ଭୁବନେଶ୍ୱର: ଏକ ଲମ୍ବା ସଂଘର୍ଷମୟ ଓ ସମାଜହିତମୟ ଜୀବନ । ଭାରତୀୟ ରାଜନୀତିର ଫଳକରେ ରାଜନେତାଙ୍କ ମଧ୍ୟରୁ ଜଣେ ଅଟଳଜୀ ଙ୍କୁ କେବଳ ଜଣେ ରାଜନୈତିକ ବ୍ୟକ୍ତିତ୍ବ ରୂପରେ ଦେଖା ଯାଇପାରିବ ନାହିଁ । ଶତ୍ରୁ ମିତ୍ରର ଦୁର୍ଭେଦ୍ୟ ସୀମାଲଙ୍ଘନ କରିନିଜ ଭିତରେ ସମସ୍ତ ଙ୍କୁ ଆତ୍ମୀୟତା ରେ ଅନ୍ତର ଭିତରେ ସମାହିତ କରିଥିବା ଯୁଗପୁରୁଷଙ୍କ ୯୬ ତମ ଜନ୍ମ ତିଥିରେ ୱନରସ କ୍ଲବ ଶହୀଦ ନଗର ତରଫରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।
ଆଜିର କାର୍ଯ୍ୟକ୍ରମ ରେ ଉମା ନାଥ ମିଶ୍ର, ନାରାୟଣ ମହାପାତ୍ର, ମଳୟ ରଞ୍ଜନ ମହାପାତ୍ର, ମନୋଜ ରାଉଳ, ସରୋଜ ପାତ୍ର, ସନ୍ତୋଷ ରାଓ, ଗଣେଶ ରାଓ, ରାମକୃଷ୍ଣ ରେଡି, ଭବାନି ଜେନା, ମନୋରଞ୍ଜନ ପଲେଇ, ସୁନିଲ ସାହୁ, ସୁନିଲ ତାଡ଼, ଦେବାଶିଷ ମହାରଣା, ଅନିଲ ତାଡ, ପ୍ରକାଶ ନାୟକ, ଜୋସେଫ ଦିଘଲ୍, ସୁରଜ ପ୍ରଧାନ, କାହ୍ନୁ ଚରଣ ଗୌଡ଼, ହେମନ୍ତ କୁମାର ମକିଆ, ଶ୍ରୀନିବାସ ରାଓ,ଜିତେନ୍ଦ୍ର ରାଓ,ପାପା ରାଓ, କାବୁଲା ପାତ୍ର, ସନ୍ତୋଷ ସେଠୀ ଓ ଅନ୍ୟ ମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ବଡଦିନ ନିମନ୍ତେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ।