• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
28
Sat, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Nov 28 2026

      କଟକ ଗୋଷ୍ଠୀ ସଂଘର୍ଷ; ୧୫ରୁ ଅଧିକ ଅଟକ

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

କଟକ ଏସ ସି ଵି ମେଡିକାଲ ରେ ନିର୍ମାଣ ହେବ ୨୧ ମହଲା କୋଠା: ମନ୍ତ୍ରୀ ପ୍ରତାପ ଜେନା

Details
Odia Ray Admin
ଓଡିଶା
15 March 2021

ଭୁବନେଶ୍ୱର: କଟକ ଏସ ସି ବି ମେଡିକାଲ ରେ ଖୁବ ଶୀଘ୍ର ନିର୍ମାଣ ହେବ ୨୧ ମହଲା କୋଠା। ଏହି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା। ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ପକ୍ଷରୁ କଟକ ରେ ଏକ ଅତ୍ୟାଧୁନିକ ବିବାହ ମଣ୍ଡପ ନିର୍ମାଣ କରାଯିବ ଏବଂ ତାରକା ହୋଟେଲ ପ୍ରତିଷ୍ଠା ପାଇଁ ବିଭିନ୍ନ ବଡ଼ ସଂସ୍ଥାଗୁଡ଼ିକ ସହ ଆଲୋଚନା ଜାରି ରହିଛି। କଟକ ସହରରେ ଥିବା ସମସ୍ତ ପୋଖରୀ ଗୁଡିକୁ ନୂଆ ରୂପ ଦିଆଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି।

powered by social2s

ଶିଶୁ ବିରୋଧୀ ହିଂସା ଦମନ ସମସ୍ତଙ୍କ ପାଇଁ ଆହ୍ୱାନ

Details
Odia Ray Admin
ଓଡିଶା
15 March 2021

 

 

ପୁରୀ: ଶିଶୁଙ୍କ ପ୍ରତି ଯୌନ ନିର୍ୟାତନା ଏବଂ ହିଂସା ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଶୂନ୍ୟ ସହନସିଲ ନୀତି ଆପଣାଇବା ସହିତ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ। ଯେଉଁସବୁ କ୍ଷେତ୍ର ଶିଶୁଙ୍କ ପାଇଁ ସ୍ପର୍ଶକାତର ତାହା ଚିହ୍ନଟ କରାଯିବା ଆବଶ୍ୟକ । ପୀଡ଼ିତ ଶିଶୁଙ୍କୁ ସୁରକ୍ଷା ଓ ନ୍ୟାୟ ପ୍ରଦାନ ପାଇଁ ଶିଶୁ କଲ୍ୟାଣ ଦିଗରେ କାର୍ୟ୍ୟରତ ସରକାରୀ ଓ  ବେସରକାରୀ ସଂଗଠନର କାର୍ୟ୍ୟକର୍ତ୍ତାଙ୍କ ସହଯୋଗ ତଥା ଶିଶୁ ଅନୁକୂଳ ପରିବେଶ ସୃଷ୍ଟି ଉପରେ ବହୁ ବିଶିଷ୍ଟ ବକ୍ତା ମତପୋଷଣ କରିଛନ୍ତି।

 

