ଭୁବନେଶ୍ୱର ସହିଦ ସ୍ପୋର୍ଟିଂ ପଡିଆ ରେ କ୍ରିକେଟ ମ୍ୟାଚ୍
ଭୁବନେଶ୍ୱର: ଆଜି ଶହୀଦ ସ୍ପୋର୍ଟଙ୍ଗି ପଡ଼ିଆରେ ତା ୧୩.୧୨.୨୦ ରିଖ ସକାଳ ୧୦.୩୦ ଘଟିକା ସମୟରେ, ସାଇ ୱର୍ରିଅର୍ସ, ସହିଦନଗର ଦ୍ଵାରା ୩ ଟି ଟିମ୍, ବିଚିତ୍ର ଏବଂ ଟିମ, ବିପିନ ଏବଂ ଟିମ ଓ ସୁନୀଲ ତାଡ଼ ଓ ଟିମହୋଇ ଖେଳା ଯାଉଥିବା କ୍ରିକେଟ ମ୍ୟାଚ୍ କୁ ପୂର୍ବତନ କର୍ପୋରେଟର ଶାଶ୍ଵତୀ ଏ ଓ ଉମାନାଥ ମିଶ୍ର ଉଦଘାଟନ କରିଥିଲେ।
ଏହା ମଧ୍ୟରୁ ଗୋଟିଏ ଟିମ୍ ହାରି ଯାଇଥିଲା, ଅନ୍ୟ ଦୁଇଟି ଟି ଟିମ୍ ମଧ୍ୟରେ ଫାଇନାଲ ମ୍ୟାଚ୍ କରାଯାଇ ଥିଲା, ଅପରାହ୍ନ ୪ ଘଟିକା ସମୟରେ, ୱାଲ୍ଡ ହ୍ୟୁମାନ ରାଇଟ (WHRC ) ଓଡ଼ିଶା ର ଚେୟାରମେନ ଶ୍ରୀ ନାରାୟଣ ମହାପାତ୍ର, ଶହୀଦ ସ୍ପୋଟିଙ୍ଗୀ, କ୍ଲବ ସମ୍ପାଦକ ଶ୍ରୀ ପଙ୍କଜ ପଟ୍ଟନାୟକ, ପୁର୍ବତନ କର୍ପୋରେଟର ଓ ଶହୀଦ ନଗର ଦୁର୍ଗା ପୂଜା ସମିତି ର ଉପ ସଭାପତି ଶ୍ରୀ ଉମାନାଥ ମିଶ୍ର ଯୋଗ ଦେଇ ବିଚିତ୍ର ମଲ୍ଲ ଏବଂ ଟିମ କୁ ୱୀନର ସ ଟ୍ରଫି ଓ ବିପିନ ପଣ୍ଡା ଏବଂ ଟିମ୍ କୁ ରନରସ ଟ୍ରଫି ପ୍ରଦାନ କରିଥିଲେ। ବେଷ୍ଟ ବ୍ୟାଟସ ମ୍ୟାନ ଭାବେ ହରିଶ ହାଂସଦା, ବେଷ୍ଟ ବୋଲର ରଶ୍ମି ରଂଜନ ସାହୁ ଙ୍କୁ ପୁରସ୍କୃତ କରିଥିଲେ।
ଆଜିର କାର୍ଯ୍ୟକ୍ରମ କୁ ସୁମନ୍ତ ପାତ୍ର, ସୁମନ୍ତ କୁମାର ଦାସ, ଚନ୍ଦନ କୁମାର ନାୟକ, ମଳୟ କୁମାର ବେହେରା ଓ ଅନ୍ୟାନ୍ୟ ସଦସ୍ୟ ମାନେ ପରିଚାଳନା କରିଥିଲେ।
