ଦାସ, ଉପସଭାପତି ସଞ୍ଜୟ କୁମାର ଭଞ୍ଜ, ଜର୍ସି ଗୌରାଙ୍ଗ ଚରଣ ସେଠୀ, ମନୋରଞ୍ଜନ ପଟ୍ଟନାୟକ, ସଦସ୍ୟ ସନ୍ତୋଷ କାନୁନଗୋ, ସୁଶାନ୍ତ କୁମାର ଜେନା, ଆଶୁତୋଷ ମିଶ୍ର ଓ ପ୍ରତାପ ମହାନ୍ତି ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

powered by social2s

କୋରିଆ ନାଇଟ ଟୁର୍ଣ୍ଣ; ମେଣ୍ଟରେ ଜୟ ଜଗନ୍ନାଥ ଟିମ ଚମ୍ପିୟନ

Details
Odia Ray Admin
ମନୋରଞ୍ଜନ / କ୍ରୀଡା
08 April 2022

  

ଢେଙ୍କାନାଳ: ଢେଙ୍କାନାଳ ସହରସ୍ଥ ୨୩ ନମ୍ବର ୱାର୍ଡ଼ କୋରିଆଁ ମ୍ୟାଙ୍ଗୋଗାର୍ଡେନ ପଡିଆରେ ୧ମ ଦେବରାଜ ସାହୁ ମେମୋରିଆଲ  ରାତ୍ରୀକାଳିନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଗତ ୭ ତାରିଖଠାରୁ ୮ଟି ଟିମକୁ ନେଇ ଏହି ରାତ୍ରିକାଳିନ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇ ଆଜି ଫାଇନାଲ ମ୍ୟାଚରେ ଜୟ ଜଗନ୍ନାଥ କ୍ରିକେଟ କ୍ଲବ ସହିତ ମା ମଙ୍ଗଳା କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଛି । ଜୟ ଜଗନ୍ନାଥ ଟିମ ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୧୨ ଓଭରରେ ୭ ଉଇକେଟ ହରାଇ ୯୨ରନ ସଂଗ୍ରହ କରିଥିଲେ । ବିପକ୍ଷରେ ମା ମଙ୍ଗଳା ଟିମ ନିର୍ଦ୍ଧାରିତ ଓଭର ଶେଷ ସୁଧା ୭ଉଇକେଟ ହରାଇ ୫୨ ରନ ସଂଗ୍ରହ କରିଥିଲେ।

ମୁଖ୍ୟ ଅତିଥିଭାବେ UAL ର ୱ ୲ର୍କ ମ୍ୟାନେଜର ଖିରୋଦ କୁମାର ବେହେରା ଯୋଗଦାନ କରି  ଚମ୍ପିୟନ ଭାବେ ଜୟ ଜଗନ୍ନାଥ ଟିମକୁ ଚମ୍ପିୟନ ଟ୍ରଫି ସହିତ ୮ହଜାର ଟଙ୍କା ଓ ମା ମଙ୍ଗଳା ବାଙ୍ଗୁସିଂହ ଟିମକୁ ରନର୍ସ ଟ୍ରଫି ସହିତ ୩ହଜାର ଟଙ୍କା ପ୍ରଦାନ କରାଯାଇଥିଲା।ଏହି ମ୍ୟାଚକୁ ଦୁର୍ବାସା ମହାପାତ୍ର, ସମ୍ବିତ ନନ୍ଦ ଓ ସ୍ମୃତି ରଂଜନ ରଥ ଖେଳ ପରି ଚାଳନା କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟଟିକୁ ଶାନ୍ତିଷ୍ଟାର କ୍ରିକେଟ କ୍ଲବ ଆୟୋଜନ କରି ଥିଲେ । ବିଜୟ ସାହୁ ମୁଖ୍ୟ ଆୟୋଜକ ଭାବେ ସହଯୋଗ କରିଥିଲେ। କୋରିଆଁ ବାସୀଙ୍କ ବିଶେଷ ସହଯୋଗରେ ଶାନ୍ତିଶୃଙ୍ଖଳା ସହିତ ଶେଷ ହୋଇଛି।