ଶିଶୁଙ୍କ ପ୍ରତି ଯୌନ ନିର୍ୟ୍ୟାତନା ଓ ଶୋଷଣର ବିଲୋପ ଶୀର୍ଷକ ଦୁଇଦିନିଆ ଜାତୀୟ ଆଲୋଚନା ଚକ୍ର ର ଦୁତିୟ ଦିବସରେ ଯୋଗଦେଇ ବରିଷ୍ଠ ପୋଲିସ ଅଧିକାରୀ ସୁଧାଂଶୁ ଷଡଙ୍ଗୀ କହିଥିଲେ ସବୁ ପ୍ରତିକୂଳ ପରିସ୍ଥିତି ଭିତରେ ବି ଆମେ ପରିବର୍ତ୍ତନକୁ ଦେଖିପାରୁଛେ । ଶିଶୁଙ୍କ ଉପରେ ହିଂସା ଘଟଣାରେ କେବଳ ପୋଲିସ ଉପରେ ଦାୟିତ୍ଵ ଠେଲିଦେଲେ ହେବନି ସାମଗ୍ରିକ ଭାବେ ପୋଲିସ ସମେତ ସମାଜର ସବୁ ବର୍ଗର ବ୍ୟକ୍ତି ବିଶେଷ ଏବଂ ଶିଶୁ ସୁରକ୍ଷା ଦିଗରେ କାର୍ୟ୍ୟରତ ସଂସ୍ଥା ଗୁଡ଼ିକର ସହଭାଗିତାରେ ହିଁ ସମସ୍ୟା ର ସମାଧାନ ହୋଇପାରିବ ।ଦିଲ୍ଲୀ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ନିର୍ଦେଶକ ଡ.ରଶ୍ମି ସିଂହ ଶିଶୁ ଯୌନ ନିର୍ୟ୍ୟାତନାରେ ଲିପ୍ତ ଅଭିଯୁକ୍ତଙ୍କ ପ୍ରତି ଶୂନ୍ୟ ସହନଶୀଳତା ନୀତି ଓ କଠୋର କାର୍ୟ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ବୋଲି ମତ ରଖିଥିଲେ । ପଶ୍ଚିମବଙ୍ଗ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟା ଯଶବନ୍ତି ଶ୍ରୀମନି, ଡି ସି ପି ସିଆର୍ ସଦସ୍ୟା ନିଧୀ ଦ୍ବିବେଦୀ, ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟା ଦିବ୍ୟା ଶାଶ୍ଵତୀ ଏବଂ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର ରାଜ୍ୟ  ପ୍ରୋଗ୍ରାମ ମ୍ୟାନେଜର  ପ୍ରିତିକନ୍ତ୍ ପଣ୍ଡା ପ୍ରମୁଖ ଶିଶୁଙ୍କ ପ୍ରତି ବୃଦ୍ଧି ପାଉଥିବା ହିଂସା ପ୍ରତିରୋଧ ଦିଗରେ ଥିବା ସମସ୍ୟା ଏବଂ ଏହାର ପ୍ରତିକାର ପନ୍ଥା ଉପରେ ଆଲୋକପାତ କରିଥିଲେ। ନାଗରିକ ସମାଜ, ସ୍ୱେଚ୍ଛା ସେଵୀ ସଂଗଠନ ଏବଂ ସରକାରଙ୍କ ମିଳିତ ସହଯୋଗରେ ଶିଶୁ ବିରୋଧୀ ହିଂସା ଦମନ ପାଇଁ ଏକ ଉତ୍କୃଷ୍ଟ ମଡେଲ ପ୍ରସ୍ତୁତି ଉପରେ ଅଧିକାଂଶ ବକ୍ତା ମତ ରଖିଥିଲେ। ଏନଏସିଜି ଇଭାକ ଅଧ୍ୟକ୍ଷ ରଞ୍ଜନ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମ ପ୍ରାରମ୍ଭରେ ମିଖାଇଲ ପ୍ରଧାନ, ଡ଼.ମିତାଲି ମହାନ୍ତି ଏବଂ ଜେଵା ଖାନ୍ ଶିଶୁଙ୍କ ପ୍ରତି ଯୌନ ନିର୍ୟାତନା ସଂକ୍ରାନ୍ତରେ ଓଡିଶା ଓ ଦିଲ୍ଲୀରେ ହୋଇଥିବା ଏକ ସର୍ଭେ ରିପୋର୍ଟର ବିଶ୍ଳେଷଣ କରିଥଲେ।

 

ଅନ୍ୟ ମାନଙ୍କ ମଧ୍ୟରେ ନୀତି ଆୟୋଗ ଶିଶୁ ସୁରକ୍ଷା ସ୍ଥାୟୀ କମିଟି ସଦସ୍ୟ ସଞ୍ଜୟ କୁମାର ମିଶ୍ର, ଓ ଏଲ୍ ଏସ ର ପ୍ରକାଶ ରଥ, ସିଏସିଏଲର ଅଶୋକ ଝା, ଜାତୀୟ ଆଇନ ବିଶ୍ଵବିଦ୍ୟାଳୟର ପ୍ରମୋଦ ଆଚାର୍ୟ୍ୟ, ଏସ କନାଇରମ୍ , ଡିସିପିସିଆର ପରାମର୍ଶଦାତା ମହମ୍ମଦ ସଲାମ ଖାନ୍, ଓଡ଼ିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗର ପୂର୍ବତନ ଅଧ୍ୟକ୍ଷା କସ୍ତୁରୀ ମହାପାତ୍ର, ଆଟସେକ ଦକ୍ଷିଣ ଏସିଆ ର ମାନବେନ୍ଦ୍ର ନାଥ ମଣ୍ଡଳ, ଦକ୍ଷିଣ ପୂର୍ବ ଦିଲ୍ଲୀର ଶିଶୁ କଲ୍ୟାଣ କମିଟିର ରୂପ ସୁଦେଶ୍ ବିମଲ୍, ପୁଡୁଚେରୀର ଜୋସେଫ ଭିକ୍ଟର ରାଜ ପ୍ରମୁଖ ବିଭିନ୍ନ ଅଧିବେଶନରେ ବକ୍ତବ୍ୟ ରଖିଥିଲେ। ଉଦଯାପନ କାର୍ୟ୍ୟକ୍ରମରେ ସାଇଭାର ଡିଜି ରିଞ୍ଚେନ ଚୋଫେଲ୍ ଯୋଗଦେଇ କହିଥିଲେ ଯେ ଶିଶୁ ସୁରକ୍ଷା ଦିଗରେ ବିଭିନ୍ନ ସଂଗଠନ ପକ୍ଷରୁ ଯେଉଁ ସବୁ ସୁପାରିସ ଆସିଛି ତାହା ଆମେ ଠିକଣା ଭାବେ କାର୍ୟ୍ୟକାରୀ କରିବା ଉଚିତ୍ । ପିକକର କାର୍ୟ୍ୟନିର୍ବାହୀ ନିର୍ଦେଶିକା ଅନୁରାଧା ମହାନ୍ତି ଧନ୍ୟବାଦ ଦେଇଥିଲେ ।

powered by social2s

ଆଜିଠୁ ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ

Details
Odia Ray Admin
ଓଡିଶା
15 March 2021

ଭୁବନେଶ୍ୱର: ସର୍ବଭାରତୀୟ ସ୍ତରରେ ଆଜିଠୁ ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ। UNITED FORUM OF BANK UNIONS ପକ୍ଷରୁ ବ୍ୟାଙ୍କ ଘରୋଇକରଣ ବିରୋଧରେ ଧର୍ମଘଟ ଡାକରା ଦିଆଯାଇଛି। ଧର୍ମଘଟ ରେ ପ୍ରାୟ ୧୦ ଲକ୍ଷ କର୍ମଚାରୀ ହେବେ ସାମିଲ। ଓଡ଼ିଶାର ୫,୫୦୦ ବ୍ୟାଙ୍କ ଶାଖାର ୩୦,୦୦୦ ରୁ ଅଧିକ କର୍ମଚାରୀ ଏହି ଧର୍ମଘଟ ରେ ସାମିଲ ହୋଇଥିବାର ସୂଚନା ମିଳିଛି।

powered by social2s

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଵିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଦେଶାତ୍ମବୋଧକ ଓ ଗାନ୍ଧୀ ସଂପର୍କିତ କଵିତା ପାଠ

Details
Odia Ray Admin
ଓଡିଶା
14 March 2021

 

 

ଭୁବନେଶ୍ବର: ଆଜି ଜୟଦେବ ଭବନଠାରେ  ଅପରାହ୍ଣରେ ଗାନ୍ଧି ସଂପର୍କିତ ଏକ କବିତା ପାଠ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଏକାଡେମୀର ସଭାପତି ଶ୍ରୀ ହରିହର ମିଶ୍ର, ଵିଭାଗୀୟ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ରଞ୍ଜନ କୁମାର ଦାସ,  ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ  ମିଶ୍ର,ଏକାଡେମୀର ପୂର୍ବତନ ସଭାପତି ଡକ୍ଟର ହୁସେନ ରଵିଗାନ୍ଧୀ ଓ ଏକାଡେମୀର ସଚିବ ଶ୍ରୀମତୀ ଶୁଚିସ୍ମିତା ମନ୍ତ୍ରୀ ପ୍ରମୁଖ ଯୋଗଦାନ କରି ଚାରାରେ ଜଳଦାନ ଓ ମହାତ୍ମାଗାନ୍ଧୀଙ୍କ ଫଟୋଚିତ୍ରରେ ସୂତ୍ରମାଳା ସମର୍ପଣ କରି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ ।

 

