• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
29
Sun, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Nov 28 2026

      କଟକ ଗୋଷ୍ଠୀ ସଂଘର୍ଷ; ୧୫ରୁ ଅଧିକ ଅଟକ

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ଫେବୃୟାରୀ ମାସ ପାଇଁ ଆସିଲା ରାଜ୍ୟ କରୋନା ଗାଇଡଲାଇନ; ଖୋଲିବ ଅଙ୍ଗନବାଡ଼ି କେନ୍ଦ୍ର

Details
Odia Ray Admin
ଓଡିଶା
30 January 2021

 

 

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ଫେବୃଆରୀ ମାସପାଇଁ ଆସିଛି ମାର୍ଗଦର୍ଶିକା। 

ଏଥିରେ ୧ ଫେବୃଆରୀ ରୁ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଖୋଲାଯିଵ ବୋଲି କୁହାଯାଇଛି।

ତେବେ ସ୍କୁଲ ଖୋଲିବା ନେଇ ନିସ୍ପତ୍ତି ନେବେ ସ୍କୁଲ ଓ ଗଣଶିକ୍ଷା ବିଭାଗ। 

ପ୍ରାଇମେରୀ ସ୍କୁଲ ଖୋଲିବା ପାଇଁ ଆସିବ ଏସ୍ଓପି।

 

ସେହିଭଳି ବିବାହ ଓ ଶେଷକୃତ କାର୍ଯ୍ୟରେ ୫୦୦ଲୋକ ସାମିଲ ହୋଇପାରିବେ ବୋଲି ଏହି ଗାଇଡଲାଇନରେ ଦର୍ଶାଯାଇଛି। 

 

ବନ୍ଦ କୋଠରୀ ମଧ୍ୟରେ ୫୦%ଲୋକଙ୍କୁ ନେଇ କାର୍ଯ୍ୟକ୍ରମ ଚାଲିପାରିବ। 

 

ଏହା ସହିତ ଖୋଲା ସ୍ଥାନରେ କରୋନର ସମସ୍ତ ନିୟମ ମାନିବାକୁ ଲୋକଙ୍କୁ କୁହାଯାଇଛି। 

 

ତେବେ ଫେବୃଆରୀ ୧ରୁ ୨୮ ତାରିଖ ପର୍ଯ୍ୟନ୍ତ ଏହି ମାର୍ଗଦର୍ଶିକା ଲାଗୁ ହିବ ବୋଲି କୁହାଯାଏ।

 

powered by social2s

କଟକରେ ନକଲି ଘିଅ କାରଖାନା ଠାବ

Details
Odia Ray Admin
ଓଡିଶା
30 January 2021

 

 

 

କଟକ: କଟକ ଜିଲ୍ଲା ମର୍କତନଗର ଥାନା ସିଡିଏ ସେକ୍ଟର ୯ ଅଂଚଳରେ ଏକ ନକଲି ଘିଅ କାରଖାନା ଠାବ ହୋଇଛି।

ଘଟଣାସ୍ଥଳରୁ ୨୭ ଟିଣ ନକଲି ଘିଅ ଜବତ ହୋଇଛି।

 

କାରଖାନା ର ମାଲିକ କୁ ଅଟକ ରଖିଛି ପୋଲିସ।

 

powered by social2s

ପିଲାମାନଙ୍କର ସୁରକ୍ଷା ପାଇଁ ସୁନ୍ଦରଗଡ଼ ପୋଲିସର "ଆମ ଖୁସି ଆମ ସୁରକ୍ଷା" ପ୍ରୋଜେକ୍ଟ

Details
Odia Ray Admin
ଓଡିଶା
29 January 2021

 

 

ପିଲାମାନଙ୍କର ସୁରକ୍ଷା ପାଇଁ ସୁନ୍ଦରଗଡ଼ ପୋଲିସ ଆଜି "ଆମ ଖୁସି ଆମ ସୁରକ୍ଷା" ନାମରେ ଏକ ପ୍ରୋଜେକ୍ଟ ଆରମ୍ଭ କରିଛନ୍ତି