 

powered by social2s

ଦ୍ୱିତୀୟ ଓଡ଼ିଶା ନାଭାଲ ଟାଟା ହକି ପ୍ରତିଯୋଗିତା ଉଦଘାଟିତ

Details
Odia Ray Admin
ମନୋରଞ୍ଜନ / କ୍ରୀଡା
08 March 2022

ଢେଙ୍କାନାଳ: ଆଜି ଦ୍ୱିତୀୟ ଓଡ଼ିଶା ନାଭାଲ ଟାଟା ହକି ପ୍ରତିଯୋଗିତା ଢେଙ୍କାନାଳ ସଦର ମହକୁମା ଷ୍ଟାଡିଅମରେ ଉଦଘାଟିତ ହୋଇଯାଇଛି। ଓଡ଼ିଶା ଟାଟା ନଭାଲ ଏକାଡେମୀ ରାଜୀବ କୁମାର ସେଠ ଏହି ପ୍ରତିଯୋଗିତା ବିଷୟରେ ବର୍ଣ୍ଣନା କରିବା ସହ ଓ ପ୍ରଶାସନର ସହଯୋଗକୁ ପ୍ରଶଂସା କରିଥିଲେ। ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ବିଶ୍ଵ ମହିଳା ଦିବସ ଉପଲକ୍ଷେ ବାଳକ ଓ ବାଳିକାଙ୍କ ଆଜି ଦିନର ତାତ୍ପର୍ଯ୍ୟ ବିଷୟ ଅବଗତ କରାଇଥିଲା। ଆଗାମୀ ଦିନରେ ଜିଲ୍ଲା ଓ ରାଜ୍ୟରେ ହକିକୁ ଏକ ନମ୍ବର ଖେଳ ଭାବେ ପରିଚିତ କରାଇବାରେ ମୁଖ୍ୟମନ୍ତ୍ରୀଙ୍କ ଆକାଂକ୍ଷା ପୂରଣ କରିବା ପାଇଁ ହାତ ବଢ଼ାଇବାକୁ ପ୍ରେରଣା ଦେଇଥିଲେ। ମୁଖ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ହକି ଖେଳାଳି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଯୁବପିଢ଼ିକୁ ହକି ପ୍ରତି ଆଗ୍ରହ ବଢ଼ାଇବା ପାଇଁ ପରାମର୍ଶ ଦେଇଥିଲେ। ବିଜୁ ପଟ୍ଟନାୟକଙ୍କ କୋଚ୍ ପୁରସ୍କାର ପ୍ରାପ୍ତ ଖେଳ ପ୍ରଶିକ୍ଷକ ନନ୍ଦ ବିହାରୀ, ପୁରାତନ ଖେଳାଳି ପ୍ରଦୀପ କୁମାର ଦାସ ଓ ପର୍ଶୁରାମ ମିଶ୍ର ଙ୍କ ସହ ଖେଳର ସଙ୍ଗଠକ ପ୍ରେମାନନ୍ଦ ବିହାରୀ ଯୋଗଦାନ କରିଥିଲେ। ଏହି ପ୍ରତିଯୋଗିତା ମାର୍ଚ୍ଚ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ।

powered by social2s

ଦୃଷ୍ଟିବାଧିତ ଛାତ୍ରୀ ମାନଙ୍କ ନିମନ୍ତେ ପାଞ୍ଚ ଦିନିଆ କ୍ରିକେଟ ତାଲିମ ଶିବିର ଉଦଘାଟିତ

Details
Odia Ray Admin
ମନୋରଞ୍ଜନ / କ୍ରୀଡା
11 April 2022

 

 