ଏକାଡେମୀର ସଚିବ ନିମନ୍ତ୍ରିତ ଅତିଥି ମାନଙ୍କୁ ପୁଷ୍ପ ଚାରା ଓ ଗାନ୍ଧୀଙ୍କ ଫଟୋଚିତ୍ର ପ୍ରଦାନ କରିଥିଲେ ।ଏଥିରେ ଅଞ୍ଜୁମାନ ଆରା,ଅବଦୁଲ ଓସିଦ୍ ଖାଁ,ଅମରେଶ ପଟ୍ଟନାୟକ, ଅଶୋକ କୁମାର ପୁହାଣ,ଆଶୁତୋଷ ପରିଡା, ଇନ୍ଦିରା ଦାଶ, ଈପସିତା ଷଡ଼ଙ୍ଗୀ, ଦୀପକ ସାମନ୍ତରାୟ, ଧନଞ୍ଜୟ ସ୍ଵାଇଁ, ନୀଳଲୋହିତ ମହାପାତ୍ର,ପବିତ୍ର ମୋହନ ଦାଶ, ପୀତାମ୍ବର ତରାଇ, ଭଗବାନ ଜୟସିଂ,ରଞ୍ଜିତା ନାୟକ,ରକ୍ଷକ ନାୟକ, ରାଜୀବ ପାଣି, ଶତ୍ରୁଘ୍ନ ପାଣ୍ଡବ,ଶତ୍ରୁଜିତ, ଶୁଭେନ୍ଦୁ ମୁଣ୍ଡ, ଶ୍ରୀକାନ୍ତ ମହାନ୍ତି, ସୁଚେତା ମିଶ୍ର, ସୂର୍ଯ୍ୟ ମିଶ୍ର, ସେନାପତି ପ୍ରଦ୍ୟୁମ୍ନ କେଶରୀ, ସଂଗ୍ରାମ ଜେନା,ହୃଷିକେଶ ମଲ୍ଲିକ ଆଦି ଆମନ୍ତ୍ରିତ କବିମାନେ ଯୋଗଦାନ କରି ଦେଶାତ୍ମବୋଧକ ଓ ଗାନ୍ଧୀ ସଂପର୍କିତ କବିତା ପାଠ କରିଥିଲେ ।

 

ଏହି କବିତା ଆସରକୁ ଡକ୍ଟର ଦେବାଶିଷ ମହାପାତ୍ର ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଏକାଡେମୀର ସଚିବ ମହୋଦୟା ଧନ୍ୟବାଦ ଅର୍ପଣ କରିଥିଲେ ।

 

 

powered by social2s

ଜଙ୍ଗଲରେ ନିଆଁ ଲଗାଇ ବାପ-ପୁଅ ଗିରଫ

Details
Odia Ray Admin
ଓଡିଶା
15 March 2021

 

 

ବୌଦ୍ଧ: ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ବାପା ଆଉ ପୁଅ କୁ ଗିରଫ କରିଛି ବନବିଭାଗ ର ସ୍ୱତନ୍ତ୍ର ସ୍କ୍ୱାର୍ଡ । ମାଧପୁର ରେଞ୍ଜ ମୁଣ୍ଡେଶ୍ଵର ଜଙ୍ଗଲରେ ନିଆଁ ଲଗାଇ ଗିରଫ ହୋଇଥିବା ସୂଚନା। ଅଭିଯୁକ୍ତ ବାପା ଓ ପୁଅ ମାଧପୁର କଲୋନି ସାହି ର ହୋଇଥିବା ଜଣାପଡିଛି। ସେମାନଙ୍କ ନିକଟରୁ ଦୁଇଟି ଟାଙ୍ଗିଆ ଓ ଡିଆସିଲି ଜବତ ହୋଇଛି। ପେଟ୍ରୋଲିଂ ବେଳେ ବନକର୍ମଚାରି ଙ୍କୁ ଦେଖି ଖସି ପଳାଉ ଥିବାବେଳେ ତାଙ୍କୁ ଗିରଫ କରାଯାଇଛି। ପୂର୍ବରୁ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ବନବିଭାଗ।

 

powered by social2s

ସହିଦ ସ୍ପୋଟିଙ୍ଗ କ୍ଲବ ପକ୍ଷରୁ କ୍ରିକେଟର ଅଫ ଦ ଇୟର ପୁରସ୍କାର ଜିତିଲେ ଦେବାଶିଷ ଓ ସୁଶ୍ରୀ

Details
Odia Ray Admin
ଓଡିଶା
14 March 2021

 

