ଗଞ୍ଜାମରେ ଦୁର୍ଘଟଣାରେ ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ଚିକିଟିପେଣ୍ଠ ବସ୍ଷ୍ଟାଣ୍ଡ ନିକଟରେ ବାଇକ୍କୁ ଧକ୍କା ଦେଲା ଟ୍ରାକ୍ଟର୍। ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ବାମୀ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ସ୍ବାମୀ ବ୍ରହ୍ମପୁର ଏମ୍ କେ ସି ଜି ସ୍ଥାନାନ୍ତର ହୋଇଛନ୍ତି।