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ଦୃଷ୍ଟିହୀନ ପିଲାଙ୍କ ପାଇଁ କ୍ରିକେଟ ସଂଘ ଓଡିଶା (ସିଏଭିଆଇ) ଓ ବାଲିଗୁଡା ବନବାସୀ ସେବା ସମିତି ଙ୍କ ମିଳିତ ସହଯୋଗ ରେ ରେଡକ୍ରସ ଦୃଷ୍ଟିହୀନ ବିଦ୍ୟାଳୟ ପରିସରରେ, ଦୃଷ୍ଟିବାଧିତ ଛାତ୍ରୀ ମାନଙ୍କ ନିମନ୍ତେ ଏକ ପାଞ୍ଚ ଦିନିଆ ତାମିଲ ଶିବିର ଉଦଘାଟିତ ହୋଇଯାଇଛି | ଉକ୍ତ ଉଦଘାଟନ ଉତ୍ସବରେ କ୍ରିକେଟ ସଂଘ ଓଡିଶା (ସିଏଭିଆଇ) ର ସଭାପତି ମହମ୍ମଦ ଦ୍ରାଫର ଇକବଲ ଓ ତାଙ୍କର ଅନ୍ୟ ଚାରିଜଣ ସହଯୋଗୀ ମାନେ ଏହି କାର୍ଯ୍ୟକ୍ରମ ପ୍ରଶିକ୍ଷକ ଭାବରେ ଯୋଗ ଦେଇ ପିଲାମାନଙ୍କୁ ତାଲିମ ପ୍ରଦାନ କରୁଛନ୍ତି | ଉକ୍ତ ଉଦଘାଟନ ଉତ୍ସବରେ ବାଲିଗୁଡା ବିଜ୍ଞାପିତ ଅଂଚଳ ପରିଷଦର ଅଧ୍ୟକ୍ଷ  ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ଶିଶୁ କଲ୍ୟାଣ ସମିତି ଫୁଲବାଣୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କନ୍ଧମାଳ ସଦସ୍ୟା, ବାଲ ଅପରାଧ ପରିଷଦ, ଫୁଲବାଣୀ, ରାଜ୍ୟ ପ୍ରୋଗ୍ରାମ ମ୍ୟାନେଜର, ଶୁଭଦର୍ଶୀ ଦାସ, ବନବାସୀ ସେବା ସମିତି ର ସହ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ଉପସ୍ଥିତ ରହି ପିଲାଙ୍କ ଉଦେଶ୍ୟ ରେ ବହୁ ମୂଲ୍ୟବାନ ମନ୍ତ୍ୟବ୍ୟ ଦେଇଥିଲେ | ଉକ୍ତ ସଭା ରେ ଦୃଷ୍ଟିହୀନ ବିଦ୍ୟାଳୟ, ମାନସିକ ଅନଗ୍ରସର ଓ ବଧିର ବିଦ୍ୟାଳୟ ର ଛାତ୍ରଛାତ୍ରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ | ସଭା ଆରମ୍ଭ ରେ ବିଶ୍ୱଜିତ ଜେନା ଅତିଥି ମାନଙ୍କୁ ସ୍ୱାଗତ ଜଣାଇବା ସହିତ ପରିଚୟ ପ୍ରଦାନ କରିଥିଲେ l ପ୍ରଫୁଲ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ | ଏହି ସଭା ରେ ପ୍ରାରମ୍ଭିକ ସଂଗୀତ ଓ ଉଦଯାପନୀ ସଂଗୀତ ଦୃଷ୍ଟି ହୀନ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପରିବେଷଣ କରାଯାଇ ଥିଲା l ସମିତି ର ପ୍ରତିଷ୍ଠାତା ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା ସଭା କାର୍ଯ୍ୟ ପରିଚାଳନା କରିଥିଲେ | ସମସ୍ତଙ୍କର ସହଯୋଗ କାମନା ପୂର୍ବକ ତାଲିମ କାର୍ଯ୍ୟକ୍ରମ କୁ ଆଗେଇ ନେବା ପାଇଁ ମଞ୍ଚାସୀନ ଅତିଥିବୃନ୍ଦ ଏବଂ ସଭାପତି ଶ୍ରୀ ଜେନା ପରାମର୍ଶ ଦେଇଥିଲେ |

 

powered by social2s

Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

Details
Odia Ray Admin
ମନୋରଞ୍ଜନ / କ୍ରୀଡା
06 April 2022

 

New Delhi: They came, they sang and they conquered. Celebrating the roaring success of Smule 1 2 3… Riyaaz fans have showered their love on India’s first digital-only singing reality show and they cannot get enough of this quirky and fast-paced music competition. Now, they have another opportunity to make the best out of this national contest and sing their hearts out with none other than national award-winning singer, composer, and songwriter Shasha Tirupati! For the fans in the South, this is an amazing opportunity to take part in this unique and widely-loved music competition with an amazing chance to be part of a music video!

 

The voice behind hits such as Vaan Varuvan and Aye Mr Minor, Tirupati has worked extensively with maestro AR Rahman. Shasha is widely known as the “Humma Girl’ after she sang The Humma Song in the Hindi film OK Jaanu, which propelled her into national fame. So, if you have missed the chance to participate this season, you can now grab the last opportunity to show off your singing mettle as Smule 1, 2, 3… Riyaaz is back on popular demand with a Wild Card round. Shashaa will be a mentor for this round. The wild card round is a special opportunity for Tamil music fans to croon to Aaruyirae by AR Rahman from the movie Guru. 

 

Thousands of contestants have participated in Season 2 from across the country and the ease of entering a singing reality show from your house on a mobile phone has motivated more people to enter the contest. The last date for entries in the Wild Card round is on the 13th of April at midnight and time is running out for anyone with music in their hearts to shine at India’s biggest digital stage for music. 