 

 

ଏହି ପ୍ରୋଜେକ୍ଟରେ ଆଜି ରାଜଗାଙ୍ଗପୁର ପୋଲିସ ଷ୍ଟେସନ ପରିସରରେ ପ୍ରଥମ ପୋଲିସ ଷ୍ଟେସନକୁ ଡିଆଇଜି କବିତା ଜଲାନ ଉଦ୍ଘାଟନ କରିଛନ୍ତି ।ଏସପି ସାଗରିକା ନାଥ ଏହି କାର୍ଯ୍ଯକ୍ରମରେ ଉପସ୍ଥିତ ଥିଲେ ।

 

ଆଜିର ପିଲା ହେଉଛନ୍ତି ଆସନ୍ତା କାଲିର ଭବିଷ୍ୟତ । ସେମାନଙ୍କର ସ୍ଵାଧୀନତା ଓ ସୁରକ୍ଷା ପାଇଁ ପ୍ରତ୍ୟକେ ବ୍ୟକ୍ତି ଚିନ୍ତିତ ହେବା ଉଚିତ । ଏହି ପିଲାମାନଙ୍କର ସୁରକ୍ଷା,କଲ୍ୟାଣ ଓ ସାମାଜିକ ଦୁଷ୍କର୍ମରୁ ରକ୍ଷା କରିବାପାଇଁ ସୁନ୍ଦରଗଡ଼ ପୋଲିସ ଆଜି "ଆମ ଖୁସି ଆମ ସୁରକ୍ଷା" ନାମରେ ଏକ ପ୍ରୋଜେକ୍ଟ ଆରମ୍ଭ କରିଛନ୍ତି । ଏହି ପ୍ରୋଜେକ୍ଟରେ ଆଜି ରାଜଗାଙ୍ଗପୁର ପୋଲିସ ଷ୍ଟେସନ ପରିସରରେ ପ୍ରଥମ ପୋଲିସ ଷ୍ଟେସନକୁ ଡିଆଇଜି ୱେଷ୍ଟନ ରେଞ୍ଜ କବିତା ଜଲାନ ଉଦ୍ଘାଟନ କରିଛନ୍ତି । ଏହାପରେ ଆଉ ୫ ଟି ପୋଲିସ ଷ୍ଟେସନ ଭାସ୍ମା, ବଦଗାଁଓ, କୁତ୍ରା,ଟାଉନ ଓ ବୀରମିତ୍ରପୁରକୁ ନିଆଯିବ । ପ୍ରୋଜେକ୍ଟ ଅଧୀନରେ ଜିଲ୍ଲାର ପ୍ରତ୍ୟେକ ପୋଲିସ ଷ୍ଟେସନକୁ NCPCR ର ନିର୍ଦ୍ଦେଶାବଳୀ ଅନୁଯାୟୀ ଶିଶୁ ସୁରକ୍ଷା କରିବାପାଇଁ ପଦକ୍ଷେପ ନିଆଯିବ । 

 

ପ୍ରୋଜେକ୍ଟରେ ୪ ଟି ଉଦ୍ଦେଶ୍ୟ ହେଉଛି : ପ୍ରଥମତଃ - ପିଲାମାନଙ୍କ ନିକଟରେ ପୋଲିସ କର୍ମଚାରୀଙ୍କୁ ଅଧିକ ନିକଟତର କରିବା । ଯାହାଦ୍ଵାରା ସେମାନେ ଭୟଭୀତ ନହୋଇ ପୋଲିସକୁ ନିଜର ମନକଥା କହିପାରିବେ । 

ଦ୍ବିତୀୟତଃ-ଯୌନ ଶୋଷଣର ଶିକାର ହୋଇଥିବା ପୀଡ଼ିତାଙ୍କୁ ମାନସିକ ଯତ୍ନ ଓ ପରାମର୍ଶ ଦେଇ ସେମାନଙ୍କ ଆବଶ୍ୟକତାକୁ ପୂରଣ କରିବା ।

ତୃତୀୟତଃ- ପିଲାମାନଙ୍କ ସହିତ ଯୋଗାଯୋଗ କରିବା ପାଇଁ ଏକ ପ୍ଲାଟଫର୍ମ ତିଆରି କରିବା ।

ଚତୁର୍ଥ - ଶିଶୁ ଅପରଧକୁ ରୋକିବା ଓ ଶିଶୁ ସୁଧାରରେ ସହାୟତା ପାଇଁ କାର୍ଯ୍ୟ କରିବା ।

 

ଏହି ପ୍ରୋଜେକ୍ଟକୁ ଆରମ୍ଭ କରିବା ପାଇଁ ୩ଟି ପର୍ଯ୍ୟାୟ ରହିଛି ସେଗୁଡିକ ହେଉଛି :

 

ଇନଫ୍ରାଷ୍ଟ୍ରକଚର ଡେଭଲପମେଣ୍ଟ-

 

ପିଲାମାନଙ୍କୁ ଏକ ନିରାପଦ ଓ ଶାନ୍ତ ପରିବେଶ ଯୋଗାଇବା ପାଇଁ ଏକ ପୃଥକ ଗୃହ ରହିବ ଯାହାର ନାମ ଆନନ୍ଦ ଘର(Ananda ghara) ରଖାଯାଇଛି । ଏହି ସ୍ଥାନରେ ଜଣେ ଚାଇଲ୍ଡ ୱେଲଫେୟାର ଅଫିସର୍ ଦାୟିତ୍ୱରେ ରହିବେ ।

 

କାପାସିଟି ବିଲଡିଂ-

ଦୁଇଜଣ ମହିଳା କର୍ମଚାରୀଙ୍କୁ ଉଭୟ ଆଇନ ବିଶେଷଜ୍ଞ ତଥା ସାଇକୋଲୋଜି କ୍ଷେତ୍ରର ବିଶେଷଜ୍ଞଙ୍କ ଠାରୁ ତାଲିମ ପ୍ରଦାନ କରାଯିବ କାରଣ ଦୁର୍ବ୍ୟବହାର ଶିକାର ହେଉଥିବା ପୀଡ଼ିତା ଏହାର ସାମ୍ନା କରିପାରିବେ । ଏହି ତାଲିମ ମଦ୍ୟୁଲରେ ନାବାଳକ ଜଷ୍ଟିସ ଆକ୍ଟ ,POCSO ଆକ୍ଟ,ବାଲ୍ୟ ବିବାହ ଆଦି ରହିବ ।

 

କାମ୍ୟୁନିଟି ପାର୍ଟିସିପେଶନ- 

ପାରସ୍ପରିକ ସମ୍ପର୍କକୁ ସୁଦୃଢ କରିବାପାଇଁ ପରବର୍ତ୍ତୀ ପର୍ଯ୍ୟାୟରେ ବିଭିନ୍ନ ବିଦ୍ୟାଳୟର ପିଲାମାନଙ୍କୁ ପୋଲିସ ଷ୍ଟେସନକୁ ଆମନ୍ତ୍ରିତ କରାଯିବ । ସେମାନେ ପୋଲିସର କାର୍ଯ୍ୟକଳାପ ଓ ଭୂମିକା ବିଷୟରେ ଜାଣିପାରିବେ । ଏହି ପଦକ୍ଷେପକୁ 'ୱାନ ଡେ ଆଟ ୟୋର ପୋଲିସ ଷ୍ଟେସନ'  କୁହାଯିବ ।

 

powered by social2s

ଗଞ୍ଜାମର ଦୁଇଟି ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କଲେ ଛତ୍ରପୁର ବିଧାୟକ

Details
Odia Ray Admin
ଓଡିଶା
29 January 2021

 

ଛତ୍ରପୁର: ଗଞ୍ଜାମ ଜିଲ୍ଲାର ଦୁଇଟି ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କଲେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା।

ନରେନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟ ଓ ରମ୍ଭା ବାଳିକା ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କଲେ ବିଧାୟକ।
ଦୁଇଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ହାଇକୋର୍ଟ ଜଜ, ଦୁଇ କେନ୍ଦ୍ରମନ୍ତ୍ରୀ, ରାଜ୍ୟର ସମସ୍ତ ମନ୍ତ୍ରୀ, ସାଂସଦ ଓ ବିଧାୟକ ମାନଙ୍କୁ ସ୍କୁଲ ଗୁଡିକୁ ପୋଷ୍ୟ ଭାବରେ ଗ୍ରହଣ କରିବାପାଇଁ ନିବେଦନ କରିଥିଲେ।

powered by social2s

ଓଡିଶାରେ ଟିକାକରଣ ଧାର୍ଯ୍ୟ ଲକ୍ଷ୍ୟ ପୁରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

Details
Odia Ray Admin
ଓଡିଶା
29 January 2021

 

 

ଭୁବନେଶ୍ୱର: ଓଡିଶାରେ କରୋନା ଟିକାକରଣର ଧାର୍ଯ୍ୟ ଲକ୍ଷ୍ୟ ପୁରଣ ପାଇଁ ସରକାର ସବୁ ରାଜ୍ୟର ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 

 

ସୂଚନା ଅନୁଯାୟୀ କେତେକ ଜିଲ୍ଲାରେ ଟିକାକରଣର ଧାର୍ଯ୍ୟ ଲକ୍ଷ୍ୟ ପୁରଣ ହୋଇନାହିଁ। 

ଫେବୃଆରୀ ୧୦ତାରିଖରେ ପ୍ରଥମ ପର୍ଯ୍ୟାୟର କରୋନା ଟିକାକରଣ ଶେଷ ହେବାକୁ ନିଷ୍ପତ୍ତି ନିଆଯାଇଛି। ତେଣୁ ଟିକାକରଣ ର ଶତପ୍ରତିଶତ ଲକ୍ଷ୍ୟ ପୂରଣ ପାଇଁ ଜିଲ୍କାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି। 

ଏପର୍ଯ୍ୟନ୍ତ ଦେବଗଡ଼ ଜିଲ୍ଲାରେ ମାତ୍ର ୪୨ ପ୍ରତିଶତ ଟିକାକରଣ ହୋଇଛି। 

 

ସେହିଭଳି ଖୋର୍ଦ୍ଧା ଜିଲ୍ଲାରେ ୬୧%, ଯାଜପୁର ଜିଲ୍ଲାରେ ୬୨%, ଜଗତସିଂହପୁର ଜିଲ୍ଲାରେ ୬୬%, ନୟାଗଡ଼ ଜିଲ୍ଲାରେ ୬୭%, ଭୁବନେଶ୍ବର ଅରବାନରେ ୭୬%,କଟକରେ ୭୬%, ସମ୍ବଲପୁର ଜିଲ୍ଲାରେ ୭୭% ଓ କେନ୍ଦୁଝର ଜିଲ୍ଲାରେ ୭୮%କରୋନା ଟିକାକରଣ ହୋଇଥିବା ଜଣାପଡିଛି। 

 

ତେବେ ଓଡ଼ିଶା କରୋନା ଟିକାକରଣରେ ପ୍ରଥମ ସ୍ଥାନରେ ରହିଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

 

powered by social2s

ସଂସଦର ବଜେଟ ଅଧିବେଶନ ଆରମ୍ଭ

Details
Odia Ray Admin
ଓଡିଶା
29 January 2021

 

ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେଶନ ଆଜି ଆରମ୍ଭ ହୋଇଛି ।

 

ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ଅଭିଭାଷଣ ରେ କହିଛନ୍ତି ଯେ ଦେଶରେ କ୍ଷୁଦ୍ର ଉଦ୍ୟୋଗ ଉପରେ ଗୁରୁତ୍ୱ ଦିଆଯାଉଛି। ମୁଦ୍ରା ଯୋଜନାରେ ୨୫କୋଟି ଋଣ ପ୍ରଦାନ କରାଯାଇଛି। ଅନେକ ଆଲୋଚନା ପରେ ୩ ଟି କୃଷି ବିଲ ପାସ କରାଯାଇଛି। କୋରୋନା ସମୟରେ ଏହି ଅଧିବେଶନ ଅତ୍ୟଧିକ ଗୁରୁତ୍ୱପୂର୍ଣ୍ଣ। କୋରୋନା ବିରୁଦ୍ଧରେ ଦେଶ ଏକଝୁଟ ହେଇ ଲଢ଼ିଛି। ୨୦୧୪ ରେ ୩୮୭ ଟି ମେଡିକାଲ କଲେଜ ଥିବାବେଳେ ଏବେ ତାହା ସଂଖ୍ୟା ବୃଦ୍ଧି ପାଇଁ ୫୬୨ ରେ ପହଁଚିଛି। ଦେଶରେ ଆଉ ୨୨ଟି AIIMS ସ୍ଥାପନ କରାଯାଇଛି।

 

ଦେଶରେ ସହରାଞ୍ଚଳରେ ଗରିବଙ୍କ ପାଇଁ ୪୦ଲକ୍ଷ ଘର ନିର୍ମାଣ କରାଯାଇଛି। ରାମ ମନ୍ଦିର କାମ ଆରମ୍ଭ ହେବା ସହ ଜାମୁ ଓ କାଶ୍ମୀର ରୁ ଧାରା ୩୭୦ ଉଛେଦ ହୋଇଛି ବୋଲି ସେ କହିଛନ୍ତି ।

 

powered by social2s

୫ଘଣ୍ଟା ବିଳମ୍ବରେ ଆରମ୍ଭ ହେଲା ମହାପ୍ରଭୁଙ୍କ ସୁନାବେଶ

Details
Odia Ray Admin
ଓଡିଶା
28 January 2021

 

ପୁରୀ:ପୁରୀ ଶ୍ରୀମନ୍ଦିର ସେବାୟତ ମାନଙ୍କ ମଧ୍ୟରେ ବିବାଦ ଯୋଗୁଁ ମହାପ୍ରଭୁଙ୍କ ସୁନାବେଶ ୫ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଛି। 

ଫଳରେ ଅନେକ ଭକ୍ତ ମହାପ୍ରଭୁଙ୍କ ଦର୍ଶନକରିବା ବିନା ଫେରିଛନ୍ତି। 

ସକାଳ ଧୂପ ପରେ ଆଜି ଆରମ୍ଭ ହୋଇଥାଆନ୍ତା ବେଶ। କିନ୍ତୁ ସିଂହାରୀ ଓ ଅନ୍ୟ ସେବାୟତ ମାନଙ୍କ ମଧ୍ୟରେ ବିବାଦ ଯୋଗୁଁ ବିଳମ୍ବରେ ବେଶ ଆରମ୍ଭ ହୋଇଛି। 

ତେବେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ।

 

powered by social2s

More Articles ...

  1. ଫେବୃଆରୀ ୧୦ ସୁଦ୍ଧା କରୋନା ଟିକା ନେବେ ଓଡିଶାର ସମସ୍ତ ସ୍ୱାସ୍ଥ୍ୟକର୍ମୀ
  2. ଆଜି ପୁରୀ ଶ୍ରୀମନ୍ଦିରରେ ହେବ ଦେବାଭିଷେକ ପୂର୍ଣ୍ଣିମା ନୀତି
  3. ଫେବୃଆରୀ ମାସ ପାଇଁ ଆସିଲା ନୂଆ ଗାଇଡଲାଇନ; ଜାରି କଲେ କେନ୍ଦ୍ର ସରକାର
Page 1871 of 2257
  • Start
  • Prev
  • 1866
  • 1867
  • 1868
  • 1869
  • 1870
  • 1871
  • 1872
  • 1873
  • 1874
  • 1875
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.