 

ଭୁବନେଶ୍ୱର: ସହିତ ସ୍ପୋଟିଙ୍ଗ କ୍ଲବ ପକ୍ଷରୁ ଆଜି କ୍ରିକେଟର ଅଫ ଦ ଇୟର ପୁରସ୍କାର ଦେବାଶିଷ ସାମନ୍ତରାୟ ଓ ସୁଶ୍ରୀ ଦିବ୍ୟଦର୍ଶିନୀଙ୍କୁ ପ୍ରଦାନ କରାଯାଇଛି। 

ବାର୍ଷିକ କ୍ରୀଡା ପୁରସ୍କାର ସହିଦ ସ୍ପୋଟିଙ୍ଗ ମାରୁତି ଇଷ୍ଟେଟ୍ ଇଣ୍ଡିଆ କ୍ରିକେଟର ଅଫ୍ ଦ ଇୟର ୨୦୧୯-୨୦ ପୁରସ୍କାର ପାଇଛନ୍ତି ଏହି ଦୁଇ ଖେଳାଳି। 

ପୁରସ୍କାର ଅର୍ଥ ରାଶି ବାବଦକୁ ସେମାନଙ୍କୁ ୩୦ ହଜାର ଟଙ୍କାର ଚେକ୍ ଓ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଛି। 

୨୦୧୯-୨୦ ସିଜନରେ ବେଶ ସଫଳ ରହିଥିବା ତଥା ରଣଜୀ ଟ୍ରଫି ମ୍ୟାଚରେ ବେଶେଷ ଯୋଗଦାନ ପାଇଁ ଏହି ବାମହାତି ବ୍ୟାଟ୍ସମ୍ୟାନ ଦେବାଶିଷ ସାମନ୍ତରାୟଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। 

ସେହିଭଳି ସୁଶ୍ରୀ ମହିଳା ଟି-୨୦ ଚ୍ୟାଲେଞ୍ଜ ଟ୍ରଫି ସହ ଟି-୨୦ ଏମର୍ଜିଙ୍ଗ ଚତୁର୍କୋଣୀୟ ମ୍ୟାଚରେ ଖୁବ ସଫଳ ରହିଥିବା ଏହି ମହିଳା ବୋଲରଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। 

ତେବେ ଦେବାଶିଷଙ୍କ ଏହା ପ୍ରଥମ ପୁରସ୍କାର ହୋଇଥିବା ବେଳେ ସୁଶ୍ରୀଙ୍କର ଏହା ଦ୍ୱିତୀୟ ଥର ଲାଗି କ୍ରିକେଟର ଅଫ୍ ଦ ଇୟର ପୁରସ୍କାର।

 

ଏହି ପୁରସ୍କାର ପ୍ରଦାନ ଉତ୍ସବରେ ବିଧାୟକ ଅନନ୍ତ ନାରାୟଣ ଜେନା, ଓ ସି ଏ ସମ୍ପାଦକ ସଞ୍ଜୟ କୁମାର ବେହେରା, ମରୁତି ଇଷ୍ଟେଟ ର ପରିଚାଳନା ନିର୍ଦେଶକ ଜିତେନ୍ଦ୍ର ପ୍ରସାଦ ସିଂହ, ସହୀଦ ସ୍ପୋଟିଙ୍ଗ ସମ୍ପାଦକ ପଙ୍କଜ ପଟ୍ଟନାୟକ ଓ କୋଷାଧ୍ୟକ୍ଷ ନୀକୁଞ୍ଜ ମହାନ୍ତି ଉପସ୍ଥିତ ଥିଲେ। ଉତ୍ସବ ର ସଂଯୋଜନା କରିଥିଲେ ବରିଷ୍ଠ ସାମ୍ବାଦିକ ସମ୍ବିତ ମହାପାତ୍ର।

 

powered by social2s

କଳାଭୂମି ଓ ପାନ୍ଥନିବାସ ବୁଲି ଦେଖିଲେ କୁନିକୁନି ପିଲା

Details
Odia Ray Admin
ଓଡିଶା
14 March 2021

 