 

So, download the Smule app today and sing a duet with Shashaa Tirupati for the last chance to feature in an original music video with ace Bollywood music heartthrob Amaal Mallik, digital pop sensation Lisa Mishra, and the Punjab pop party queen Aastha Gill. Armed with just a phone, internet access, and your singing skills here’s your chance to become the next digital pop star. So go for it now! https://www.idiva.com/123riyaaz/how-to-play

 

 

 

powered by social2s

ଢେଙ୍କାନାଳ କାଲବୁଦ୍ଧିଆ କ୍ରିକେଟ ଖେଳ ପଡିଆରେ ଚାଲିଥିବା ନବମ ବାର୍ଷିକ ତୁର୍ଣ୍ଣାମେଂଟ ଉଦଯାପିତ

Details
Odia Ray Admin
ମନୋରଞ୍ଜନ / କ୍ରୀଡା
28 January 2022

 

 

ଢେଙ୍କାନାଳ: କାଲବୁଦ୍ଧିଆ କ୍ରିକେଟ ଖେଳ ପଡିଆରେ ଚାଲିଥିବା ନବମ ବାର୍ଷିକ ତୁର୍ଣ୍ଣାମେଂଟ ୮ ଦିନ ଧରି ଚାଲିଥିବା ବେଳେ ଆଜି ଉଦଯାପିତ ହୋଇଯାଇଛି ।ଏହି ତୁର୍ଣ୍ଣାମେଂଟ ରେ ୧୬ ଟି ଟିମ ଅଂଶଗ୍ରହଣ କରିଥିଲେ।

 

ଆଜିର ରୋମାଞ୍ଚକ ଫାଇନାଲ ମ୍ୟାଚରେ କୁସୁମୁଣ୍ଡିଆ ଏବଂ କନ୍ଧରା ଭେଟା ଭେଟି ହୋଇଥିଲେ। ଏହି ଫାଇନାଲ ମ୍ୟାଚରେ କୁସୁମୁଣ୍ଡିଆ କନ୍ଧରା କୁ ଦୁଇ ରନରେ ହରାଇ ଚାମ୍ପିଅନ ହୋଇଛି। କୁସୁମୁଣ୍ଡିଆ ପ୍ରଥମେ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ନିର୍ଦ୍ଧାରିତ ୧୫ ଓଭରରେ ସମସ୍ତ ଉଇକେଟ ହରାଇ ୮୨ ରନ କରିଥିଲା । ୮୩ ରନର ବିଜୟ ଲକ୍ଷକୁ ପିଛା କରି କନ୍ଧରା ନିର୍ଧାରିତ ୧୫ ଓଭର ୬ ଉଇକେଟ ହରାଇ ୮୧ ରନ କରିପାରିଥିଲା। ଖେଳକୁ ପରିଚାଳନା କରିଥିଲେ ୨ ଅମ୍ପେଆର ବେଣୁଧର ମହାନ୍ତ ଏବଂ ଗୁରୁଚରଣ ଗାଗରାଇ। ସ୍କୋରର ଥିଲେ ହିମାଂଶୁ ମହାନ୍ତ ଏବଂ ସିଲୁ ମହାନ୍ତ। ଧାରବିବରିଣୀ ପ୍ରଦାନ କରିଥିଲେ ବିଶ୍ବମ୍ବର ମହାନ୍ତ।ସଗାଯୋଗ କରିଥିଲେ ଚୁଇଙ୍ଗମ ମହାନ୍ତ ଏବଂ ଗୋଲେଖ ମହାନ୍ତ, ସୌଭାଗ୍ୟ ମହାନ୍ତ, ନରେଶ ମହାନ୍ତ। ମୁଖ୍ୟ ଅତିଥି ବ୍ଲକ ଚେୟାରମ୍ୟାନ କାର୍ତ୍ତିକ ସାହୁ ଯୋଗଦେଇ ଟ୍ରଫି ପ୍ରଦାନ କରିଥିଲେ।

 

 

powered by social2s

More Articles ...

  1. ଓଡ଼ିଶାର ହାଇ ଜମ୍ପର ସ୍ୱାଧୀନ ମାଝୀଙ୍କର ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶା ଏଚପିସିରେ ଉଲ୍ଲେଖନୀୟ ପ୍ରଗତି
  2. ସର୍ବଭାରତୀୟ ବ୍ୟାଡ଼ମିନଟନରେ ରୌପ୍ୟ ପଦକ ଜିତିଲେ ଓଡିଶା ସାଇ ବ୍ୟାଡ଼ମିନଟନ ଏକାଡେମୀର ଦୁଇ ଖେଳାଳି
  3. ରୁପାବାଲି ପରେ ଠାକୁରାପଦା ଖେଳ ପଡିଆର ଉନ୍ନତିକରଣ ନେଇ ପଡିଲା ଭିତ୍ତିପ୍ରସ୍ତର
Page 2050 of 2255
  • Start
  • Prev
  • 2045
  • 2046
  • 2047
  • 2048
  • 2049
  • 2050
  • 2051
  • 2052
  • 2053
  • 2054
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.