କଟକ ରେ ଅପମିଶ୍ରିତ ଘିଅ କାରଖାନା ଠାବ

କଟକ: କଟକ ବାଦାମବାଡ଼ି ଥାନା ଅନ୍ତର୍ଗତ ମୁନ ଲାଇଟ ଲେନ ରେ ଏକ ଅପମିିଶ୍ରିତ ଘିଅ କାରଖାନା ଠାବ ହୋଇଛି।
ଘିଅ କାରଖାନା ରେ ଚଢଉ କରି ବାଦାମବାଡ଼ି ପୋଲିସ ବିପୁଳ ପରିମାଣରେ ଘିଅ ଓ ଘିଅ ପ୍ରସ୍ତୁତି ରେ ବ୍ୟବହାର ହେଉଥିବା ସାମଗ୍ରୀ ଜବତ କରିଛି।
ଅପମିଶ୍ରଣ ଅଭିଯୋଗରେ କାରଖାନା ର ମାଲିକଙ୍କୁ ଅଟକ ରଖା ଯାଇଛି।