ଭୁବନେଶ୍ୱର: ପିଲାମାନଙ୍କ ସ୍ୱାସ୍ଥ୍ୟ ଓ ଶିକ୍ଷାର ବିକାଶ ଉପରେ ମାନବ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧିକ ଗୁରୁତ୍ୱ ଦେଉଥିବାବେଳେ  ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପକ୍ଷରୁ କୁନିକୁନି ପିଲାଙ୍କ ମୁହଁରେ ହସ ଫୁଟାଇବା ପାଇଁ ଏ ଦିଗରେ ଏକ ଛୋଟ ପ୍ରୟାସ କରାଯାଇଛି। ରାଜଧାନୀ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥିତ ପାଣିଟାଙ୍କି ବସ୍ତିର କୁନିକୁନି ପିଲାମାନଙ୍କୁ ଆଜି ସ୍ୱତନ୍ତ୍ର ବସ୍ ଯୋଗେ ‘କଳାଭୂମି’ ଅଣାଯାଇ ସେଠାରେ ଓଡ଼ିଶାର ଗୌରବମୟ କଳା,ସଂସ୍କୃତି ଓ ଐତିହ୍ୟ ସମ୍ପର୍କରେ ଅବଗତ କରାଯାଇଥିଲା। କଳାଭୂମି ପରିସରରେ ବିିଭିନ୍ନ କାର୍ଯ୍ୟ ସବୁ ପିଲାମାନେ ବୁଲି ଦେଖିଥିଲେ। 

 

ତା’ପରେ ସେମାନଙ୍କୁ ପାନ୍ଥନିବାସ ନିଆଯାଇ ସେଠାରେ ଓଟିଡିସି ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା ସହ ପୋଷାକ ଓ ଶିକ୍ଷଣୀୟ କିଟ୍ ପ୍ରଦାନ କରାଯାଇଥିଲା  ‘ଶ୍ରୀ’ ଅଭିଯାନର ସହଯୋଗରେ ଓଟିଡିସି ପକ୍ଷରୁ ଏହି ପିଲାମାନଙ୍କ ମୁହଁରେ ହସ ଫୁଟାଇବାକୁ ଏଭଳି ପ୍ରୟାସ କରାଯାଇଛି। ପାଣିଟାଙ୍କି ବସ୍ତିରେ ପିଲାଙ୍କ ସ୍ୱାସ୍ଥ୍ୟ,ଶିକ୍ଷା ଓ ନିରାପତ୍ତା ପାଇଁ ‘ଶ୍ରୀ’ କାର୍ଯ୍ୟ କରୁଛି ।

 

ଏହି କାର୍ଯ୍ୟକ୍ରମରେ ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର, ଓଟିଡିସିର ବରିଷ୍ଠ ପଦାଧିକାରୀମାନଙ୍କ ସମେତ ‘ଶ୍ରୀ’ ଅଭିଯାନ ସହ ଜଡ଼ିତ ସମାଜସେବୀ ପ୍ରୀତିଛନ୍ଦା ଧଳ,ସ୍ଵରାଜଲକ୍ଷ୍ମୀ ସାମଲ, ନମ୍ରତା ଚଢ଼ା, ବବିତା ସ୍ୱାଇଁ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

 

ଏଭଳି କାର୍ଯ୍ୟକ୍ରମ ଦ୍ୱାରା ବସ୍ତିରେ ରହୁଥିବା କୁନିକୁନି ପିଲାମାନେ ରାଜ୍ୟର କଳା,ସଂସ୍କୃତି ଓ ଐତିହ୍ୟ ସମ୍ପର୍କରେ ଜାଣିବାର ସୁଯୋଗ ପାଇପାରିବେ ବୋଲି ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର କହିବା ସହ ‘ଶ୍ରୀ’ ଅଭିଯାନର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ।

 

powered by social2s

More Articles ...

  1. କରୋନା ସର୍ତକତା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବାର୍ତ୍ତା; ଜିରୋ ଇନଫେକ୍ସନ ଆମର ଲକ୍ଷ୍ୟ
  2. କୁଆଖାଇ ନଦୀରେ ବୁଡ଼ି ନାବାଳକ ମୃତ
  3. ସମ୍ବଲପୁର VSSUT ରେ ମାର୍ଚ୍ଚ ୧୬ ରୁ ଆରମ୍ଭ ହେବ ଅଫଲାଇନ କ୍ଲାସ
Page 1839 of 2256
  • Start
  • Prev
  • 1834
  • 1835
  • 1836
  • 1837
  • 1838
  • 1839
  • 1840
  • 1841
  • 1842
  • 1843
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.